Bignews ବିଶାଖାପାଟଣା ପ୍ଲାଷ୍ଟିକ୍ ପ୍ଲାଂଟରେ ବିଷାକ୍ତ ଗ୍ୟାସ୍ ଲିକ୍: ୧୦ ମୃତ, ୫ ହଜାରରୁ ଊର୍ଦ୍ଧ୍ୱ ଅସୁସ୍ଥ OPA May 7, 2020 0 ବିଶାଖାପାଟଣା: ଆନ୍ଧ୍ରପ୍ରଦେଶ ବିଶାଖାପଟନମ୍ ସ୍ଥିତ ଏଲ.ଜି. ପଲିମର୍ସ ପ୍ଲାଂଟରେ ଦୁର୍ଘଟଣା। ବିଷାକ୍ତ ଗ୍ୟାସ୍ ଲିକ୍ ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ବିଷାକ୍ତ ଗ୍ୟାସ ପ୍ରଭାବରେ ୫୦୦୦ରୁ ଅଧିକ ଲୋକ ଅସୁସ୍ଥ… Read More...
Odisha ରାଜ୍ୟରେ ନମୁନା ପରୀକ୍ଷା ସଂଖ୍ୟା ୫୦ ହଜାର ଟପିଲା OPA May 7, 2020 0 ଭୁବନେଶ୍ୱର: ଗତ ୨୪ ଘଂଟା ଭିତରେ ରାଜ୍ୟରେ ନମୁନା ପରୀକ୍ଷା ସଂଖ୍ୟା ୫୦ହଜାର ଟପିଥିବା ଜଣାଯାଇଛି। ଗତକାଲି ଦିନକରେ ୩୦୬୦ ନମୁନା ପରୀକ୍ଷା ହୋଇଥିଲା । ଏହାଫଳରେ ରାଜ୍ୟରେ ବର୍ତମାନ ସୁଦ୍ଧା ୫୦ହଜାର ୫୧୪ ନମୁନା ପରୀକ୍ଷା… Read More...
Odisha ଖରିଫ ଧାନ ବିକିନଥିବା ଚାଷୀଙ୍କ ଠାରୁ ଧାନ କିଣିବାର ବ୍ୟବସ୍ଥା କରନ୍ତୁ ରାଜ୍ୟ ସରକାର: ବିଜେପି କୃଷକ ମୋର୍ଚ୍ଚା OPA May 7, 2020 0 ଭୁବନେଶ୍ୱର: ଚାଷୀ ଅନ୍ନଦାତା । କରୋନା ମହାମାରୀ ଲଢେଇରେ ଆମ ଚାଷୀ ଭାଇ ମଧ୍ୟ ଜଣେ ଜଣେ ଯୋଦ୍ଧା ଓ ଲଢେଇର ସାରଥୀ । ସେମାନଙ୍କ କାରଣରୁ ସମସ୍ତଙ୍କ ଘରେ ଚୁଲି ଜଳେ । ଚଳିତବର୍ଷ ଖରିଫ୍ ଋତୁରେ ଧାନ କିଣିବାର ନିର୍ଦ୍ଧାରିତ… Read More...
Odisha ଦ୍ୱିପାକ୍ଷିକ ଉର୍ଜା ସହଯୋଗର ସମୀକ୍ଷା: ଧର୍ମେନ୍ଦ୍ର ପ୍ରଧାନ OPA May 7, 2020 0 ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଋଷର ଉର୍ଜା ମନ୍ତ୍ରୀ ଆଲେକଜାଣ୍ଡର ନୋଭାକଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ଏହି ଅବସରରେ ଉଭୟ ମନ୍ତ୍ରୀ କରୋନା ମହାମାରୀ… Read More...
Bignews ରାଜ୍ୟରେ ୨୦ କରୋନା ପଜିଟିଭ୍ ଚିହ୍ନଟ, ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫କୁ ବୃଦ୍ଧି OPA May 7, 2020 0 ଭୁବନେଶ୍ୱର: ଆଜି ରାଜ୍ୟରେ ସର୍ବାଧିକ ୨୦ଜଣ କରୋନା ପଜିଟିଭ୍ ହୋଇଥିବା ଜଣାଯାଇଛି। ଏମାନଙ୍କ ଭିତରୁ ୧୭ଜଣ ଗଞ୍ଜାମ ଓ ୩ ଜଣ ମୟୁରଭଞ୍ଜ ଜିଲ୍ଲାର ବୋଲି ଜଣାଯାଇଛି। ଏହାଫଳରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ରେ… Read More...
