ପୁଣି ସୁସ୍ଥ ହେଲେ ୭୬ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: କରୋନା ଭାଇରସ୍ ନେଇ ରାଜ୍ୟବାସୀଙ୍କ ପାଇଁ ଆଜି ପୁଣି ଏକ ବଡ଼ ଖୁସି ଖବର ଆସିଛି । ରାଜ୍ୟର ୧୫ଟି ଜିଲ୍ଲାରୁ ୭୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…
Read More...

ଆସନ୍ତାକାଲିଠୁ ଝାରସୁଗୁଡ଼ାରୁ ଉଡ଼ିବ ବିମାନ

ଝାରସୁଗୁଡା : ଆସନ୍ତାକାଲିଠାରୁ ଝାରସୁଗୁଡାକୁ ଉଡାଣ ଭରିବ ଏଲାଏନ୍ସ ଏୟାର ବିମାନ । କୋଲକାତାରୁ ବିମାନ ବାହାରି ସକାଳ ୭ଟା ୩୫ରେ ଝାରସୁଗୁଡାରେ ପହଞ୍ଚିବ । ଝାରସୁଗୁଡାରୁ ୮ଟା ୧୦ରେ ବାହାରି ୯ଟା ୧୫ରେ ବିମାନ ଭୁବନେଶ୍ୱରରେ…
Read More...

ମନ୍ କି ବାତ୍ କାର୍ଯ୍ୟକ୍ରମ: ମହାମାରୀ ସମୟରେ ନିଜ ସଂଚିତ ଅର୍ଥରୁ ଲୋକମାନଙ୍କୁ ସାହାଯ୍ୟ କରୁଥିବା ଲୋକଙ୍କୁ ପ୍ରଶଂସା…

ନୂଆଦିଲ୍ଲୀ: ଆମ ଶ୍ରମଜୀବୀ ଭୋଗୁଥିବା ଦୁର୍ଦ୍ଦଶା ହେଉଛି ପୂର୍ବାଂଚଳର ପ୍ରତିନିଧି। ପୂର୍ବାଂଚଳ ଦେଶ ଅଭିବୃଦ୍ଧିର ଇଞ୍ଜିନ ହେବାର ସାମର୍ଥ୍ୟ ବହନ କରୁଛି। ବିକାଶର ଚରମ ସୀମାରେ ପହଂଚାଇବା ପାଇଁ ପୂର୍ବାଂଚଳର ଶ୍ରମଜୀବୀଙ୍କର…
Read More...

ଚନ୍ଦକାରେ ହେବ ବିଶ୍ୱସ୍ତରୀୟ ବନ୍ୟଜନ୍ତୁ ହସ୍ପିଟାଲ

ଭୁବନେଶ୍ୱର:ରାଜ୍ୟରେ ବିଶ୍ୱସ୍ତରୀୟ ବନ୍ୟଜନ୍ତୁ ଚିକିତ୍ସାଳୟ(ହସ୍ପିଟାଲ) ସ୍ଥାପନ ହେବ। ଭୁବନେଶ୍ୱର ନିକଟସ୍ଥ ଚନ୍ଦକା ଜଙ୍ଗଲରେ ଏହି ବିଶ୍ୱସ୍ତରୀୟ ହସ୍ପିଟାଲ ଏବଂ ସେଣ୍ଟର ଅଫ ଏକ୍ସିଲେନ୍ସ ସ୍ଥାପନ କରାଯିବ। ଶନିବାର ଲୋକସେବା…
Read More...

କରୋନା ଯୋଦ୍ଧାଙ୍କୁ କରୋନା

ଭୁବନେଶ୍ୱର : କରୋନା ଯୋଦ୍ଧାଙ୍କୁ କରୋନା । ରାଜ୍ୟରେ ଆଜି ନୂଆ ୧୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ସର୍ବାଧିକ ୧୭ ଜଣ ସଂକ୍ରମିତ କେନ୍ଦ୍ରାପଡା ଜିଲ୍ଲାରୁ ହିଁ ଠାବ ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରେ…
Read More...

