ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ୭୧% ଆକ୍ରାନ୍ତ: ସିଏମ୍‌ସି କମିଶନର

କଟକ: କଟକରେ ୭୧ ପ୍ରତିଶତ ରୋଗୀ କରୋନା ପଜିଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ନିଜେ ଆକ୍ରାନ୍ତ ହୋଇଛନ୍ତି । ଗତ ୧୯ ତାରିଖ ଠାରୁ ୨୪ ତାରିଖ ମଧ୍ୟରେ ୨୬୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । କଟକ ମହାନଗର ନିଗମ (ସିଏମସି)…
Read More...

ଆଜି ଭୁବନେଶ୍ୱରରୁ ୧୬୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୧୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦୪ ଆକ୍ରାନ୍ତ କ୍ୱାରେଣ୍ଟାଇନରୁ ହୋଇଥିବା ବେଳେ ୫୯ ଜଣ ଲୋକାଲ କେସ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି…
Read More...

ଆଜି କଟକରେ ୫୭ କରୋନା ପଜିଟିଭ ଚିହ୍ନଟ

କଟକ: ରାଜ୍ୟରେ ଉପରମୁହାଁ ରହିଛି କରୋନା । ପ୍ରତିଦିନ ହଜାରେ ଉପରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାରି ଭିତରେ ଆଜି କଟକ ମହାନଗର ନିଗମରୁ ଆଉ ୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଂଟାଇନ୍ ସେଂଟରରୁ ୧୧, ହୋମ୍…
Read More...

ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦେଇଥିବା ଧର୍ମଶାଳା ବିଡିଓଙ୍କୁ ଚାକିରୀରୁ ବହିଷ୍କାର କରନ୍ତୁ ମୁଖ୍ୟମନ୍ତ୍ରୀ: ବିଜେପି

ଭୁବନେଶ୍ୱର: ରାଜ୍ୟରେ ରାସନକାର୍ଡ ବଂଟନ ନେଇ ବ୍ୟାପକ ଦୁର୍ନୀତି ଚାଲିଛି । ରାଜ୍ୟସରକାର ଏବଂ ଜିଲ୍ଲା ପ୍ରଶାସନ ଜାଣିଶୁଣି ରାସନ କାର୍ଡ ତାଲିକାରୁ ଯୋଗ୍ୟ ହିତାଧିକାରୀଙ୍କୁ ବଂଚିତ କରୁଛନ୍ତି । ଯାଜପୁର ଜିଲ୍ଲା ଧର୍ମଶାଳା…
Read More...

ରାଜ୍ୟର ଚାଷୀଭାଇ ମାନେ ଗୋଟିଏ ବି ଟଙ୍କା ଫେରସ୍ତ କରନ୍ତୁ ନାହିଁ: ପ୍ରଦୀପ୍ତନାଏକ

ଭୁବନେଶ୍ୱର: କାଳିଆ ଯୋଜନାକୁ ରାଜ୍ୟ ସରକାର ତରବରିଆ ଭାବେ ଆରମ୍ଭ କରିଥିଲେ । ଶାସକ ବିଜେଡି ନିର୍ବାଚନ ଜିତିବା ଓ କ୍ଷମତା ଆପଣେଇବା ପାଇଁ କାଳିଆ ଯୋଜନା ଲାଗୁ କରିଥିଲା । ଦଳୀୟ କର୍ମୀମାନଙ୍କୁ ହିତାଧିକାରୀ ଚିହ୍ନଟ କରି ଏହି…
Read More...

ସସପେଣ୍ଡ ହେଲେ କଳାହାଣ୍ଡି ଉପଜିଲ୍ଲାପାଳ

ଭୁବନେଶ୍ୱର: କର୍ତ୍ତବ୍ୟରେ ଅବହେଳା କରି ସସପେଣ୍ଡ ହେଲେ କଳାହାଣ୍ଡି ଉପଜିଲ୍ଲାପାଳ । ରାଜ୍ୟ ସରକାର କଳାହାଣ୍ଡି ଉପଜିଲ୍ଲାପାଳ ଅନିଶା ଦାସଙ୍କୁ ସସପେଣ୍ଡ କରିଛନ୍ତି । ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି…
Read More...

କାରଗିଲ ଯୋଦ୍ଧାଙ୍କୁ ସମର୍ପିତ ‘ମନ୍ କି ବାତ୍’: ଶତ୍ରୁତା ଦୁଷ୍ଟଙ୍କ ସ୍ଵଭାଵ କହିଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାରଗିଲ ବିଜୟ ଦିବସରେ ଦେଶର ଯବାନଙ୍କ ସାହସିକତାକୁ ମନେ ପକାଇଛନ୍ତି । ପ୍ରଧାନମନ୍ତ୍ରୀ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଯଦିଓ ଭାରତ ସେତେବେଳେ ପାକିସ୍ତାନ ସହ…
Read More...

ଏନ୍‌କାଉଣ୍ଟରରେ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି: ଆନ୍ଧ୍ର-ଓଡ଼ିଶା ସୀମାରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି । ଏହି ଏନ୍‌କାଉଂଟରରେ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଛି । ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସୀମାନ୍ତ ଆନ୍ଧ୍ରର ଗୁଜେଡି ଜଙ୍ଗଲରେ…
Read More...

ଭିଜିଲାନ୍ସ ଡିଏସପିଙ୍କ ଘରୁ ଲୁଟ

ଭୁବନେଶ୍ୱର: ଭିଜିଲାନ୍ସ ଡିଏସପିଙ୍କ ଘରୁ ଲୁଟ । ବନ୍ଧୁକ ଦେଖେଇ ଲୁଟିନେଲେ ସୁନା ଚେନ, କାନ ଫୁଲ ଓ ଚୁଡ଼ି । ୟୁନିଟ-୩ ରେ ଥିବା ଡିଏସପିଙ୍କ ଘରୁ ହୋଇଛି ଲୁଟ । ଦୁଇଜଣ ଦୁର୍ବୁତ୍ତ ବାଇକରେ ଆସି ଏଭଳି କାଣ୍ଡ କରିଥିବା…
Read More...

ବିଜୟ ଦିବସ ଅବସରରେ ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଆଜି କାରଗିଲ ବିଜୟ ଦିବସ । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରଜନାଥ ସିଂ 'ନ୍ୟାସନାଲ ୱାର ମେମୋରିଆଲ' ଠାରେ ବୀର ସହିଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ତାଙ୍କ ସହ ଥିଲେ…
Read More...