National ବିହାର ପରେ ଜୟପୁରରେ ବାବା ରାମଦେବଙ୍କ ନାମରେ ଏତଲା ରୁଜୁ OPA Jun 27, 2020 0 ନୂଆଦିଲ୍ଲୀ: କିଛି ଦିନ ତଳେ କରୋନା ରୋଗୀଙ୍କୁ ‘କରୋନିଲ’ ଔଷଧ ସୁସ୍ଥ କରିଦେଉଥିବା ଦାବି କରି ଚର୍ଚ୍ଚାକୁ ଆସିଥିଲେ ଯୋଗଗୁରୁ ବାବା ରାମଦେବ | କିନ୍ତୁ ଏବେ ସେ ପ୍ରସ୍ତୁତ କରିଥିବା ଔଷଧ ପାଇଁ ତାଙ୍କ ନାମରେ ଏତଲା ରୁଜୁ… Read More...
Odisha କରୋନା ମୁକାବିଲା ଲାଗି କଟକ ବସ୍ତି ଅଂଚଳରେ ମହିଳା ଆରୋଗ୍ୟ ସମିତି ଗଠନ କରିଛି OPA Jun 27, 2020 0 କଟକ: କରୋନା ମୁକାବିଲା ଲାଗି କଟକ ବସ୍ତି ଅଂଚଳରେ ମହିଳା ଆରୋଗ୍ୟ ସମିତି ଗଠନ କରିଛି କଟକ ମହାନଗର ନିଗମ। କଟକ ମହାନଗର ନିଗମରେ କୋଭିଡ-୧୯ ଅବଜରଭର୍ ତଥା ରାଜ୍ୟ ସରକାରଙ୍କ ପ୍ରମୁଖ କୃଷି ସଚିବ ସୌରଭ ଗର୍ଗ ଏହା କହିଛନ୍ତି।… Read More...
National ଦିଲ୍ଲୀରେ ପହଞ୍ଚିଲେ ପଙ୍ଗପାଳ OPA Jun 27, 2020 0 ନୂଆଦିଲ୍ଲୀ: ଗୁରୁଗ୍ରାମ-ଦ୍ୱାରକା ଏକ୍ସପ୍ରେସୱେ ଅଞ୍ଚଳର ବିମାନବନ୍ଦର ନିକଟରେ ପଙ୍ଗପାଳମାନେ ଦେଖାଯିବା ପରେ ବିମାନ ଅବତରଣ ଏବଂ ବିମାନ ଉଡ଼ାଣ ସମୟରେ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପାଇଲଟମାନଙ୍କୁ ଦିଲ୍ଲୀ ଏୟାର… Read More...
Odisha ଡବଲ ମର୍ଡର : ଗୁଣି ଗାରେଡ଼ି ସନ୍ଦେହରେ ସ୍ୱାମୀ-ସ୍ତ୍ରୀଙ୍କୁ ହତ୍ୟା, ୨ ଅଟକ OPA Jun 27, 2020 0 ମାଲକାନଗିରି: ମାଲକାନଗିରିରେ ଡବଲ ମର୍ଡର। ଗୁଣି ଗାରେଡ଼ି ସନ୍ଦେହରେ ସ୍ୱାମୀ-ସ୍ତ୍ରୀଙ୍କୁ କରାଯାଇଛି ହତ୍ୟା । ମାଲକାନଗିରି ଥାନା ଅନ୍ତର୍ଗତ ପେଣ୍ଡାଲଗୁଡ଼ା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ଏଠାରେ ସ୍ୱାମୀ… Read More...
Bignews ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୪ କରୋନା ଆକ୍ରାନ୍ତ OPA Jun 27, 2020 0 ଭୁବନେଶ୍ୱର: ରାଜ୍ୟର ୧୭ଟି ଜିଲ୍ଲାରୁ ଆଜି ୧୮୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଗଂଜାମ ଜିଲ୍ଲାରୁ ଆଜି… Read More...
