ଚେନ୍ ଟାଣି ଟ୍ରେନ୍‌ରୁ ଓହ୍ଲାଇ ପଡ଼ିଲେ ୧୫୦୦ ପ୍ରବାସୀ ଓଡ଼ିଆ

ଛତ୍ରପୁର: ଗଂଜାମ ଜିଲ୍ଲାରେ ପ୍ରବାସୀ ଶ୍ରମିକମାନେ ଆଜି ପୁଣି ଥରେ ଚେନ ପୁଲିଂ କରିଛନ୍ତି । ଗୁଜୁରାଟର ସୁରତରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଶ୍ରମିକ ସ୍ୱତନ୍ତ୍ର ଟ୍ରେନର ଚେନ ପୁଲିଂ କରି ପ୍ରାୟ ୧୫୦୦ ପ୍ରବାସୀ ଓହ୍ଲାଇ…
Read More...

ପଶ୍ଚିମବଙ୍ଗରେ ଜୁନ ୧ରୁ ଖୋଲିବ ଧାର୍ମିକସ୍ଥଳ

କୋଲକାତା: ମେ ୩୧ତାରିଖରେ ଲକଡାଉନ ୪.୦ର ଅବଧି ଶେଷ ହେବାକୁ ଯାଉଥିବା ବେଳେ ଆଜି ପଶ୍ଚିମବଙ୍ଗ ସରକାର ଏକ ବଡ଼ ଘୋଷଣା କରିଛନ୍ତି | ପଶ୍ଚିମବଙ୍ଗରେ ସମସ୍ତ ଧାର୍ମିକସ୍ଥଳୀ ଜୁନ୍ ୧ତାରିଖରୁ ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ ମମତା…
Read More...

ପୁଣି ସୁସ୍ଥ ହେଲେ ୯୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: କରୋନା ଭାଇରସ୍ ନେଇ ରାଜ୍ୟବାସୀଙ୍କ ପାଇଁ ଆଜି ପୁଣି ଏକ ବଡ଼ ଖୁସି ଖବର ଆସିଛି । ରାଜ୍ୟର ୯ଟି ଜିଲ୍ଲାରୁ ୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ…
Read More...

ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପରଲୋକ

ରାୟପୁର: ଛତିଶଗଡର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପରଲୋକ ହୋଇଛି । ୭୪ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । କାର୍ଡିଆକ ରୋଗରେ ପୀଡିତ ହୋଇ ସେ ରାୟପୁରର ନାରାୟଣା ହସ୍ପିଟାଲରେ ସେ ଚିକିତ୍ସାଧୀନ ଥିଲେ ।…
Read More...

ବାଲେଶ୍ୱରରେ ୨ ନର୍ସଙ୍କୁ କରୋନା

ବାଲେଶ୍ୱର: ଏବେ ରାଜ୍ୟରେ ମାଡି ଚାଲିଛି କରୋନା । ପିଲାଠୁ ବୁଢା ଯାଏଁ କାହାକୁ ଛାଡୁନି ଏହି ମହାମାରୀ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦ ଲକ୍ଷ ଟପିଥିବା ବେଳେ ରାଜ୍ୟରେ ବର୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭ ଶହ…
Read More...

ପ୍ରବାସୀଙ୍କ ଜୀବିକା ପାଇଁ ୧୭ ହଜାର କୋଟି

ଭୁବନେଶ୍ୱର: ନବୀନ ସରକାରଙ୍କ ପଂଚମ ପାଳିର ପ୍ରଥମ ବର୍ଷ ପୂର୍ତିରେ ଆଜି ରାଜ୍ୟ କ୍ୟାବିନେଟ ବୈଠକ ବସିଥିଲା । ୨୨ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ । ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ…
Read More...

କ୍ୟାବିନେଟ ବୈଠକ: ୨୨ଟି ପ୍ରସ୍ତାବ ଉପରେ ଲାଗିଲା ମୋହର

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୨୨ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି। ଏହି ନିଷ୍ପତି ସଂପର୍କରେ ମୁଖ୍ୟ ଶାସନ…
Read More...

ଭାରତୀୟ ରେଳବାଇ ବୃଦ୍ଧିକଲା ସ୍ପେସାଲ୍‌ ଟ୍ରେନ୍‌ ପାଇଁ ଅଗ୍ରୀମ ରିଜର୍ଭେସନ୍ ସମୟସୀମା

ନୂଆଦିଲ୍ଲୀ: ସ୍ପେସାଲ୍‌ ଟ୍ରେନ୍‌ର ଅଗ୍ରୀମ ରିଜର୍ଭେସନ୍ ସମୟସୀମା ୩୦ ଦିନରୁ ୧୨୦ ଦିନକୁ ବୃଦ୍ଧି କରିବାକୁ ରେଳ ମନ୍ତ୍ରାଳୟ ଘୋଷଣା କରିଛି। ଏହି ୨୩୦ଟି ସ୍ପେସାଲ୍ ଟ୍ରେନ୍‌ରେ ପାର୍ସଲ୍ ଓ ଲଗେଜ୍ ବୁକିଙ୍ଗ୍ ପାଇଁ ଅନୁମତି…
Read More...

ଓଡ଼ିଶାମୁହାଁ ହେଲେଣି ପଙ୍ଗପାଳ

ଭୁବନେଶ୍ୱର: ଆସନ୍ତା ସପ୍ତାହରେ ବିହାର ଓ ଓଡିଶାକୁ ଆସିପାରେ ପଙ୍ଗପାଳ । ଫୁଡ ଆଣ୍ଡ ଏଗ୍ରିକଲଚର ଓର୍ଗାନାଇଜେସନ ଏନେଇ ସତର୍କ କରାଇ ଦେଇଛି । ସାମୁଦ୍ରିକ ଝଡ ଅମ୍ଫାନ ପରେ ପଶ୍ଚିମ ବାୟୁ ପ୍ରବାହ ଯୋଗୁଁ ଏହା ଆଗକୁ ଓଡିଶା,…
Read More...

ଆଜି ଚିହ୍ନଟ ହୋଇଥିବା ୬୩ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟସରକାର

ଭୁବନେଶ୍ୱର: ଆଜି ରାଜ୍ୟରେ ନୂଆ ୬୩ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୧୭୨୩ରେ ପହଞ୍ଚିଛି | ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…
Read More...