ତୁଳସୀ ପତ୍ରର ମାନବୃଦ୍ଧି ଏବଂ ଜୈବିକ ଚାଷ ନେଇ ସୋଆରେ ଗବେଷଣା

ଭୁବନେଶ୍ୱର : ଠାକୁର ପୂଜା ଏବଂ ଧାର୍ମିକ କାର୍ଯ୍ୟରେ ବ୍ୟବହାର ହେଉଥିବା ପବିତ୍ର ତୁଳସୀ ପତ୍ର ମନୁଷ୍ୟ ଜାତିର ଜୀବନ ରକ୍ଷାକାରୀ ମଧ୍ୟ ହୋଇପାରେ । ସାରା ବିଶ୍ୱକୁ କବଳିତ କରିଥିବା କରୋନା ମହାମାରୀର ମୁକାବିଲା ପାଇଁ ସହାୟକ…
Read More...

ଖୁବଶୀଘ୍ର ଯୋଗୀଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ; ଯୁବକଙ୍କୁ ମିଳିବ ସୁଯୋଗ

ଲକ୍ଷ୍ନୌ: ବର୍ତ୍ତମାନର ଉତ୍ତର ପ୍ରଦେଶ ସରକାର ସାଢେ ୩ ବର୍ଷ ପୂରଣ କରିଲାଣି । ଆଉ ଦେଢ ବର୍ଷ ପରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ନିର୍ବାଚନକୁ ପାଖାପାଖି ୨ ବର୍ଷ ଥିଲେ ମଧ୍ୟ ଏବେଠାରୁ ପ୍ରସ୍ତୁତି ଆରମ୍ଭ କଲେଣି…
Read More...

ଭାଙ୍ଗିଲା ଦୀର୍ଘ ବର୍ଷର ପରମ୍ପରା, ସିଲଭର ସିଟିରେ ହେବନି ଗଣେଶ ପୂଜା

କଟକ: କଟକରେ ହେବନି ଗଣେଶ ପୂଜା । ସ୍ପଷ୍ଟ କଲେ କଟକ ଜିଲ୍ଲାପାଳ । ପରମ୍ପରା ଠାରୁ ଜୀବନ ମୂଲ୍ୟବାନ । ତେଣୁ ଚଳିତ ବର୍ଷ ପୂଜା ହେବନି ବୋଲି ଜଣାପଡିଛି । ଭାଙ୍ଗିଲା ଦୀର୍ଘବର୍ଷର ପରମ୍ପରା । କରୋନା ଯୋଗୁଁ ମଣ୍ଡପରେ ଗଣେଶ…
Read More...

ଆଜିଠୁ ନିସ୍ତାର ନାହିଁ, ଟ୍ରାଫିକ ନିୟମ ଭାଙ୍ଗିଲେ ୩ ମାସ ଲାଇସେନ୍ସ ରଦ୍ଦ

କଟକ: ଏଣିକି ଟ୍ରାଫିକ ନିୟମ ଭାଙ୍ଗିଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ସିଧାସଳଖ ତିନି ମାସ ପାଇଁ ରଦ୍ଦ ହେବ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ । ବିଶେଷକରି ଦ୍ରୁତ ଗତିରେ ଗାଡି ଚଲାଇବା, ଗାଡିରେ ଓଭର ଲୋଡିଂ ଓ ମଦ ଓ ନିଶା…
Read More...

କରୋନାରେ ଆଉ ୧୦ ଜଣଙ୍କ ଗଲା ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ଯୋଗୁ ଆଉ ୧୦ ଜଣଙ୍କ ଜୀବନ ଯାଇଛି। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୯୦ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।…
Read More...

ଅକ୍ଟୋବରରୁ ଝାରସୁଗୁଡାରୁ ମୁମ୍ବାଇ ଓ ବାଙ୍ଗାଲୋରକୁ ଉଡିବ ବିମାନ

ଝାରସୁଗୁଡା : ମୁମ୍ବାଇ ଏବଂ ବାଙ୍ଗାଲୋର ସହ ଖୁବ ଶିଘ୍ର ସିଧା ଯୋଡିହେବ ପଶ୍ଚିମ ଓଡିଶା । ଖୁବଶିଘ୍ର ଝାରସୁଗୁଡାରୁ ମୁମ୍ବାଇ ଓ ବାଙ୍ଗାଲୋରକୁ ଉଡିବ ବିମାନ । ଆସନ୍ତା ଅକ୍ଟୋବର ୨୫ ପରେ ବିମାନ ସେବା ଆରମ୍ଭ ହେବ । ଆସନ୍ତା…
Read More...

ଆଜି ରାଜ୍ୟରେ ୨୬୯୮ ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟରେ ୨୬୯୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୬୭୫ ଓ ସ୍ଥାନୀୟ ଅଞ୍ଚଳରୁ ୧୦୨୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ…
Read More...

୨୩ ତାରିଖ ପର୍ଯ୍ୟନ୍ତ କୃଷି ଭବନ ସଟ୍‌ଡାଉନ୍

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ କରୋନା ସଂକ୍ରମଣ। ଦିନକୁ ଦିନ କ୍ରମାଗତ ଭାବେ ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ଭୁବନେଶ୍ୱରରେ ବଢ଼ି ଚାଲିଛି ସଂକ୍ରମଣ। ଏସବୁ ମଧ୍ୟରେ କୃଷି ଭବନ ଆସନ୍ତା ୨୩ ତାରିଖ…
Read More...