Bignews ରାଜନୈତିକ ରାଲିରେ ଯୋଗ ଦେଇ ଚାକିରି ହରାଇଲେ କନିଷ୍ଠ ସହକାରୀ କିରାଣୀ OPA Apr 22, 2024 0 ରାଜନୈତିକ ରାଲିରେ ସାମିଲ ଅଭିଯୋଗରେ ପୁଣି ଜଣେ କିରାଣୀ ନିଲମ୍ବିତ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସରୀ ଗାଁର ରାଧାମାଧବ ହାଇସ୍କୁଲ କନିଷ୍ଠ ସହକାରୀ କିରାଣୀ ସତ୍ୟନାରାୟଣ ଦନ୍ତା ନିଲମ୍ବିତ ହୋଇଛନ୍ତି। ଏକ… Read More...
Bignews ଗୌତମ ସାମନ୍ତରାୟଙ୍କୁ ଜୟପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ କଲା ବିଜେପି OPA Apr 21, 2024 0 ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ରହିଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନେଇ ନାମାଙ୍କନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ଏସବୁ ଭିତରେ ବିଜେପି ପକ୍ଷରୁ ରବିବାର ଜୟପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା… Read More...
Bignews ଏଣିକି ୪ ବର୍ଷର ଡିଗ୍ରୀ ହାସଲ ପରେ କରିପାରିବେ ପିଏଚଡ଼ି OPA Apr 21, 2024 0 ୪ ବର୍ଷର ସ୍ନାତକ ହାସଲ କରିଥିବା ଶିକ୍ଷାର୍ଥୀମାନେ ଏବେ ସିଧାସଳଖ ପିଏଚଡି କରିପାରିବେ। ଯଦି ତାଙ୍କ ପାଖରେ ୭୫% ଏଗ୍ରିଗେଟ୍ ମାର୍କ ଥିବ। ରବିବାର ଦିନ, ୟୁଜିସିର ନିୟମରେ ବଡ଼ ପରିବର୍ତ୍ତନ ଆଣିବାବେଳେ ୟୁଜିସି ଅଧ୍ୟକ୍ଷ… Read More...
Bignews ଆସନ୍ତା ୨୫ରୁ ଖରା ଛୁଟି OPA Apr 21, 2024 0 ଆସନ୍ତା ୨୫ରୁ ରାଜ୍ୟର ସବୁ ସ୍କୁଲ ଛୁଟି । ରାଜ୍ୟରେ ବଢ଼ିଚାଲିଥିବା ଖରାକୁ ଦୃଷ୍ଟିରେ ଏହି ପଦକ୍ଷେପ ନିଆଯାଇଛି। ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର।ସମ୍ଭାବ୍ୟ… Read More...
Bignews ଡବଲ ଇଞ୍ଜିନ ସରକାର ହେଲେ ସମ୍ବଲପୁରର ବିକାଶ ତ୍ୱରାନ୍ୱିତ ହେବ: ଧର୍ମେନ୍ଦ୍ର ପ୍ରଧାନ OPA Apr 21, 2024 0 ରେଢାଖୋଲ(ବ୍ୟୁରୋ): ମୋଦୀ ସରକାର ଗରିବ, ଦୁଃଖୀ ଓ ଅସହାୟଙ୍କ ସାହାରା ହୋଇଛନ୍ତି । ସେମାନଙ୍କୁ ଆର୍ଥିକ ରୂପେ ସଶକ୍ତ କରିବା ଭଳି ଅନେକ କଲ୍ୟାଣକାରୀ ପଦକ୍ଷେପ ନେଇଛନ୍ତି । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେଲେ ସବୁ ବର୍ଗଙ୍କ… Read More...
Bignews ଆସନ୍ତା ୨୫ରେ ଓଡ଼ିଶା ଆସିବେ ଅମିତ ଶାହ OPA Apr 21, 2024 0 ଆସନ୍ତା ୨୫ରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସୋନପୁରରେ ୨୫ ତାରିଖ ଅପରାହ୍ନରେ ହେବ ବିଶାଳ ଜନସଭା । ଭୁବନେଶ୍ଵରରେ ଆସି ଦଳର ରାଜ୍ୟ ନେତୃତ୍ବଙ୍କ ସହ ଅମିତ ଶାହ ଆଲୋଚନା କରିବେ । ଅମିତ ଶାହ… Read More...
Bignews ନିର୍ବାଚନ ପରେ ବିଜେପି ପ୍ରାର୍ଥୀଙ୍କ ପରଲୋକ OPA Apr 21, 2024 0 ନିର୍ବାଚନ ପରେ ଚାଲିଗଲା ମୁରାଦାବାଦରୁ ବିଜେପି ପ୍ରାର୍ଥୀ ସର୍ଭେଶ ସିଂଙ୍କ ଜୀବନ । ମୁରାଦାବାଦରେ ଗତକାଲି ଶୁକ୍ରବାର ଲୋକସଭା ପାଇଁ ଭୋଟ ହୋଇଥିଲା । କିଛି ଦିନ ପୂର୍ବେ ସେ ଅସୁସ୍ଥତା ଅନୁଭବ କରିଥିଲେ । ତାଙ୍କ ଦାନ୍ତରେ… Read More...
Bignews ଓଡ଼ିଶା ଝାଡ଼ଖଣ୍ଡ ସୀମାରେ ହାଇ ଆଲର୍ଟ OPA Apr 21, 2024 0 ଓଡ଼ିଶା ଝାଡ଼ଖଣ୍ଡ ସୀମାରେ ହାଇ ଆଲର୍ଟ । ସୀମାକୁ ସିଲ୍ କରାଯିବା ସହ ସୀମାନ୍ତ ଗେଟ୍ ଗୁଡିକରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଡିଭିଏଫ୍, ସିଆରପିଏଫ୍ ଓ ସ୍ଥାନୀୟ ପୋଲିସ ସହାୟତାରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି… Read More...
Bignews ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି OPA Apr 20, 2024 0 ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଆଗାମୀ ସାଧାରଣ ନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଇଛି। ଏହି ପ୍ରଚାର ତାଲିକାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୪୦ଜଣ ଷ୍ଟାର… Read More...
Bignews ବୌଦ୍ଧ ଓ କଣ୍ଟାମାଳରେ ବିଶାଳ ଜନସମାବେଶ ଓଡ଼ିଶାରେ ପରିବର୍ତ୍ତନର ବଡ଼ ସଙ୍କେତ ଦେଉଛି – ଧର୍ମେନ୍ଦ୍ର ପ୍ରଧାନ OPA Apr 20, 2024 0 କଣ୍ଟାମାଳ/ବୌଦ୍ଧ(ବ୍ୟୁରୋ): କଣ୍ଟାମାଳରେ ଆଜିର ଜନସମାବେଶ ରାଜ୍ୟରେ ପରିବର୍ତ୍ତନର ବଡ଼ ସଙ୍କେତ ଦେଉଛି । ବିଶେଷ ଭାବରେ ଜନସାଧାରଣଙ୍କ ମଧ୍ୟରେ ଯେଉଁ ଉତ୍ସାହ, ଉଦ୍ଦୀପନା ଓ ପରିବର୍ତ୍ତନର ବାତାବରଣ ଦେଖାଯାଇଛି, ତାହା ଆମ ଦଳର… Read More...