ଉଜ୍ଜଳା ଯୋଜନାକୁ ୪ ବର୍ଷ : ଆଠ କୋଟି ଗରିବ ମହିଳାଙ୍କୁ ମିଳିଲା ମାଗଣା ଗ୍ୟାସ, ଧର୍ମେନ୍ଦ୍ର କହିଲେ ଉଜ୍ଜ୍ବଳା ଏକ…

ଭୁବନେଶ୍ୱର   :  ଉଜ୍ଜଳା ଯୋଜନାକୁ ୪ ବର୍ଷ  । ୨୦୧୬ ମେ ପହିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶ ବାଲିଆରେ ଉଜ୍ଜ୍ବଳା ଯୋଜନାର ଶୁଭାରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଦେଶରେ…
Read More...

ପ୍ରବାସୀ ଓଡ଼ିଆଙ୍କ ଡାହାଣ ହାତରେ ଲାଗିବ ଅଲିଭା କାଳି ଷ୍ଟାମ୍ପ

ଭୁବନେଶ୍ୱର: ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ପଞ୍ଜିକରଣ କରିବା ନିହାତି ଜରୁରୀ। ସେମାନେ ଯେକୌଣସି ଯାନବାହନ କିମ୍ବା ଚାଲି ଚାଲି ଆସୁଥିଲେ ମଧ୍ୟ ତା’ ପୂର୍ବରୁ କିନ୍ତୁ ୱେବ୍‌ସାଇଟରେ ପଞ୍ଜିକରଣ କରିବାକୁ…
Read More...

ଦେଶରେ ଲକ୍ ଡାଉନ୍ ଆଉ ୨ ସପ୍ତାହ ବଢ଼ିଲା

ନୂଆଦିଲ୍ଲୀ: କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଲକ୍ ଡାଉନ୍ କୁ ଆଉ ୨ ସପ୍ତାହ ବୃଦ୍ଧି କରାଇଛନ୍ତି କେନ୍ଦ୍ର ସରକାର । ଏ ନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ମନ୍ତ୍ରଣାଳୟର ଘୋଷଣା ଅନୁଯାୟୀ, ଲକ୍ ଡାଉନ୍…
Read More...

ଶସ୍ତା ହେଲା ଅଣସବସିଡି ଏଲପିଜି ସିଲିଣ୍ଡରର ମୂଲ୍ୟ

ଲକଡାଉନ୍ ମଧ୍ୟରେ ଏଲପିଜି ସିଲିଣ୍ଡରର ଗ୍ରାହକଙ୍କ ପାଇଁ ଏକ ଖୁସି ଖବର ଆସିଛି । ଆଜି ଅର୍ଥାତ୍ ମେ ୧ ରୁ ନନସବସିଡିଯୁକ୍ତ ଏଲପିଜି ସିଲିଣ୍ଡର ଶସ୍ତା ହୋଇଛି। ରାଜଧାନୀ ଦିଲ୍ଲୀରେ ଏଲପିଜି ସିଲିଣ୍ଡର ୧୬୨.୫୦ ଟଙ୍କା ଶସ୍ତା…
Read More...

ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ଯାଜପୁର ଜିଲ୍ଲାର ବାସୁଦେବପୁର ଅଂଚଳର ବୋଲି ଜଣାପଡିଛି । ଏହି ନୂଆ କରୋନା ଜଣଙ୍କ ୩୫ ବର୍ଷୀୟ ମହିଳା । ଏହି ନୂତନ କରୋନାକୁ ମିଶାଇ ରାଜ୍ୟରେ…
Read More...

ଝାରସୁଗୁଡା ଗସ୍ତ କରି କୋଭିଡ୍ ସ୍ଥିତିର ସମୀକ୍ଷା କଲେ ଉନ୍ନୟନ କମିଶନର ଓ ୫ଟି ସଚିବ

ଝାରସୁଗୁଡା : ଶୁକ୍ରବାର ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫ଟି ସଚିବ ଭି କେ ପାଣ୍ଡିଆନ ଝାରସୁଗୁଡା ଗ୍ରସ୍ତ କରିଛନ୍ତି ।ଉଭୟ ସଚିବ ଜିଲ୍ଲାରେ କୋଭିଡ଼-୧୯ ସ୍ଥିତି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୀକ୍ଷା…
Read More...

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇଲେ ରାଜ୍ୟ ସଭାପତି

ଭୁବନେଶ୍ୱର: ବୈଶ୍ୱିକ ମହାମାରୀ କରୋନାଜନିତ ଲକ୍‌ଡାଉନ୍ କାରଣରୁ ବହୁ ସଂଖ୍ୟାରେ ଶ୍ରମିକ, ଛାତ୍ରମାନେ ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି । ନିଜ ନିଜ ଘରକୁ ଫେରିବା ପାଇଁ ପ୍ରସ୍ତୁତଥିବା ଏହି ଶ୍ରମିକମାନେ ଯାନବାହନ…
Read More...

ହିତାଧିକାରୀଙ୍କୁ ମିଳିବ ୧୦୦ ଟଙ୍କା ଲେଖାଏଁ ଗ୍ରୀଷ୍ମକାଳୀନ ସହାୟତା

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ତରଫରୁ ହିତାଧିକାରୀଙ୍କୁ ୧୦୦ ଟଙ୍କା ଲେଖାଏଁ ଗ୍ରୀଷ୍ମକାଳୀନ ସହାୟତା ମିଳିବ । ମଧୁବାବୁ ପେନସନ ଯୋଜନା ଓ ଜାତୀୟ ସାମାଜିକ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ହିତାଧିକାରୀଙ୍କୁ ଏହି ସହାୟତା…
Read More...

ରାଜ୍ୟରେ ସୁସ୍ଥ ହେଲେ ୧୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସୀ ଖବର ଆସିଛି । ରାଜ୍ୟରେ ୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ସୂଚନା ଦେଇଛି। ସୂଚନା ଅନୁସାରେ ଭଦ୍ରକ ଜିଲ୍ଲାରେ ଆଜି ୭ ଜଣ…
Read More...

ଯାଜପୁରରୁ ଆଉ ଜଣେ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ବ୍ୟକ୍ତି ଯାଜପୁର ଜିଲ୍ଲାର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ସେ ହେଉଛନ୍ତି ଯାଜପୁର ଜିଲ୍ଲା ବେହେରାପାଟ୍ଟଣା ର ଜଣେ ୩୦ ବର୍ଷୀୟ…
Read More...