Odisha ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କ ନ ଥିଲା ନିର୍ବାଚନୀ ବାର୍ତା OPA May 6, 2020 0 ଭୁବନେଶ୍ୱର : ଅନ୍ୟ ରାଜ୍ୟରୁ ଫେରୁଥିବା ଓଡ଼ିଆ ଲୋକଙ୍କ ପାଇଁ ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପିବାର ଅଧିକ ଆଶଙ୍କା ରହିଛି ବୋଲି ବିଭିନ୍ନ ସ୍ତରରେ ଉଦବେଗ ପ୍ରକାଶ ପାଇବାପରେ ଆଜି ଓଡ଼ିଶା ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ… Read More...
Odisha ଜୁଲାଇ ୨୪ ନୁହେଁ, ଜୁନ୍ ୨୦ରେ ଆରମ୍ଭ ହେବ +୩ ଶେଷ ବର୍ଷ ପରୀକ୍ଷା OPA May 6, 2020 0 ଭୁବନେଶ୍ୱର : ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟ ଅଧୀନରେ ଥିବା +୩ ମହା ବିଦ୍ୟାଳୟ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ର ୬ଷ୍ଠ ସେମିଷ୍ଟାରର (ଫାଇନାଲ୍) ପରୀକ୍ଷା ଜୁନ ୨୦ ତାରିଖ ପରେ ଆରମ୍ଭ ହୋଇ ଜୁଲାଇ ୨୪ ତାରିଖ ସୁଦ୍ଧା… Read More...
National ବିଏସଏଫ୍ ର ୮୫ ଜଣ ଯବାନ କରୋନାରେ ସଂକ୍ରମିତ OPA May 6, 2020 0 ନୂଆଦିଲ୍ଲୀ : ଭାରତର ସୀମା ସୁରକ୍ଷା ବଳ ବା ବିଏସଏଫରେ କରୋନା ଭାଇରସ ଏକ ଚିନ୍ତାର କାରଣ ହୋଇଛି । ବିଏସଏଫର ଆଉ ୮୫ ଜଣ ଯବାନ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି । ଗତ କାଲି ୬୯ ଜଣ ସଂକ୍ରମିତ ଥିବା ଜଣାପଡ଼ିଥିଲା । ଏହାସହିତ… Read More...
National କିଛି ନିର୍ଦ୍ଦେଶାବଳୀ ରହିବ ଖୁବ୍ ଶୀଘ୍ର ଆରମ୍ଭ ହୋଇପାରେ ସର୍ବସାଧାରଣ ପରିବହନ ବ୍ୟବସ୍ଥା OPA May 6, 2020 0 ନୂଆଦିଲ୍ଲୀ: ମାର୍ଚ୍ଚ ୨୪ରେ ପ୍ରଥମ ଲକଡାଉନ ଘୋଷଣା ହେବା ପରଠାରୁ ବନ୍ଦ ହୋଇ ରହିଥିବା ସର୍ବସାଧାରଣ ପରିବହନ ବ୍ୟବସ୍ଥା ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହୋଇପାରେ ବୋଲି ବୁଧବାର କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ… Read More...
Bignews ରାଜ୍ୟରେ ଆଉ ୫ କରୋନା ପଜିଟିଭ୍ ଚିହ୍ନଟ OPA May 6, 2020 0 ଭୁବନେଶ୍ୱର: ରାଜ୍ୟରେ ପୁଣି ୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ନୂଆ କରୋନା ପଜିଟିଭ୍ ୪ ଜଣ ଜଗତସିଂହପୁର ଜିଲ୍ଲା ନାଉଗାଁର ହୋଇଥିବା ବେଳେ ଆଉ ଜଣେ କେନ୍ଦ୍ରାପଡାର ବୋଲି ସୂଚନା ମିଳିଛି । ଜଗତସିଂହପୁର ଜିଲ୍ଲାର… Read More...