ଆସନ୍ତା ୨ ଦିନ ମଧ୍ୟରେ କେରଳ ଛୁଇଁବ ମୌସୁମୀ !

ଭୁବନେଶ୍ୱର: ଆସନ୍ତା ୨ ଦିନ ମଧ୍ୟରେ କେରଳ ଛୁଇଁବ ମୌସୁମୀ। କିନ୍ତୁ ଓଡ଼ିଶାକୁ କେବେ ପ୍ରବେଶ କରିବ, ସେ ନେଇ ଅନିଶ୍ଚିତତା ଦେଖାଦେଇଛି। ସାଧାରଣତଃ କେରଳକୁ ମୌସୁମୀ ପ୍ରବେଶ କରିବାର ୧୦/୧୧ ଦିନ ମଧ୍ୟରେ ଓଡ଼ିଶାକୁ ଆଗମନ ହୁଏ।…
Read More...

ବଢ଼ିଲା ଓଜେଇଇ ପଞ୍ଜୀକରଣ ଅବଧି

ଭୁବନେଶ୍ୱର : କରୋନା ମୁକାବିଲା ନେଇ ଲକ୍‌ଡାଉନ୍ ଚାଲିଥିବାରୁ ବି.ଟେକ୍ ନାମଲେଖା ପାଇଁ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ନିମନ୍ତେ ସ୍ବତନ୍ତ୍ର ଓଜେଇଇ ପଞ୍ଜୀକରଣ ଅବଧିକୁ ୧୫ଦିନ ବୃଦ୍ଧି କରାଯାଇଛି । ସେହିଭଳି ଅନ୍ୟ…
Read More...

ପୁଣି ଇତିହାସ ରଚିଲା ଆମେରିକା

ୱାଶିଂଟନ୍ : ୯ ବର୍ଷ ପରେ ପୁଣି ଇତିହାସ ରଚିଲା ଆମେରିକା। ମହାକାଶ ଗଲା ନାସା-ସ୍ପେସ୍‌ଏକ୍ସର ମହାକାଶ ଯାନ। ପ୍ରଥମଥର ପାଇଁ ସ୍ପେସ୍‌ଏକ୍ସର, ଫାଲକନ୍‌-୯ ରକେଟ୍‌ରେ ଗଲେ ୨ ମହାକାଶଚାରୀ। ଫ୍ଲୋରିଡା କେନେଡି ସ୍ପେସ୍ ସେଣ୍ଟରରୁ…
Read More...

ଆସନ୍ତାକାଲିଠୁ ଅନଲାଇନରେ ଆରମ୍ଭ ହେବ +୨ ଖାତାଦେଖା

ଭୁବନେଶ୍ୱର : କରୋନା ଭାଇରସ ସତର୍କତା ନେଇ ଦେଶ ଓ ରାଜ୍ୟ ଲକ ଡାଉନ ରହିଛି। କିନ୍ତୁ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟରେ ଲକ ଡାଉନ ଫିଟିବ। ଏହାସହ ବନ୍ଦ ଥିବା +୨ ଖାତା ଦେଖା ଆରମ୍ଭ ହେବ। ଆସନ୍ତା କାଲିଠୁ ଅନଲାଇନରେ ଆରମ୍ଭ ହେବ…
Read More...

ଜୁନ୍ ୧୭ରେ ରାଜ୍ୟରେ ଖୋଲିବନି ସ୍କୁଲ

ଭୁବନେଶ୍ୱର : ଜୁନ୍ ୧୭ରେ ଖୋଲିବ ନାହିଁ ସ୍କୁଲ । ସ୍ଥିତିର ଅନୁଧ୍ୟାନ ପରେ ସ୍କୁଲ ଖୋଲିବା ନେଇ ନିଷ୍ପତି ନେବେ ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ତାଲାବନ୍ଦ କଟକଣା ଯୋଗୁଁ ରାଜ୍ୟର…
Read More...