ହୀରାକୁଦ ଡ୍ୟାମ୍‌ର ଖୋଲିଲା ଗୋଟିଏ ଗେଟ୍

ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ର ଗୋଟିଏ ଗେଟ୍ ଖୋଲିଲା। ଏବେ ମୋଟ ୮ଟି ଗେଟ୍ ଦେଇ ଡ୍ୟାମ୍‌ ଜଳ ନିଷ୍କାସନ ଜାରି। ବର୍ତ୍ତମାନ ହୀରାକୁଦର ଜଳସ୍ତର ରହିଛି ୬୦୮.୩୧ ଫୁଟ୍।ଡ୍ୟାମ୍‌ ମଧ୍ୟକୁ ୧ ଲକ୍ଷ ୪୮ ହଜାର ୧୨ କ୍ୟୁସେକ୍ ଜଳ…
Read More...

ଆଜି ରାଜ୍ୟରେ ୧୨ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗତକାଲି ୧୨ କରୋନା ଆକ୍ରାନ୍ତ ଆଖି ବୁଜିଥିବା ବେଳେ ଆଜି ବି ଏହି ସଂଖ୍ୟା ସମାନ ରହିଛି। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୫୯ ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…
Read More...

ସିଏଜି ଭାବେ ଶପଥ ନେଲେ ଗିରୀଶ ମୁର୍ମୁ

ନୂଆଦିଲ୍ଲୀ: ଦେଶର ନୂଆ ସିଏଜି(ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ) ଭାବେ ଆଜି ଶପଥ ନେଇଛନ୍ତି ଗିରୀଶ ଚନ୍ଦ୍ର ମୁର୍ମୁ | ରାଷ୍ଟ୍ରପତି ଭବନରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗିରୀଶଙ୍କୁ ଶପଥ ପାଠ କରାଇଛନ୍ତି | ଏହି…
Read More...

ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ କରୋନା ସଂକ୍ରମିତ ଫେରାର

ଝାରସୁଗୁଡା: କୋଭିଡ ଡାକ୍ତରଖାନା ଯିବା ପାଇଁ  ୯ ଘଣ୍ଟା ଅପେକ୍ଷା କଲେ,କେହି ନ ଆସିବାରୁ ଫେରାର ମାରିଲେ । ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ଜିଲା ମୁଖ୍ୟ ଚିକିତ୍ସାଳୟରେ।ଝାରସୁଗୁଡା ଜିଲ୍ଲା କୋରୋନା…
Read More...

କରୋନା ମୁକାବିଲାରେ ଆଗଧାଡିରେ ସୋଆ

ଭୁବନେଶ୍ୱର : ସାରା ବିଶ୍ୱ ଏବେ କରୋନା ମହାମାରୀର କବଳରେ ଆଜି ଆତଙ୍କିତ । ଅଦୃଶ୍ୟ ଶତ୍ରୁର ଭୟରେ ଭୟଭୀତ ସାରା ବିଶ୍ୱବାସୀ । ଦିନକୁ ଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆମେରିକା, ଇଟାଲୀ ଓ…
Read More...

କୋଭିଡ୍ ସମ୍ପର୍କିତ ମିଛ ଓ ମନଗଢା ଖବର ପ୍ରସାରଣ ପାଇଁ ସବୁଠୁ ଅଧିକ ଟିଆରପି ଥିବା ଏକ ଓଡିଆ ଟିଭି ଚ୍ୟାନେଲକୁ ନୋଟିସ…

ଭୁବନେଶ୍ୱର, : ମିଥ୍ୟା, ଅଯୁକ୍ତିକର ତଥା ଉଦ୍ଦେଶ୍ୟ ପ୍ରଣୋଦିତ ଖବର ପ୍ରସାରଣ ଲାଗି ଏକ ଓଡିଆ ଚ୍ୟାନେଲ କୁ ନୋଟିସ୍ ପଠାଇଛି ବିଏମସି । ଏହାସହ ସଂପୃକ୍ତ ଟିଭି କର୍ତ୍ତୃପକ୍ଷଙ୍କ ନାଁରେ ଥାନାରେ ମଧ୍ୟ ଏଫଆଇଆର ହୋଇଛି । ବିଏମସି…
Read More...

କୋଝିକୋଡ ଏୟାରପୋର୍ଟରେ ଏୟାର ଇଣ୍ଡିଆ ବିମାନ କ୍ରାସ୍ ଲ୍ୟାଣ୍ଡିଂ; ପାଇଲଟ୍‌ଙ୍କ ମୃତ୍ୟୁ, ଅନେକ ଯାତ୍ରୀ ଆହତ

ନୂଆଦିଲ୍ଲୀ: ୧୯୧ ଜଣ ଯାତ୍ରୀଙ୍କୁ ନେଇ ଦୁବାଇରୁ ଆସିଥିବା ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ଶୁକ୍ରବାର ସନ୍ଧ୍ୟାରେ କେରଳର କୋଝିକୋଡ଼ ଠାରେ କ୍ରାସ୍‌ ଲ୍ୟାଣ୍ଡିଙ୍ଗ୍ କରିବାରୁ ପାଇଲଟ୍‌ଙ୍କର ମୃତ୍ୟୁ ଘଟିବା ସହ…
Read More...

ଓଡ଼ିଶା କ୍ୟାଡ଼ରର ଦୁଇ ବରିଷ୍ଠ ଆଇପିଏସଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର: ଓଡ଼ିଶା କ୍ୟାଡ଼ରର ଦୁଇ ବରିଷ୍ଠ ଆଇପିଏସଙ୍କୁ ଆଜି କେନ୍ଦ୍ର ସରକାରରେ ନୂଆ ଦାୟିତ୍ୱ ମିଳିଛି। ୨୦୧୫ ମସିହା ମେ' ମାସରୁ ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ୧୯୮୯ ବ୍ୟାଚ୍ ଆଇପିଏସ ଅମ୍ରିତ ମୋହନ…
Read More...

ଭାରତୀୟ ହକି ଟିମ୍‌ର ଅଧିନାୟକ ମନପ୍ରୀତ ସିଂହଙ୍କୁ କରୋନା

ବେଙ୍ଗାଲୁରୁ: ଭାରତୀୟ ହକି ଟିମ୍‌ର ଅଧିନାୟକ ମନପ୍ରୀତ ସିଂହ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସହ ଅନ୍ୟ ୩ ଜଣଙ୍କୁ ମଧ୍ୟ କରୋନା ସଂକ୍ରମିତ କରିଛି। ଆଗକୁ ବେଙ୍ଗାଲୁରୁରେ ଜାତୀୟ ଟିମ୍‌ର କ୍ୟାମ୍ପ ଆରମ୍ଭ…
Read More...