National ଜଣେ ଆତଙ୍କବାଦୀ ନିହତ OPA Apr 17, 2020 0 ଶ୍ରୀନଗର: ଆଜି ସକାଳେ ଜମ୍ମୁ ଓ କଶ୍ମୀରର ଶୋପିଆଁ ଜିଲ୍ଲା ଅନ୍ତର୍ଗତ ଦାଇରୁ କୀଗାମ୍ ଗାଁରେ ନିରାପତା ବଳ ଏବଂ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ହେବାକୁ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି ।ଜଣେ… Read More...
Odisha ଲକ୍ ଡାଉନରେ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ମିଳିବ ରିହାତି OPA Apr 17, 2020 0 ଭୁବନେଶ୍ୱର: ଲକ୍ ଡାଉନ୍ ସମୟରେ ଏପ୍ରିଲ ଓ ମେ’ ରେ ବିଦ୍ୟୁତ୍ ଘରୋଇ ଉପଭୋକ୍ତା ବିଲ ପୈଠ କଲାବେଳେ ତାଙ୍କୁ ଅତିରିକ୍ତ ରିହାତି ମିଳିବ । ଅତିରିକ୍ତ ୪% ରିହାତି ଦେବାକୁ ଶକ୍ତି ବିଭାଗ ପ୍ରମୁଖ ସଚିବଙ୍କ ପକ୍ଷରୁ ଘୋଷଣା… Read More...
National ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୮୭ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୪୩୭ OPA Apr 17, 2020 0 ନୂଆଦିଲ୍ଲୀ: ଦେଶରେ ଲକ୍ ଡାଉନ୍ ସତ୍ୱେ କାୟା ବିସ୍ତାର କରୁଛି କରୋନା ଭାଇରସ। ଦେଶରେ କରୋନା ସ୍ଥିତି ଧିରେ ଧିରେ ଅନିୟନ୍ତ୍ରିତ ହେବାରେ ଲାଗିଛି । ୨୪ ଘଂଟାରେ ଦେଶରେ ୧୦୦୭ ନୂଆ କରୋନା ମାମଲା ସାମନାକୁ ଆସିଛି । ୨୩ ଜଣଙ୍କ… Read More...
Odisha ଛେପ ପକାଇଲେ ୫୦୦ ଟଙ୍କା ଦେବେ ଜରିମାନା OPA Apr 17, 2020 0 ଭଦ୍ରକ/କୋରାପୁଟ: ଛେପ ପକାଇଲେ ୫୦୦ ଟଙ୍କା ଜରିମାନା ଦେବାକୁ ପଡିବ । ତେବେ ଏହି ନିୟମ ଭଦ୍ରକ ଓ କୋରାପୁଟରେ ଲାଗୁ କରାଯାଇଛି ।ଭଦ୍ରକ ଜିଲ୍ଲାପାଳ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ, ଜିଲ୍ଲାର କୌଣସି ସର୍ବସାଧାରଣ ସ୍ଥାନରେ… Read More...
Odisha ଦ୍ୱିତୀୟ ଦିନରେ ସମସ୍ତ ରିପୋର୍ଟ ନେଗେଟିଭ୍ OPA Apr 17, 2020 0 ଭୁବନେଶ୍ୱର: କରୋନାକୁ ନେଇ ରାଜ୍ୟ ପାଇଁ ଏକ ଖୁସି ଖବର । ଦ୍ୱିତୀୟ ଦିନରେ କରାଯାଇଥିବା କରୋନା ନମୁନା ଟେଷ୍ଟ ନେଗେଟିଭ୍ ବାହାରିଛି । ବୁଧବାର ସମସ୍ତ ନମୁନା ନେଗେଟିଭ୍ ଆସିଥିବା ବେଳେ ଗୁରୁବାର ମଧ୍ୟ ରାଜ୍ୟରେ ପରୀକ୍ଷା… Read More...
