ଆସୁଛି ଆଣ୍ଟି କରୋନା ନାଜାଲ ସ୍ପ୍ରେ

ଓ୍ଵାଶିଂଟନ୍‌: କରୋନାର ପ୍ରତିହିତ ନିମନ୍ତେ ଆମେରିକାର ଗବେଶକମାନେ ନାଜାଲ୍‌ ଡ୍ରପ୍ସ ବିକଶିତ କରିଛନ୍ତି । ଯାହା ଏହି କରୋନା ଭାଇରସ୍‌କୁ ନାକରେ ହିଁ ରୋକିଦେବ ବୋଲି ଦାବି କରିଛନ୍ତି ଆମେରିକାର ଗବେଷକ । ଯାହା ଫଳରେ ଏହି…
Read More...

ସଂସଦ ଆନେକ୍ସ ବିଲ୍ଡିଂର ଷଷ୍ଠ ମହଲାରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ସଂସଦ ଆନେକ୍ସ ବିଲ୍ଡିଂର ଷଷ୍ଠ ମହଲାରେ ଅଗ୍ନିକାଣ୍ଡ । ଏହି ଘଟଣାଟି ସକାଳ ସମୟରେ ହୋଇଥିବା ଏକ ପ୍ରମୁଖ ଗଣମାଧ୍ୟମ ସୂତ୍ରରୁ ଖବର ମିଳିଛି। ତେବେ ଅଗ୍ନିକାଣ୍ଡ ବିଷୟରେ ଖବର ପାଇଁ ଘଟଣାସ୍ଥଳରେ ପାଞ୍ଚଟି ଦମକଳ…
Read More...

ବହୁଚର୍ଚ୍ଚିତ ଇତିଶ୍ରୀ ମୃତ୍ୟୁ ମାମଲା: ଆଜୀବନ ଜେଲ ଦଣ୍ଡ ଭୋଗୁଥିବା ଅଭିଯୁକ୍ତ ନେତ୍ରାନନ୍ଦ ଦଣ୍ଡସେନାର ମୃତ୍ୟୁ

କୋରାପୁଟ: ବହୁଚର୍ଚ୍ଚିତ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ମୃତ୍ୟୁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ସଜା କାଟୁଥିବା ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ ଘଟିଛି। ନେତ୍ରାନନ୍ଦଙ୍କ ମୃତ୍ୟୁ ନେଇ କୋରାପୁଟ ଜେଲ୍ ଅଧୀକ୍ଷକ…
Read More...

ଆଜି ରାଜ୍ୟରେ ସୁସ୍ଥ ହେଲେ ୧୫୫୦ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ୨୯ଟି ଜିଲ୍ଲାରୁ ୧୫୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବଭାଗ ପକ୍ଷରୁ ଟୁଇଟ ଜରିଆରେ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ କରୋନାରୁ ସୁସ୍ଥ…
Read More...

ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ସଂଜୟ ଦତ୍ତ

ମୁମ୍ବାଇ: ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବଲିଉଡର ସଂଜୁ ବାବା । ଫୁସ୍ ଫୁସ୍ କ୍ୟାନସରରେ ଆକ୍ରାନ୍ତ ଥିବା ଅଭିନେତା ସଂଜୟ ଦତ୍ତଙ୍କୁ ମୁମ୍ବାଇର ଲିଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଚି । ସେଠାରେ ତାଙ୍କର…
Read More...

ଓଡ଼ିଶା ମୋ ପରିବାର ଆନୁକୁଲ୍ୟରେ ସପ୍ତାହବ୍ୟାପୀ ରକ୍ତଦାନ କାର୍ଯ୍ୟକ୍ରମରେ ୧୪,୮୩୯ ୟୁନିଟ୍ ରକ୍ତ ସଂଗୃହୀତ; ସାଧୁବାଦ…

ଭୁବନେଶ୍ୱର: ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ପକ୍ଷରୁ ରାଜ୍ୟରେ ଯେଉଁ ସପ୍ତାହବ୍ୟାପୀ ରକ୍ତଦାନ କାର୍ଯ୍ୟକ୍ରମ ଚାଲିଥିଲା ସେଥିରେ ୧୪,୮୩୯ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଗତ ଅଗଷ୍ଟ କ୍ରାନ୍ତି ଦିବସ(ଅଗଷ୍ଟ୯)ରୁ…
Read More...

ଆଜି କଟକରୁ ୧୧୯ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: ଆଜି କଟକ ସହରରୁ ୧୦ ଜଣ କୋଭିଡ ଯୋଦ୍ଧାଙ୍କ ସମେତ ମୋଟ ୧୧୯ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏସ୍‌ସିବି ଆଇସୋଲେସନରୁ ଜଣେ ମହିଳାଙ୍କ ସମେତ ୭ ଜଣ କୋଭିଡ ଯୋଦ୍ଧା ସଂକ୍ରମଣର ଶିକାର ହୋଇଛନ୍ତି। ଅନ୍ୟ ସରକାରୀ…
Read More...

ପୂର୍ବତନ ଭାରତୀୟ କ୍ରିକେଟର୍ ଚେତନ ଚୌହାନଙ୍କୁ ପରଲୋକ

ଉତ୍ତରପ୍ରଦେଶ: ୭୩ ବର୍ଷ ବୟସରେ ଆରପାରିକୁ ଚାଲିଗଲେ ଭାରତର ପୂର୍ବତନ କ୍ରିକେଟର୍ ଚେତନ୍ ଚୌହାନ । କ୍ରିକେଟର୍‌ରୁ ପଲିଟିସିଆନ୍ ପାଲଟିଥିବା ଚେତନ ମୃତ୍ୟୁ ପୂର୍ବରୁ ଜୁଲାଇ ମାସରେ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିଲେ ।…
Read More...