ମୈତ୍ରୀ ବିହାରରେ ଥିବା ଟେକ୍ ମହିନ୍ଦ୍ରା ସିଲ୍

ଭୁବନେଶ୍ୱର: ମୈତ୍ରୀ ବିହାରରେ ଥିବା ଟେକ୍ ମହିନ୍ଦ୍ରାକୁ ସିଲ୍ କଲା ବିଏମସି । ବିଗତ ୩ ଦିନ ମଧ୍ୟରେ ଲଗାତାର ୭ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ଟେକ୍ ମହିନ୍ଦ୍ରାକୁ ସିଲ୍ କରିଛନ୍ତି ବିଏମସି କର୍ତ୍ତୃପକ୍ଷ । ଆଜି ଠାରୁ…
Read More...

ବଲିଉଡର ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ହରିଶ ଶାହଙ୍କ ପରଲୋକ

ମୁମ୍ବାଇ: ବଲିଉଡ ପାଇଁ ଅଶୁଭ ସବ୍ୟସ୍ତ ହୋଇଛ ୨୦୨୦ ବର୍ଷ । ଗଡି ଚାଲିଛି ଗୋଟିଏ ପରେ ଗୋଟିଏ ବଡ଼ ମୁଣ୍ଡ । ବୁଧବାର ଦିନ ବଲିଉଡ଼କୁ ଲାଗିଛି ଆଉ ଏକ ଝଟକା । ୭୬ ବର୍ଷରେ ପ୍ରାଣ ହରାଇଛନ୍ତି ଚଳଚ୍ଚିତ୍ର ନିର୍ମାତା ତଥା…
Read More...

କଟକରୁ ୨୯ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: କଟକ ଜିଲ୍ଲାରୁ ନୂଆ ୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କଟକ ମହାନଗର ନିଗମ ଅଞ୍ଚଳରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏହାବ୍ୟତୀତ ଟାଙ୍ଗୀରୁ ଜଣେ, କଟକ ସଦରରୁ ଜଣେ, ବାଙ୍କୀରୁ ୧୨ ଜଣ,…
Read More...

ସିଡିଏ ସେକ୍ଟର ୯ରୁ କଣ୍ଟେନ୍‌ମେଣ୍ଟ୍‌ ଉଠିଲା

କଟକ: କଟକ ସିଡିଏ ସେକ୍ଟର ୯ରୁ ଉଠିଲା କଣ୍ଟେନମେଣ୍ଟ କଟକଣା। ସଂପୃକ୍ତ ଅଞ୍ଚଳରୁ ଜଣେ କରୋନା ରୋଗୀ ଚିହ୍ନଟ ହେବା ପରେ କଟକ ମହାନଗର ନିଗମ ପକ୍ଷରୁ ଜୁନ୍ ୨୮ତାରିଖରୁ ଏହାକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା। ତେବେ ଆଜି…
Read More...

ବୀରମିତ୍ରପୁର ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ବେଆଇନ ଗର୍ଭପାତ ମାମଲା: ଡାକ୍ତର ଗିରଫ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରେ ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ଗିରଫ ହୋଇଛନ୍ତି ବିରମିତ୍ରପୁର ସରକାରୀ ଡାକ୍ତରଖାନାର ଡାକ୍ତର ଦେବାଶିଷ ଘୋଷ। ନାବାଳିକାଙ୍କ ଗର୍ଭପାତ କରାଇଥିବା ଅଭିଯୋଗରେ ତାଙ୍କୁ…
Read More...

ଯିଏ ନପିନ୍ଧିବ ମାସ୍କ, ସିଏ କରିବ କରୋନା ଡ୍ୟୁଟି

ଭୋପାଳ: ରାଜଧାନୀ ଭୋପାଳରେ କରୋନା କଟକଣାକୁ କଡ଼ାକଡ଼ି କରିଛି ପ୍ରଶାସନ । ଏଣିକି ବାହାରକୁ ବାହାରିଲେ ଯାହା ମୁହଁରେ ମାସ୍କ ନଥିବ ତାକୁ କଠୋର ଦଣ୍ଡ ଭୋଗିବାକୁ ପଡ଼ିବ । ଜରିମାନା ତ ଗଣିବ ତାସହ କରୋନା ଡ୍ୟୁଟି କରିବ । ଏଭଳି…
Read More...

ପୁଲିସ-ମାଓବାଦୀ ଗୁଳି ବିନିମୟ, ଜଣେ ମାଓବାଦୀ ନିହତ

ଫୁଲବାଣୀ: ପୁଣି ଥରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ସିର୍ଲା ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳି ବିନିମୟ ହେବା ଫଳରେ ଆଉଜଣେ ମାଓବାଦୀ ନିହତ  ହୋଇଥିବାର ଖବର ମିଳିଛି। ନିହତ ମାଓବାଦୀ…
Read More...

ଆଜି ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ମୃତକଙ୍କ ସଂଖ୍ୟା ହେଲା ୩୬

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଆଉ ୪ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।Regret to inform…
Read More...

ରାଜ୍ୟରେ ଆଉ ୫୭୧ କରୋନା ପଜିଟିଭ୍ ଚିହ୍ନଟ; ୧୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଜି ୫୭୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୯୭କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା…
Read More...

ଆଜି ଜନ୍ମ ମାଟିରେ ସମ୍ପନ୍ନ ହେବ ବିଷ୍ଣୁ ଦାସଙ୍କ ଶେଷକୃତ୍ୟ

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ସ୍ୱର୍ଗତ ବିଷ୍ଣୁ ଦାସଙ୍କର ଆଜି ସନ୍ଧ୍ୟାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ । ବିଜେଡି କାର୍ଯ୍ୟାଳୟ ଓ ବିଧାନସଭାରେ ଶେଷ ଦର୍ଶନ ପରେ ବିଷ୍ଣୁଙ୍କ ମର ଶରୀରକୁ ତାଙ୍କ…
Read More...