Odisha ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୩ତମ ଶ୍ରାଦ୍ଧ ବାର୍ଷିକୀ OPA Apr 17, 2020 0 ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୩ତମ ଶ୍ରଦ୍ଧା ବାର୍ଷିକୀ । ତେବେ କରୋନା ପାଇଁ ବିଜୁ ପଟ୍ଟନାୟକଙ୍କ ଏହି ଶ୍ରାଦ୍ଧ ବାର୍ଷିକୀ ରାଜ୍ୟବ୍ୟାପୀ ନିରାଡମ୍ବର ଭାବେ ପାଳନ କରାଯିବ ।କରୋନା ପାଇଁ ଏବେ… Read More...
Odisha ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତାଭ୍ ବଚ୍ଚନଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ OPA Apr 16, 2020 0 ନୂଆଦିଲ୍ଲୀ/ଭୁବନେଶ୍ୱର: ଆରୋଗ୍ୟ ସେତୁ ଆପକୁ ଲୋକପ୍ରିୟ କରିବା ପାଇଁ ଷ୍ଟିଲ୍ ଅଥୋରିଟି ଅଫ୍ ଇଣ୍ଡିଆ (ସେଲ୍)ର ଉଦ୍ୟମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଥିବା ବେଳେ କରୋନା ଯୁଦ୍ଧରେ ପେଟ୍ରୋଲିୟମ ବିଭାଗ ତଥା… Read More...
Odisha କରୋନା ଲକ୍ ଡାଉନ ସ୍ଥିତିରେ ରକ୍ତ ସଙ୍କଟ ଦୂର କରିବା ପାଇଁ ଛାତ୍ର ବିଜେଡିର “ଜୀବନବିନ୍ଦୁ” କାର୍ଯ୍ୟକ୍ରମ OPA Apr 16, 2020 0 ଭୁବନେଶ୍ୱର: ସମଗ୍ର ଦେଶରେ ଲକ୍ ଡାଉନ୍ ଲାଗୁ ହୋଇଥିବା ସମୟରେ ରକ୍ତ ସଙ୍କଟ ଦୂର କରିବା ପାଇଁ ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବିଜୁ ଛାତ୍ର ଜନତା ଦଳ… Read More...
Odisha ଘରୋଇ ହିଂସାକୁ ନେଇ ରାଜ୍ୟ ମହିଳା କମିଶନଙ୍କ ପକ୍ଷରୁ ଜାରି ହେଲା ହ୍ୱାଟସଅପ୍ ନମ୍ବର OPA Apr 16, 2020 0 ଭୁବନେଶ୍ୱର: ଏବେ ଲକଡାଉନ୍ ସମୟରେ ରାଜ୍ୟରେ ଘରୋଇ ହିଂସା ବୃଦ୍ଧି ପାଇବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶଙ୍କା ବ୍ୟକ୍ତ କରିବା ପରେ ପୋଲିସ ପ୍ରଶାସନଠୁ ଆରମ୍ଭ କରି ମହିଳା ଓ ଶିଶୁବିକାଶ ବିଭାଗ ସମସ୍ତେ ତତ୍ପର… Read More...
National ଜୁମ୍ କଲକୁ ନେଇ ଆଡଭାଇଜରି ଜାରି କଲା ଗୃହ ମନ୍ତ୍ରାଳୟ OPA Apr 16, 2020 0 ନୂଆଦିଲ୍ଲୀ: କରୋନା ଯୋଗୁଁ ଚାରଆଡେ ଲକ୍ ଡାଉନ୍ ହୋଇଥିବାବେଳେ ବହୁ ଲୋକ ଘରେ ବସି ନିଜ କାମ କରୁଛନ୍ତି । ଫଳରେ ଏହି ସମୟରେ ଜୁମ୍ କଲକୁ ଲୋକେ ଅଧିକ ମାତ୍ରାରେ ବ୍ୟବହାର କରୁଛନ୍ତି । ଏଭଳି ପରିସ୍ଥିତିରେ ଗୃହ ମନ୍ତ୍ରାଳୟ… Read More...