Bignews ଗଙ୍ଗାରେ ଡଙ୍ଗା ବୁଡ଼ି ୬ ନିଖୋଜ OPA Jun 16, 2024 0 ରାଜଧାନୀ ପାଟନାରେ ବଡ଼ ଦୁର୍ଘଟଣା। ବାଢ ସ୍ଥିତ ଉମାଶଙ୍କର ଘାଟରେ ରବିବାର ସକାଳେ ୬ ଜଣ ଲୋକ ଗଙ୍ଗାରେ ବୁଡ଼ି ଯାଇଛନ୍ତି। ସମସ୍ତେ ନାଳନ୍ଦାକୁ ଶବର ଅନ୍ତିମ ସଂସ୍କାର କରିବାକୁ ଆସି ଥିଲେ। ଅନ୍ତିମ ସଂସ୍କାର ପରେ ସ୍ନାନ ପାଇଁ… Read More...
Bignews ପୂର୍ବତନ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ପରଲୋକ OPA Jun 16, 2024 0 ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ବିୟୋଗ। ଆଜି ତାଙ୍କର ବିୟୋଗ ହୋଇଥିବା ଜଣାପଡ଼ିଛି। ଏହି ଦୁଃଖଦ ଘଟଣାରେ ରାଜ୍ଯପାଳ ରଘୁବର ଦାସ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ… Read More...
Bignews ସାହିତ୍ୟ ଏକାଡେମୀର ଯୁବ ଏବଂ ଶିଶୁ ସାହିତ୍ୟ ପୁରସ୍କାରରେ ପୁରସ୍କୃତ ହେବେ ୨ ଓଡ଼ିଆ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର… OPA Jun 15, 2024 0 ସାହିତ୍ୟ ଏକାଡେମୀ ବୋର୍ଡ ତରଫରୁ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସାହିତ୍ୟ ଏକାଡେମୀର ମୁଖ୍ୟ ମାଧବ କୌଶିକ ଯୋଗ ଦେଇ ୨୦୨୪ ପାଇଁ ୨୩ ଜଣ ଲେଖକଙ୍କୁ ପୁରସ୍କୃତ କରାଯିବା ନେଇ ଘୋଷଣା କରାଯାଇଛି । ବୋର୍ଡର… Read More...
Bignews ପୋଲିସକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ; ଲୋକଙ୍କୁ ଭଲ ବ୍ୟବହାର କର OPA Jun 15, 2024 0 ରାଜ୍ୟ ପୋଲିସ ଡିଜିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ । ଥାନାକୁ ଆସୁଥିବା ଅଭିଯୋଗକାରୀ ଯେପରି ହଇରାଣ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦିଅନ୍ତୁ । ପୋଲିସ ଲୋକଙ୍କୁ ଉତ୍ତମ ବ୍ୟବହାର କରୁ । ଲୋକଙ୍କୁ… Read More...
Bignews ଏନକାଉଣ୍ଟରରେ ୮ ନକ୍ସଲ ସଫା OPA Jun 15, 2024 0 ଏନକାଉଣ୍ଟରରେ ଟଳିଲେ ୮ ନକ୍ସଲ। ଛତିଶଗଡ଼ ବିଜାପୁର ଜିଲ୍ଲାର ଅବୁଝମା ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟରେ ୮ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସେପଟେ… Read More...
Bignews କୁଏତ୍ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୨ ଓଡ଼ିଆ ପରିବାରବର୍ଗଙ୍କ ପାଇଁ ୪ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ… OPA Jun 15, 2024 0 ଭୁବନେଶ୍ବରରେ ପହଞ୍ଚିଲା କୁଏତ୍ ଅଗ୍ନିକାଣ୍ଡରେ ମୃତ ଦୁଇ ଓଡ଼ିଆଙ୍କ ମର ଶରୀର। ସ୍ବତନ୍ତ୍ର ବିମାନ ଯୋଗେ ମୃତ ମହମ୍ମଦ ଜହୁର ଓ ସନ୍ତୋଷ ଗୌଡ଼ଙ୍କର ମର ଶରୀର ପହଞ୍ଚିଛି। ଏହି ଅବସରରେ ଶେଷ ଦର୍ଶନ କରିଛନ୍ତି ଓଡ଼ିଶାର ଦୁଇ ଉପ… Read More...
Bignews ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଥମଥର ପାଇଁ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ OPA Jun 14, 2024 0 ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଦାୟୀତ୍ୱ ନେବା ପରେ ଆଜି ପ୍ରଥମଥର ପାଇଁ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଥିଲେ । ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି,… Read More...
Bignews ରାଜ୍ୟ ସଂଗ୍ରହାଳୟରେ ଲୋକମାନଙ୍କ ସହ ମିଶି ରଜ ପାଳିଲେ ମୁଖ୍ୟମନ୍ତ୍ରୀ OPA Jun 14, 2024 0 ସାରା ରାଜ୍ୟରେ ଆଜି ପହିଲି ରଜକୁ ହସ ଉଲ୍ଲାସର ସହ ପାଳନ କରାଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଭୁବନେଶ୍ୱର ସ୍ଥିତ ରାଜ୍ୟ ସଂଗ୍ରହାଳୟରେ ଲୋକମାନଙ୍କ ସହ ମିଶି ରଜ ପାଳନ କରିଛନ୍ତି । ଏହି କ୍ରମରେ ମୁଖ୍ୟମନ୍ତ୍ରୀ… Read More...
Bignews ଏୟାର ଇଣ୍ଡିଆ ବିମାନର ମନମୁଖୀ ନିଷ୍ପତି, ଭୁବନେଶ୍ୱର ବଦଳରେ କୋଲକାତାରେ ଛାଡ଼ିଦେବା ଯୋଗୁଁ ଯାତ୍ରୀ କଲେ ହଙ୍ଗାମା OPA Jun 14, 2024 0 ଏୟାର ଇଣ୍ଡିଆ ବିମାନର ମନମୁଖୀ ନିଷ୍ପତି ପାଇଁ ଯାତ୍ରୀ କଲେ ହଙ୍ଗାମା। ଭୁବନେଶ୍ୱରରେ ଯାତ୍ରୀଙ୍କୁ ଛାଡିବା ବଦଳରେ କୋଲକାତା ବିମାନ ବନ୍ଦରରେ ଅବତରଣ କରିଥିଲା ବିମାନ। ସେଠାରୁ ଯାତ୍ରୀଙ୍କୁ ନିଜ ଖର୍ଚ୍ଚରେ ଭୁବନେଶ୍ୱର ଯିବାକୁ… Read More...
Bignews ରାଜ୍ୟବାସୀଙ୍କୁ ରଜର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ OPA Jun 14, 2024 0 ବନସ୍ତେ ଡାକିଲା ରଜ, ବରଷକେ ଥରେ ଆସିଛି ରଜ। ରଜ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଷ୍ଟ୍ରପତି… Read More...