Odisha ସଫଳ ହେଲା ପ୍ଲାଜମା ଥେରାପି; ରାଜ୍ୟର ପ୍ରଥମ କରୋନା ରୋଗୀ ସୁସ୍ଥ ହୋଇ ଫେରିଲେ ଘରକୁ OPA Jul 24, 2020 0 କଟକ: ସଫଳ ହେଲା ପ୍ଲାଜମା ଥେରାପି । କରୋନା ଆକ୍ରାନ୍ତ ହୋଇ ପ୍ଲାଜମା ଥେରାପି ନେଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ରାଜ୍ୟର ପ୍ରଥମ ମହିଳା । କଟକର ଅଶ୍ୱିନୀ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ୪୮ ବର୍ଷିୟ ମହିଳା… Read More...
National ଦିଲ୍ଲୀ ଏମ୍ସରେ ୫ ସ୍ୱେଚ୍ଛାସେବୀଙ୍କୁ ଦିଆଯିବ କୋଭାକ୍ସିନ ଟିକା OPA Jul 24, 2020 0 ନୂଆଦିଲ୍ଲୀ : ଭାରତରେ ପ୍ରସ୍ତୁତ କରୋନା ଟିକା କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ ହୋଇଯାଇଥିବାବେଳେ ଆଜି ଦିଲ୍ଲୀର ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ୫ ଜଣ ସ୍ୱେଚ୍ଛାସେବୀଙ୍କୁ ଏହି ଟିକା ଦିଆଯିବ ।… Read More...
Odisha ପୁଣି ଆଉ ଜଣେ ବିଧାୟକଙ୍କୁ କରୋନା OPA Jul 24, 2020 0 ବ୍ରହ୍ମପୁର: ପୁଣି ଜଣେ ଜନପ୍ରତିନିଧି କରୋନା ଆକ୍ରାନ୍ତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ପୋଲସରାର ବିଧାୟକଙ୍କୁ କରୋନା । ବିଧାୟକଙ୍କ ପତ୍ନୀ ମଧ୍ୟ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଛି।ଆମ ଗଞ୍ଜାମ ଜିଲ୍ଲା ପ୍ରତିନିଧି… Read More...
Odisha ୧୧ ପୋଲିସ କର୍ମଚାରୀ ପଜିଟିଭ ଚିହ୍ନଟ OPA Jul 24, 2020 0 ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଥାନାର ୧୧ ଜଣ ପୋଲିସ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ମିଳିଥିବା ସୂଚନା ଅନୁସାରେ, ବାଣପୁର, ବାଲୁଗାଁର ବିଭିନ୍ନ ଥାନା ଓ ଫାଣ୍ଡିର ୧୧ ପୋଲିସ କରୋନାରେ… Read More...
National ରାଜସ୍ଥାନର ବିଦ୍ରୋହୀ ବିଧାୟକଙ୍କୁ ଆଶ୍ଵସ୍ଥି, ବାଚସ୍ପତିଙ୍କ ଅଯୋଗ୍ୟ ଘୋଷଣା ନୋଟିସ୍କୁ ସ୍ଥଗିତ ରଖିଲେ କୋର୍ଟ OPA Jul 24, 2020 0 ଜୟପୁର: ସଚିନ୍ ପାଇଲଟ୍ ଏବଂ ଅନ୍ୟ ୧୮ ଜଣ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ଅଯୋଗ୍ୟତା ମାମଲାର ଶୁଣାଣି ସ୍ଥଗିତ ରଖି ସ୍ଥିତାବସ୍ଥା ବଜାୟ ରଖିବାକୁ ଶୁକ୍ରବାର ଦିନ ରାଜସ୍ଥାନ ହାଇକୋର୍ଟ ଆଦେଶ ଦେଇଛନ୍ତି।ଏଭଳି ଆଦେଶ… Read More...
Odisha ବିଧାନସଭାର ୫ କର୍ମଚାରୀ ପଜିଟିଭ୍ ଚିହ୍ନଟ OPA Jul 24, 2020 0 ଭୁବନେଶ୍ୱର: ବିଧାନସଭାର ୫ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଏହାସହ ବିଧାନସଭାକୁ ଆଉଥରେ ସାନିଟାଇଜ କରାଯିବ ବୋଲି ସେ କହିଛନ୍ତି । ସୂଚନା ଅନୁସାରେ… Read More...
Bignews ରାଜ୍ୟରେ ଆଉ ୬ ଜଣଙ୍କ ମୁଣ୍ଡ ନେଲା କରୋନା OPA Jul 24, 2020 0 ଭୁବନେଶ୍ୱର: ରାଜ୍ୟରେ ଶୁକ୍ରବାର ଦିନ ଆଉ ୬ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୧୨୦ରେ ପହଞ୍ଚିଛି ।ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ… Read More...
Bignews ଆଜି ରାଜ୍ୟରେ ସର୍ବାଧିକ ୧୫୯୪ଜଣ କରୋନା ପଜିଟିଭ୍ ଚିହ୍ନଟ OPA Jul 24, 2020 0 ଭୁବନେଶ୍ୱର: ଆଜି ରାଜ୍ୟରେ ସର୍ବାଧିକ ୧୫୯୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ଏହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଏମାନଙ୍କ ଭିତରୁ ସଂଗରୋଧ କେନ୍ଦ୍ରରୁ ୧୦୬୭ ଓ… Read More...
National ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୪୯,୩୧୦ ଜଣ ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ଟପିଲା ୩୦ ହଜାର OPA Jul 24, 2020 0 ନୂଆଦିଲ୍ଲୀ: ଭାରତରେ ସବୁ ରେକର୍ଡ ଭାଙ୍ଗି କରୋନା ମହାମାରୀ ଏବେ ଅସମ୍ଭାଳ ସ୍ଥିତିରେ ପହଞ୍ଚି ଯାଇଛି । ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୪୯,୩୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୪୦ ଜଣ ପ୍ରାଣ ହରାଇଛନ୍ତି। ଯାହା… Read More...
Entertainment ଆଜି ରିଲିଜ ହେଉଛି ସୁଶାନ୍ତଙ୍କ ଶେଷ ସିନେମା ‘ଦିଲ ବେଚାରା’ OPA Jul 24, 2020 0 ମୁମ୍ବାଇ: ଆଜି ମୁକ୍ତିଲାଭ କରିବାକୁ ଯାଉଛି ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଚଳଚ୍ଚିତ୍ର ଦିଲ ବେଚାରା । ସୁଶାନ୍ତଙ୍କ ପ୍ରଶଂସକ, ପରିବାର ଏବଂ ସୁଶାନ୍ତଙ୍କ କୋ'ଷ୍ଟାର ମାନଙ୍କ ପାଇଁ ଏହା ଏକ ଭାବପ୍ରବଣତାର… Read More...