ଆଜି ରାଜ୍ୟରେ ସୁସ୍ଥ ହେଲେ ୮୦୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟର ୨୩ଟି ଜିଲ୍ଲାରୁ ଆଜି ୮୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ…
Read More...

ଦୁଇ ଦିନ ନବରଙ୍ଗପୁର ସଟଡାଉନ

ନବରଙ୍ଗପୁର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାକୁ ୨ ଦିନିଆ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ । ଅର୍ଥାତ ଅଗଷ୍ଟ ୧ ତାରିଖ ସକାଳ ୫ଟା ରୁ ୨ ତାରିଖ ମଧ୍ୟ ରାତ୍ର ପର୍ଯ୍ୟନ୍ତ ସଟଡାଉନ ରହିବ । ପ୍ରେସ ବିଜ୍ଞପ୍ତି…
Read More...

ଚାଷୀଙ୍କ କୃଷି ବୀମା ଦାଖଲ ସମୟ ସୀମା ବୃଦ୍ଧି ପାଇଁ ପିସିସି ସଭାପତିଙ୍କ ଦାବି

ଭୁବନେଶ୍ୱର:ସାମ୍ପ୍ରତିକ କରୋନା ପରିସ୍ଥିତି ରେ ରାଜ୍ୟର ଚାଷୀମାନେ ଅନାହାରକୁ ଗତି କରୁଥିବା ବେଳେ କୃଷି ବୀମା ଦାଖଲ କରିବା ପାଇଁ ଜୁଲାଇ ୩୧ ତାରିଖ ସମୟସୀମା ଧାର୍ଯ୍ୟ କରିବା ଦୁଃଖ ଓ ପରିତାପର ବିଷୟ ବୋଲି ଆଜିର…
Read More...

ରାଫେଲର ଏ ହେଉଛନ୍ତି ପ୍ରଥମ ଭାରତୀୟ ପାଇଲଟ୍‌, କାଶ୍ମୀର ନିବାସୀ ଅହମ୍ମଦ ରାଠୋର

ନୂଆଦିଲ୍ଲୀ:ବହୁ ପ୍ରତିକ୍ଷା ପରେ ଫ୍ରାନ୍ସରୁ ରାଫେଲ୍‌ ଫାଇଟର ଜେଟ୍‌ ଭାରତରେ ପହଞ୍ଚିଛି । ତେବେ ଫ୍ରାନ୍ସରୁ ଏହାର ପ୍ରଥମ ଉଡ଼ାଣ ଭରିଥିବା ପାଇଲଟ୍‌ ହେଉଛନ୍ତି ଏୟାର୍‌ କମାଣ୍ଡର ହିଲାଲ୍‌ ଅହମ୍ମଦ ରାଠୋର । ଯେ କି କାଶ୍ମୀର…
Read More...

ପୂର୍ବ ଭାରତର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ କ୍ୟୁଏସ୍ ଆଇ-ଗଜ୍ ଡାଇମଣ୍ଡ ୟୁନିଭର୍ସିଟି ରେଟିଂରେ ସ୍ଥାନ ପାଇଲା ସୋଆ

ଭୁବନେଶ୍ୱର : ଆଉ ଏକ ସଫଳତା ସାଉଁଟିଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସଟି) । କ୍ୟୁଏସ୍ ଆଇ-ଗଜ୍ ପକ୍ଷରୁ ଡାଇମଣ୍ଡ ୟୁନିଭର୍ସିଟି ରେଟିଂ ହାସଲ କରିଛି ସୋଆ । ଏହି ସଫଳତା ହାସଲ କରିବା ପରେ କ୍ୟୁଏସ୍ ଆଇ-ଗଜ୍…
Read More...

ମିଛ ଖବର ପ୍ରଚାରରେ ସୀମା ଟପୁଛି ରାଜ୍ୟ ବିଜେପି: ବିଜେଡି

ଭୁବନେଶ୍ୱର: ମିଛ ଖବର ପ୍ରଚାର କରିବାରେ ରାଜ୍ୟ ବିଜେପି ନେତାମାନେ ଏବେ ସବୁ ସୀମା ଟପିଗଲେଣି । ବିଜେପି ନେତା ଭୃଗୁ ବକ୍ସିପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଏହା କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ…
Read More...

ଟିକା ଆସିବା ଯାଏଁ କରୋନାକୁ ଦୂର କରିବ ସାମାଜିକ ଟିକା

ଭୁବନେଶ୍ୱର: ରାଜ୍ୟକୁ ଖୁବଶୀଘ୍ର ଆସିବ କରୋନା ଟିକା । ତେବେ ଟିକା ଆସିବା ଯାଏ ସମସ୍ତଙ୍କ ପାଖରେ ରହିଛି କରୋନାକୁ ଦୂର କରିବାର ଟିକା, ସାମାଜିକ ଟୀକା । ରାଜ୍ୟରେ କରୋନା ସ୍ଥିତି ବାବଦରେ ସୂଚନା ଦେଇ ଜାତୀୟ ସ୍ୱାସ୍ଥ୍ୟ ମିଶନ…
Read More...

ଆଜି ଭୁବନେଶ୍ୱରରୁ ୧୦୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ସହରରୁ ଆଉ ୧୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୫୯ କ୍ୱାରେଣ୍ଟାଇନ୍‌ରୁ ଓ ୪୬ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଆଜି ୧୨୩…
Read More...