National ଜୁନ୍ ୧ ରୁ ଗଡିବ ୨୦୦ଟି ନନ୍ ଏସି ଟ୍ରେନ୍ OPA May 21, 2020 0 ନୂଆଦିଲ୍ଲୀ : ଜୁନ ୧ ତାରିଖରୁ ଗଡ଼ିବ ୨୦୦ଟି ନନ୍ ଏସି ଟ୍ରେନ୍ । ଆଉ ସେଥିପାଇଁ ଆଜିିଠାରୁ ଅନଲାଇନରେ ଟିକେଟ ବୁକିଂ ଆରମ୍ଭ ହେବ । ଆଇଆରସିଟିସି ୱେବସାଇଟ୍ ଓ ମୋବାଇଲ୍ ଆପ୍ରେ ଟିକେଟ୍ ବୁକିଂ କରିପାରିବେ ଯାତ୍ରୀ । ଏବେ କେବଳ… Read More...
National ପଶ୍ଚିମବଙ୍ଗରେ ତାଣ୍ଡବ ରଚିଲା ବାତ୍ୟା ଅମ୍ଫାନ; ଜାଣନ୍ତୁ କେଉଁଠି କ’ଣ କ୍ଷତି ହୋଇଛି… OPA May 21, 2020 0 କୋଲକାତା: ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଓ ବାଲାଂଦେଶ ସୀମାନ୍ତ ସୁନ୍ଦରବନରେ ମାଡ଼ ହୋଇଛି ଅମ୍ଫାନ । ଓଡ଼ିଶା ଉପକୂଳବର୍ତି ଜିଲ୍ଲା ଗୁଡିକରେ ବିତ୍ପାତ ସୃଷ୍ଟି କଲା ପରେ ସଂଧ୍ୟାରେ ଲ୍ୟାଣ୍ଡଫଲ ହୋଇଥିଲା । ପଶ୍ଚିମବଙ୍ଗ ଉପକୂଳ… Read More...
Odisha ପୁଣି ଓଲଟିଲା ପ୍ରବାସୀଙ୍କ ଶ୍ରମିକଙ୍କ ବସ୍, ୪୦ରୁ ଅଧିକ ଆହତ OPA May 21, 2020 0 ଜଳେଶ୍ୱର : ପୁଣି ଓଲଟିଲା ପ୍ରବାସୀ ଶ୍ରମିକଙ୍କ ବସ । ଜଳେଶ୍ୱର ୬୦ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୪୦ରୁ ଅଧିକା ଯାତ୍ରୀ ଆହତ ହୋଇଛନ୍ତି ।ତେବେ… Read More...
Bignews ଆଉ ଏକ ଜୀବନ ନେଲା କରୋନା; ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି OPA May 21, 2020 0 ଭୁବନେଶ୍ୱର : ରାଜ୍ୟରେ ଆଜି ସକାଳୁ ସବୁଠୁ ବଡ଼ ଖବର ଆସି ପହଂଚିଛି । ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ହେଲେ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି । ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି… Read More...
Bignews ପୁଣି ୫୧ କରୋନା ଆକ୍ରାନ୍ତ ଚିହ୍ନଟ OPA May 21, 2020 0 ଭୁବନେଶ୍ୱର : ରାଜ୍ୟରେ ଆଉ ୫୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି… Read More...
Odisha ଓଡିଶା ପ୍ରତି ଟଳିଲା ବିପଦ OPA May 20, 2020 0 ଭୁବନେଶ୍ୱର: ଓଡିଶା ପ୍ରତି ଟଳିଲା ବିପଦ । ଶେଷ ହେଲା ବାତ୍ୟା ଅମ୍ଫାନର ଲ୍ୟାଣ୍ଡଫଲ ପ୍ରକ୍ରିୟା । ସମୁଦ୍ର ଭିତରୁ ସୁ ସୁ ଗର୍ଜନ କରି ଆସୁଥିବା ମହାବାତ୍ୟା ସୁନ୍ଦରବନରେ ମାଡ ହୋଇଛି । ତେବେ ସ୍ଥଳଭାଗ ଅତିକ୍ରମ କଲା ବାତ୍ୟା… Read More...
National ମେ ୨୫ରୁ ଉଡିବ ବିମାନ OPA May 20, 2020 0 ନୂଆଦିଲ୍ଲୀ : ମେ ୨୫ରୁ ପୁଣି ଆରମ୍ଭ ହେବ ଯାତ୍ରୀବାହୀ ବିମାନ ସେବା । ସୋମବାରରୁ ଘରୋଇ ବେସାମରିକ ବିମାନ ଚଳାଚଳ ସେବା ଆରମ୍ଭ ହେବ । ଏହି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ । ସେ… Read More...
Bignews କଳାହାଣ୍ଡି ଜିଲ୍ଲାରେ ପୁଣି ୧୧ କରୋନା ପଜିଟିଭ୍ ଚିହ୍ନଟ OPA May 20, 2020 0 ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କର ମଧ୍ୟରୁ ୧୦ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି। ଅନ୍ୟ ଜଣେ ସଂଗରୋଧ କେନ୍ଦ୍ରରେ ସେବା ଯୋଗାଉଥିଲେ। କଳାହାଣ୍ଡି… Read More...
National ଲକଡାଉନ କଟକଣା ମୁକ୍ତ ହେଲା ସିବିଏସଇ ପରୀକ୍ଷା OPA May 20, 2020 0 ନୂଆଦିଲ୍ଲୀ : ସିବିଏସଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର । ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପରୀକ୍ଷା ପାଇଁ ଅନୁମତି ଦେଲା କେନ୍ଦ୍ର ଗୃହମନ୍ତ୍ରଣାଳୟ । କେନ୍ଦ୍ର ସରକାର ସିବିଏସଇ ୧୦ମ ଓ ୧୨ଶ ବୋର୍ଡ ପରୀକ୍ଷାକୁ… Read More...
Bignews ଆଉ ୩୬ କରୋନା ଆକ୍ରାନ୍ତ ସୁସ୍ଥ OPA May 20, 2020 0 ଭୁବନେଶ୍ୱର: ରାଜ୍ୟରେ ଆଉ ୩୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୩୪୩କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୩୬ଜଣଙ୍କ ମଧ୍ୟରେ ଗଞ୍ଜାମର ୨୩, ଯାଜପୁରର ୫, ମୟୁରଭଞ୍ଜର… Read More...