Odisha ଗଜପତିରେ ଲାଗୁ ହେଲା ୨୧ ଦିନିଆ କ୍ୱାରେଣ୍ଟାଇନ୍ OPA Jun 29, 2020 0 ଗଜପତି : ଗଜପତି ଜିଲ୍ଲାରେ ଟିଏମସି କ୍ୱାରେଣ୍ଟାଇନ ଅବଧିକୁ ୨୧ ଦିନକୁ ବୃଦ୍ଧି କରାଯାଇଛି । ପୂର୍ବରୁ ୧୪ ଦିନ କ୍ୱାରେଣ୍ଟାଇନରେ ରଖାଯାଉଥିଲା । କିନ୍ତୁ ୧୪ ଦିନ ପରେ ବି ପଜିଟିଭ କେସ୍ ବାହାରୁଥିବାରୁ ନିଷ୍ପତ୍ତି ବଦଳିଲା ।… Read More...
Odisha ସଟଡାଉନ ଅଞ୍ଚଳରେ ବନ୍ଦ ରହିବ କୋର୍ଟ OPA Jun 29, 2020 0 ଭୁବନେଶ୍ୱର: ସଟଡାଉନ କଟକଣା ଜାରି ହୋଇଥିବା ଅଞ୍ଚଳରେ ବନ୍ଦ ରହିବ କୋର୍ଟ। ହାଇକୋର୍ଟ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲା ଜଜ୍ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କରୋନା ସଂକ୍ରମଣ ଯୋଗୁଁ ସଟଡାଉନ ଘୋଷଣା କରାଯାଇଥିବା ଅଞ୍ଚଳର… Read More...
Bignews ପୁଣି ୨୪୫ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯କୁ ବୃଦ୍ଧି OPA Jun 29, 2020 0 ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୨୪୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା… Read More...
National ଜୁଲାଇ ୧୫ ଯାଏଁ ବଢ଼ିଲା ମଣିପୁରରେ ଲକଡାଉନ୍ OPA Jun 29, 2020 0 ଇମ୍ଫାଲ୍ : ମଣିପୁରର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହ ରବିବାର କହିଛନ୍ତି ଯେ ତାଙ୍କ ସରକାର ଜାରି ଲକଡାଉନକୁ ଆହୁରି ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ଜୁଲାଇ ୧ରୁ ୧୫ଯାଏଁ ବଢ଼ାଯାଇଛି। ରାଜ୍ୟରେ ଏବେ ଯାଏଁ କରୋନା… Read More...
Odisha ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଝିଅଙ୍କ ନାଁରେ ମାମଲା ରୁଜୁ OPA Jun 29, 2020 0 ଝାରସୁଗୁଡ଼ା: କୋଭିଡ୍ କଟକଣା ଉଲ୍ଲଂଘନ ଅଭିଯୋଗରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କ ନାମରେ ରବିବାର ଝାରସୁଗୁଡ଼ା ଥାନା ପୋଲିସ ଏକ ମାମଲା ରୁଜୁ କରିଛି। ଗତ କିଛିଦିନ ଧରି ଏହି ପ୍ରସଙ୍ଗକୁ ନେଇ… Read More...
Odisha କଟକ କ୍ୟାନସର ହସ୍ପିଟାଲରେ ୨ ଜଣ କରୋନା ଯୋଦ୍ଧାଙ୍କୁ କରୋନା OPA Jun 28, 2020 0 କଟକ: ସ୍ଥାନୀୟ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ୨ ଜଣ କରୋନା ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଛନ୍ତି। ହସ୍ପିଟାଲର ଜଣେ ପୁରୁଷ ଓ ଜଣେ ମହିଳା ନର୍ସ କରୋନା ଭାଇରସରେ ଆକ୍ରାନ୍ତ ଅଛନ୍ତି। ହସ୍ପିଟାଲର ନିର୍ଦ୍ଦେଶକ… Read More...
Odisha କଟକ ସିଡିଏ- ସେକ୍ଟର-୯କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା OPA Jun 28, 2020 0 କଟକ: ସ୍ଥାନୀୟ ସିଡିଏ-ସେକ୍ଟର-୯ ଅଂଚଳରୁ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବା ପରେ ସଂପୃକ୍ତ ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। କଟକ ମହାନଗର ନିଗମ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। l… Read More...
Odisha ବ୍ରହ୍ମପୁରର ୬ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା OPA Jun 28, 2020 0 ବ୍ରହ୍ମପୁର: ବ୍ରହ୍ମପୁର ସହରର ୬ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ବ୍ରହ୍ମପୁର ମହାନଗର ନିଗମ। ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଏହି ୬ ଅଞ୍ଚଳରେ କଣ୍ଟେନମେଣ୍ଟ ବଳବତ୍ତର ରହିବ। ଏନେଇ ମହାନଗର ନିଗମ ପକ୍ଷରୁ ଘୋଷଣା… Read More...
Odisha ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ଲାଗୁଛି ହୋଇପାରେ ଗୋଷ୍ଠୀ ସଂକ୍ରମଣ: ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ… OPA Jun 28, 2020 0 ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର । ଦେଶ ଓ ରାଜ୍ୟରେ ଏବେ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଏବେ ଯେଭଳି ଭାବରେ ଆକ୍ରାନ୍ତ… Read More...
Bignews ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୭ କରୋନା ଆକ୍ରାନ୍ତ OPA Jun 28, 2020 0 ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ରାଜ୍ୟର ଆଉ ୧୩୭ ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।ସୁସ୍ଥ… Read More...