National କରୋନା ଭାଇରସ୍ ରୋଗୀଙ୍କ ଚିକିତ୍ସା ପାଇଁ ଆସିଲା ଷ୍ଟେରଏଡ୍ ଡ୍ରଗ୍ ଡେକ୍ସାମେଥାସୋନ୍ ; ମିଳିଲା କେନ୍ଦ୍ରର ଅନୁମତି OPA Jun 27, 2020 0 ନୂଆଦିଲ୍ଲୀ: ମଧ୍ୟମ ତଥା ଗୁରୁତର ଲକ୍ଷଣ ବିଶିଷ୍ଟ କରୋନାଭାଇରସ୍ ରୋଗୀଙ୍କ ଚିକିତ୍ସା ପାଇଁ ମିଥାଇଲପ୍ରେଡନିସୋଲୋନର ବିକଳ୍ପ ଭାବରେ ଷ୍ଟେରଏଡ୍ ଡ୍ରଗ୍ ଡେକ୍ସାମେଥାସୋନ୍ ବ୍ୟବହାର କରିବାକୁ କେନ୍ଦ୍ର ସରକାର ଶନିବାର ଅନୁମତି… Read More...
Odisha ନିଜେ ନିଜସ୍ୱ ଉଦ୍ୟମରେ ତିଆରି କଲେ ଦୁଇ ପଂଚାୟତ ଲୋକଙ୍କ ପାଇଁ ରାସ୍ତା OPA Jun 27, 2020 0 ବରଗଡ଼: ଦେଶ ରେ ଏବେ କରୋନା ର କାୟା ବିସ୍ତାର ହୋଇଥିବା ବେଳେ ଆର୍ଥିକ ସ୍ଥିତି କୁ ନେଇ ସରକାରୀ ସାହାର୍ଯ୍ୟ ର ଅପେକ୍ଷା କରିବା ଅପେକ୍ଷା ନିଜେ ନିଜସ୍ୱ ଉଦ୍ୟମରେ ତିଆରି କରିଛନ୍ତି ଗାଁ ଲୋକଙ୍କ ଯାତାୟତ ପାଇଁ ରାସ୍ତା ।… Read More...
Odisha କରୋନାରେ ଜଣଙ୍କର ମୃତ୍ୟୁ ହୋଇଛି, ଟ୍ୱିଟ ଜରିଆରେ ସୂଚନା ଦେଲେ ଗଞ୍ଜାମ ଜିଲ୍ଲା ପ୍ରଶାସନ OPA Jun 27, 2020 0 ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ଅନ୍ତର୍ଗତ ଜାହାଡ଼ା ପଞ୍ଚାୟତରେ ଜଣଙ୍କର କରୋନା ଭାଇରସ କାରଣରୁ ମୃତ୍ୟୁ ହୋଇଛି । ଏବାବଦରେ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟର ମାଧ୍ୟମରେ ସ୍ପଷ୍ଟ କରିଛନ୍ତି । କହିରଖିବା ଉଚିତ ହେବଯେ,… Read More...
Odisha ଭୁବନେଶ୍ୱରରୁ କରୋନା ଆକ୍ରାନ୍ତ ୯, ସୁସ୍ଥ ହେଲେ ୧୦ OPA Jun 27, 2020 0 ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ପୁଣି ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ଜଣେ ଘରୋଇ ସଙ୍ଗରୋଧରେ ଥିବା ସମୟରେ ଅନ୍ୟ ୮ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ… Read More...
Odisha ଆଇଆରବି ଯବାନଙ୍କ ମୃତ୍ୟୁ OPA Jun 27, 2020 0 ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ନାନ୍ଦୋଳ- କେନ୍ଦୁପାଟି ରାସ୍ତା ମଧ୍ୟରେ ଥିବା ଏକ ପୋଲରେ ତଳେ ପଡି ଜଣେ ଆଇଆରବି ଯବାନଙ୍କ ମୃତ୍ୟୁ ହେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି ।ପ୍ରକାଶ ଯେ,… Read More...