Bignews ୭୪ତମ ସ୍ୱାଧୀନତା ଦିବସ; ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ନବୀନ OPA Aug 15, 2020 0 ଭୁବନେଶ୍ୱର: ସାରା ଦେଶରେ ଶନିବାର ଦିନ ୭୪ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ଏହି ଅବସରରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଭୁବନେଶ୍ୱର ସ୍ଥିତ… Read More...
National ସ୍ଵାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି କ’ଣ କହିଲେ ଜାଣନ୍ତୁ… OPA Aug 15, 2020 0 ନୂଆଦିଲ୍ଲୀ: ୭୪ତମ ସ୍ଵାଧୀନତା ଦିବସ ଅବସରରେ ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଲାଲକିଲ୍ଲାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଉତ୍ସବରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ… Read More...
Odisha ବାଲୁକା କଳାରେ ସ୍ୱାଧୀନତା ଦିବସର ବାର୍ତ୍ତା OPA Aug 15, 2020 0 ପୁରୀ: ବାଲୁକା କଳାରେ ୭୪ତମ ସ୍ୱାଧୀନତା ଦିବସର ବାର୍ତ୍ତା । ପୁରୀ ବେଳାଭୂମିରେ ସୁନ୍ଦର ବାଲୁକା କଳା ନିର୍ମାଣ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଦେଶର ଫ୍ରଣ୍ଟ… Read More...
Odisha ଦୈନିକ କୋଭିଡ୍ ଟେଷ୍ଟିଂ ମାମଲା: ପ୍ରଥମ ପାଞ୍ଚ ରାଜ୍ୟ ତାଲିକାରେ ଓଡିଶା OPA Aug 15, 2020 0 ଭୁବନେଶ୍ୱର : ସର୍ବାଧିକ କୋଭିଡ୍ ନମୁନା ପରୀକ୍ଷାରେ ଦେଶର ପ୍ରଥମ ପାଞ୍ଚଟି ରାଜ୍ୟ ମଧ୍ୟରେ ଓଡିଶା ସ୍ଥାନ ପାଇଛି। ଦେଶରେ ପ୍ରତି ୧୦ଲକ୍ଷ ଲୋକରେ ଓଡ଼ିଶାରେ ୮୬୭ଜଣଙ୍କର କୋଭିଡ୍ ଟେଷ୍ଟ୍ କରାଯାଉଛି। ଆନ୍ଧ୍ରପ୍ରଦେଶରେ ଏହି… Read More...
National ଆସନ୍ତାକାଲିଠାରୁ ବୈଷ୍ଣୋଦେବୀ ଯାତ୍ରା ଆରମ୍ଭ OPA Aug 15, 2020 0 ନୂଆଦିଲ୍ଲୀ : କରୋନା ମହାମାରୀ ସତ୍ୱେ ଅଗଷ୍ଟ ୧୬ ଅର୍ଥାତ ଆସନ୍ତାକାଲିଠାରୁ ମାତା ବୈଷ୍ଣୋଦେବୀଙ୍କ ଯାତ୍ରା ଆରମ୍ଭ ହେବାକୁ ଯାଉଛି। କରୋନା ସଂକ୍ରମଣ ଯୋଗୁଁ ଗତ ୫ ମାସ ଧରି ବୈଷ୍ଣୋଦେବୀ ପୀଠ ଭକ୍ତ ଓ ପର୍ଯ୍ୟଟକଙ୍କ… Read More...
Odisha କ୍ୱାରେଣ୍ଟାଇନରେ ରହିବେ ୨ ମନ୍ତ୍ରୀ, ଜିଲ୍ଲାପାଳ କରିବେ ପତାକା ଉତ୍ତୋଳନ OPA Aug 15, 2020 0 ଭୁବନେଶ୍ୱର: ଗଞ୍ଜାମ ଓ ପୁରୀରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ସାମିଲ ହେବାକୁ ଥିବା ୨ଜଣ କ୍ୟାବିନେଟ ମନ୍ତ୍ରୀ ପଦ୍ମନାଭ ବେହେରା ଓ ନିରଞ୍ଜନ ପୂଜାରୀଙ୍କୁ କ୍ୱାରେଣ୍ଟାଇନରେ ରହିବା ନିମନ୍ତେ… Read More...
Bignews ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ OPA Aug 15, 2020 0 ନୂଆଦିଲ୍ଲୀ: ଆଜି ଦେଶ ୭୪ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଯାହାକୁ ନେଇ ଉତ୍ସବମୁଖର ସାରା ଦେଶ । ଦିଲ୍ଲୀରୁ ପଲ୍ଲୀ ସମସ୍ତେ ସ୍ୱାଧୀନତାର ଉତ୍ସବ ମନାଉଛନ୍ତି । ଏହି ଅବସରରେ ପିଏମ ମୋଦି ସକାଳ ପ୍ରାୟ ୭.୩୦ ସମୟରେ… Read More...
National ଦେଶ ସ୍ୱାଧୀନତାକୁ ୭୪ ବର୍ଷ, ଶୁଭେଚ୍ଛା ଜଣାଇଲେ ମୋଦି ଓ ଶାହା OPA Aug 15, 2020 0 ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୪ ତମ ସ୍ଵାଧୀନତା ଦିବସ। କୋଭିଡ୍ କଟକଣା ପାଇଁ ଏହି ଦିବସର ଆନନ୍ଦ ଫିକା ପଡିଯାଇଥିବା ବେଳେ ନିରାଡମ୍ବର ଭାବେ ଏହାକୁ ଦେଶବାସୀ ମନାଉଛନ୍ତି। କାଶ୍ମୀର ଠୁ କନ୍ୟାକୁମାରୀ ସବୁଠି ଆଜି ଜାତୀୟ… Read More...
Bignews ଆଜି ରାଜ୍ୟରେ ସୁସ୍ଥ ହେଲେ ୧୩୦୫ ଜଣ କରୋନା ଆକ୍ରାନ୍ତ OPA Aug 14, 2020 0 ଭୁବନେଶ୍ୱର: ଆଜି ରାଜ୍ୟରୁ ୧୩୦୫ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ତେବେ ଏଯାବତ ରାଜ୍ୟରୁ ୩୯୨୦୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।… Read More...
Odisha ଆଜି କଟକରୁ ୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ OPA Aug 14, 2020 0 କଟକ: ଆଜି କଟକ ସହରରୁ ୩ ଜଣ କୋଭିଡ ଯୋଦ୍ଧାଙ୍କ ସମେତ ୬୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସରକାରୀ ସଂଗରୋଧରୁ ୧୯ ଜଣଙ୍କ ସମେତ ମୋଟ ୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଣ୍ଟେନମେଣ୍ଟ ଜୋନ୍ରୁ ୧୩ ଜଣ ଓ… Read More...