ଆଜି କଟକରୁ ୫୬ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: ଆଜି କଟକ ସହରରୁ ପୁଣି ୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏମାନଙ୍କ ମଧ୍ୟରୁ ୫୪ ଜଣ କ୍ୱାରେଣ୍ଟାଇନରୁ ହୋଇଥିବା ବେଳେ ୨ ଜଣ ଲୋକାଲ କେସ ।…
Read More...

ଭାରତ ଆକାଶରେ ୫ ରାଫେଲ ବିମାନ

ନୂଆଦିଲ୍ଲୀ: ଆସୁଛି ମହାରକ୍ଷକ । ଭାରତୀୟ ବାୟୁସେନାର ବାହୁବଳୀ ଯୁଦ୍ଧ ବିମାନ ରାଫେଲ ବର୍ତ୍ତମାନ ଭାରତୀୟ ବାୟୁ ସୀମାରେ ପ୍ରବେଶ କରିସାରିଛି । ୫ ଟି ରାଫେଲ ବିମାନକୁ ଦୁଇଟି ସୁଖୋଇ-୩୦ ବିମାନ ଏସକର୍ଟ ଦେଉଛି । ଆଉ କିଛି ସମୟ…
Read More...

ସିଲ ହେଲା ରବୀନ୍ଦ୍ର ମେଡିକାଲ ହଲ୍‌

ଭୁବନେଶ୍ୱର: ସ୍ଥାନୀୟ ବାପୁଜୀ ନଗରସ୍ଥିତ ରବୀନ୍ଦ୍ର ମେଡିକାଲ ହଲ୍‌କୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଆଜି ସିଲ କରି ଦିଆଯାଇଛି । ଏଠାରୁ ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଏହି…
Read More...

ଅଗଷ୍ଟ ୧୬ ପର୍ଯ୍ୟନ୍ତ ବିହାରରେ ବଢ଼ିଲା ଲକଡାଉନ ଅବଧି

ପାଟଣା: ବିହାରରେ କରୋନା ଜୀବାଣୁ ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ନୀତୀଶ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ବିହାରରେ ଆସନ୍ତା ଅଗଷ୍ଟ ୧୬ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଏ…
Read More...

ପ୍ରଶାସନର ଉଦ୍ୟମ ନିନ୍ଦନୀୟ ଓ ଜନ ଭାବନାର ପରିପନ୍ଥୀ :ସମୀର ମହାନ୍ତି

ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ବିଶେଷ ଭାବରେ କୋଭିଡ୍ ଏବଂ ଅଣକୋଭିଡ୍‌ ରୋଗୀମାନଙ୍କ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବାକୁ ଯିବାବେଳେ ବିଧାୟକ ଜୟନାରାୟଣ ମିଶ୍ର ଓ ବିଧାୟକ…
Read More...

ମାଟ୍ରିକ ପରୀକ୍ଷା ଫଳ: ସର୍ବାଧିକ ପାସ ହାର ଖୋର୍ଦ୍ଧାରୁ ଓ ନୂଆପଡ଼ାରୁ ସର୍ବନିମ୍ନ

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ପରୀକ୍ଷାରେ ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୭.୨୮ ପ୍ରତିଶତ ପିଲା ପାସ କରିଛନ୍ତି । ସେହିଭଳି ନୂଆପଡ଼ା ଜିଲ୍ଲାରୁ ୬୦.୧୮ ପ୍ରତିଶତ ପିଲା…
Read More...

ସାମାଜିକ କର୍ମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା: ପୁଲିସ କମିସନର୍‌ଙ୍କୁ ରିପୋର୍ଟ ମାଗିଲେ ଜାତୀୟ ମାନବ ଅଧିକାର କମିସନ

ନୂଆଦିଲ୍ଲୀ: ସାମାଜିକ କର୍ମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତ ରିପୋର୍ଟ ଚାରି ସପ୍ତାହ ମଧ୍ୟରେ ଦାଖଲ କରିବାକୁ ଜାତୀୟ ମାନବ ଅଧିକାର କମିସନ ଭୁବନେଶ୍ୱର ପୁଲିସ…
Read More...

ଜାତିସଂଘ ପରାମର୍ଶଦାତା ଟିମ୍‌ରେ ସ୍ଥାନ ପାଇଲେ ଓଡ଼ିଆ ଝିଅ ଅର୍ଚ୍ଚନା

ସୁନ୍ଦରଗଡ: ସାରା ଦେଶ ପାଇଁ ଗର୍ବ ଆଣିଲେ ଅର୍ଚ୍ଚନା । ଓଡ଼ିଆ ଝିଅ ଅର୍ଚ୍ଚନା ସୋରେଙ୍ଗ ଜାତିସଂଘର ପରାମର୍ଶଦାତା ନିଯୁକ୍ତ । ଜଳବାୟୁ ପରିବର୍ତ୍ତନ ସଂପର୍କିତ ଯୁବ ପରାମର୍ଶଦାତା ଗୋଷ୍ଠୀକୁ ସେ ମନୋନୀତ ହୋଇଛନ୍ତି । ଅର୍ଚ୍ଚନା…
Read More...

୨୬ ବର୍ଷ ପରେ ନାଗାର୍ଜୁନ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଦୀର୍ଘ ୨୬ ବର୍ଷ ପରେ ଚଳିତ ବର୍ଷ ପଡ଼ୁଛି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ଆସନ୍ତା ନଭେମ୍ବର ୨୭ରେ  ଏହି ଦୁର୍ଲଭ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଏହି ବେଶରେ ମହାପ୍ରଭୁଙ୍କୁ ଆଖି ପୂରାଇ ଦେଖିବାକୁ ଶ୍ରଦ୍ଧାଳୁ ବେଶ…
Read More...