Bignews ଏଥର ଓଡ଼ିଶାରେ ସରକାର ବଦଳିବ: ଧର୍ମେନ୍ଦ୍ର ପ୍ରଧାନ OPA Apr 25, 2024 0 ସୋନପୁର(ବ୍ୟୁରୋ): ରାଜ୍ୟ ସରକାରଙ୍କ ଦୀର୍ଘ ୨୪ ବା ୨୫ ବର୍ଷ ଶାସନରେ ପ୍ରଶାସନ ତତ୍ତ୍ୱାବଧାନରେ ବଲାଙ୍ଗୀର ସମେତ ଓଡ଼ିଶାର ସହର ସହରରେ ନିଶାଦ୍ରବ୍ୟ ଓ ଧଳାଜହର ପହଞ୍ଚିଛି । ଆଜି ରାଜ୍ୟରେ ବିଫଳତା ଚରମ ସୀମାରେ ପହଞ୍ଚିଛି ।… Read More...
Bignews ଦଶବର୍ଷ ଧରି ଦେବଗଡରେ ବିକାଶ ହୋଇନି : ପ୍ରଣବ ପ୍ରକାଶ OPA Apr 25, 2024 0 ସମ୍ବଲପୁର(ବ୍ୟୁରୋ) : ଦେବଗଡବାସୀ ଯାହାଙ୍କୁ ଭରସା କରି ଭୋଟ ଦେଇ ନିର୍ବାଚିତ କଲେ ସେମାନେ ଜନତା ଙ୍କୁ ଧରାଛୁଆଁ ଦେଇନାହାନ୍ତି । ଦଶବର୍ଷ ହେଲା ଦେବଗଡରେ ବିକାଶ ହୋଇନି । କେବଳ ମିଛ ପ୍ରତିଶୃତି ଦେଇ ଜନତା ଙ୍କୁ ଭୁଆଁ… Read More...
Bignews କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ଦାଏର ମାମଲାକୁ ହାଇକୋର୍ଟଙ୍କ ଖାରଜ OPA Apr 25, 2024 0 କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାଏର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା କରାଯାଇଥିବା ଓ ଏହାଦ୍ୱାରା କୋର୍ଟର ସମୟ ନଷ୍ଟ ହୋଇଥିବା ଦର୍ଶାଇ… Read More...
Bignews ପ୍ରକାଶ ପାଇଲା ଜେଇଇ ମେନ୍ ପରୀକ୍ଷାର ରେଜଲ୍ଟ OPA Apr 25, 2024 0 ଜାତୀୟ ପରୀକ୍ଷା ଏଜେନ୍ସି (NTA) ବୁଧବାର ଇଞ୍ଜିନିୟରିଂ ଆଡମିଶନ ପାଇଁ ଜେଇଇ ମେନ୍ (JEE-Mains) ପରୀକ୍ଷାର ଫଳାଫଳ ପ୍ରକାଶ କରିଛି। ଫଳସ୍ୱରୂପ ୫୬ ଜଣ ପ୍ରାର୍ଥୀ ୧୦୦ ପ୍ରତିଶତ ସ୍କୋର କରିଛନ୍ତି। ଏଥିମଧ୍ୟରୁ ଅଧିକାଂଶ… Read More...
Bignews ରବିବାର କଟକ ଆସିବେ ରାହୁଲ ଗାନ୍ଧି OPA Apr 25, 2024 0 ରବିବାର ଅର୍ଥାତ୍ ଆସନ୍ତା ୨୮ ତାରିଖରେ କଟକ ଆସିବେ ରାହୁଲ ଗାନ୍ଧି । ସାଲେପୁର ଓ ନିଶ୍ଚିନ୍ତକୋଇଲିରେ ତାଙ୍କର କାର୍ଯ୍ୟକ୍ରମ ରହିଛି । ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ସାଲେପୁର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଉତ୍କଳ ଗୌରବ… Read More...
Bignews ଦିଗପହଣ୍ଡି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଲା କଂଗ୍ରେସ OPA Apr 24, 2024 0 ଦିଗପହଣ୍ଡି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଲା କଂଗ୍ରେସ । ପ୍ରାର୍ଥୀ ଘୋଷଣାର ୧୧ ଦିନ ପରେ ପୁଣି ପ୍ରାର୍ଥୀ ବଦଳାଇଲା ଦଳ । ଶ୍ରୀଧର ଦେବଙ୍କ ସ୍ଥାନରେ ସାକା ସୁଜିତ କୁମାର ନୂଆ ପ୍ରାର୍ଥୀ । ଏକ୍ସ ଜରିଆରେ ସୂଚନା ଦେଲା… Read More...
Bignews ଆପଣମାନେ ମାଲିକ, ବିଚାର କରିବାର ସମୟ ଆସିଛି : ପ୍ରଣବ ପ୍ରକାଶ OPA Apr 24, 2024 0 ସମ୍ବଲପୁର(ବ୍ୟୁରୋ): ବିଗତ ନିର୍ବାଚନରେ ଆମେ ବିଜେପିର ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟୀ କରାଇଥିଲୁ । କିନ୍ତୁ ସାଂସଦ ଭାବରେ ସେ ଯେଉଁ କାମ କରିବା କଥା ତାହା କଲେ ନାହିଁ । ଭାରତୀୟ ଜନତା ପାର୍ଟି ପ୍ରତି ଆମର ଆଉ ଭରସା… Read More...
Bignews ଅନୁଭବଙ୍କ ଫେସବୁକ୍ ପୋଷ୍ଟକୁ ନେଇ ସୃଷ୍ଟି ହେଲା ଦ୍ୱନ୍ଦ OPA Apr 24, 2024 0 ଦ୍ଵନ୍ଦ ସୃଷ୍ଟି କଲା ଅନୁଭବଙ୍କ ଫେସବୁକ୍ ପୋଷ୍ଟ । କ'ଣ କହିବାକୁ ଚାହୁଁଛନ୍ତି ଅନୁଭବ । ବିଜେଡି ଛାଡି ବିଜେପି ଯୋଗ ଦେବା ପରେ ଏକ ଅଦ୍ଭୁତ ପୋଷ୍ଟ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଅନୁଭବ ।ଅନୁଭବ ଲେଖିଛନ୍ତ,… Read More...
Bignews ପିଲାଙ୍କୁ ମିଳିବ ୧୨ଦିନର ଶୁଖିଲା ମଧ୍ୟାହ୍ନ ଭୋଜନ OPA Apr 24, 2024 0 ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଏନେଇ ସରକାର ସମସ୍ତଙ୍କୁ ସଚେତନ କରୁଛନ୍ତି । ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ… Read More...
Bignews ୨୫ ବର୍ଷ ବିଜେଡି ସରକାର ବିରୋଧରେ ବିଜେପି ଆଣିଲା ଚାର୍ଜସିଟ୍ OPA Apr 24, 2024 0 ଆଜି ହିଞ୍ଜିଳିରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ପ୍ରଚାର ଆରମ୍ଭ କରିଥିବାବେଳେ ଏପଟେ ବିଜେପି ଆଣିଛି ବିଜେଡି ବିରୋଧରେ ଚାର୍ଜସିଟ୍ । ଏଥିରେ ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟ ଜଳର ଅବ୍ୟବସ୍ଥା ନେଇ ଅଭିଯୋଗ… Read More...