Odisha ଘୁଂଚିଲା ଓଜେଇ ପରୀକ୍ଷା OPA Apr 14, 2020 0 ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି ଦେଶକୁ ଲକ୍ ଡାଉନ୍ ଅବଧିକୁ ମେ’ ୩ ଯାଏଁ ବୃଦ୍ଧି କରାଇବା ପରେ ଓଜେଇ(ଓଡ଼ିଶା ଯୁଗ୍ମ ପ୍ରବେଶିକା) ପରୀକ୍ଷାକୁ ଘୁଂଚାଇ ଦିଆଯାଇଛି । ଯାହା ମେ’… Read More...
Odisha ଓଡ଼ିଶାରେ କରୋନା ସଂଖ୍ୟା କମିଛି: ମୁଖ୍ୟମନ୍ତ୍ରୀ OPA Apr 14, 2020 0 ଭୁବନେଶ୍ୱର: ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଆଜି କରୋନା ସ୍ଥିତି ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି ଏହା ଏକ ଶୁଭ ଲକ୍ଷଣ। ଯେଉଁମାନେ ଭଲ କାମ କରୁଛନ୍ତି ତାଙ୍କୁ ସାଧୁବାଦ… Read More...
National ଟ୍ୱିଟର ଆକାଉଂଟ ପ୍ରୋଫାଇଲ ଫଟୋ ବଦଳାଇଲେ ମୋଦି OPA Apr 14, 2020 0 ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଟ୍ୱିଟର ଆକାଉଂଟର ପ୍ରୋଫାଇଲ୍ ଫଟୋ ବଦଳାଇଛନ୍ତି । ସେ ତାଙ୍କ ପ୍ରୋଫାଇଲ୍ ଫଟୋରେ ମାସ୍କ ବଦଳରେ ନିଜ ପିନ୍ଧା ଉତରୀୟକୁ ତିନି ପରସ୍ତରେ ଭାଙ୍ଗି ନିଜ ମୁହଁରେ ଗୁଡ଼ାଇ ଏକ… Read More...
National ମେ’ ୩ଯାଏଁ ଗଡିବନି ଟ୍ରେନ୍ OPA Apr 14, 2020 0 ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଲକ୍ ଡାଉନ୍ ର ଅବଧିକୁ ବୃଦ୍ଧି କରି ମେ’ ୩ ଯାଏଁ ଘୋଷଣା କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଅବଧି ବଢ଼ିବା ପରେ ଟ୍ରେନ୍ ସେବା ମଧ୍ୟ ଠପ୍ ହୋଇଯାଇଛି । ଅବଶ୍ୟ… Read More...
Odisha ୫୬ ତମ କରୋନା ପଜିଟିଭ୍ ଯାଜପୁର ଜିଲ୍ଲାର; ୨ଟି ଅଂଚଳକୁ କଂଟେନମେଂଟ ଜୋନ ଘୋଷଣା OPA Apr 14, 2020 0 ଯାଜପୁର: ଆଜି ରାଜ୍ୟରେ ୫୬ତମ କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି । ଏ ନେଇ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି । ରାଜ୍ୟର ୫୬ତମ ଓ ଯାଜପୁରର … Read More...
National କରୋନା ଯୋଗୁଁ ଦିଲ୍ଲୀର ମଣ୍ଡିରେ ଅର୍ଡ-ଇଭେନ୍ ପଲିସି OPA Apr 14, 2020 0 ନୂଆଦିଲ୍ଲୀ: କରୋନା ଭାଇରସ୍ କୁ ଦୃଷ୍ଟିରେ ରଖି ଦିଲ୍ଲୀର ମଣ୍ଡିଗୁଡିକରେ ଲାଗୁ ହେଲା ଅର୍ଡ-ଇଭେନ୍ ପଲିିସି । ଏବେ ଦିଲ୍ଲୀରେ ପରିବା ମଣ୍ଡିକୁ ସକାଳ ୬ଟାରୁ ପୂର୍ବାହ୍ନ ୧୧ଟା ଯାଏଁ ଓ ଫଳ ମଣ୍ଡିକୁ ଅପରାହ୍ନ ୨ଟାରୁ ସନ୍ଧ୍ୟା… Read More...
National କରୋନା ବିଜୟ ପାଇଁ ମୋଦିଙ୍କ ୭ ଟି ମନ୍ତ୍ର OPA Apr 14, 2020 0 ନୂଆଦିଲ୍ଲୀ: ସାରା ଦେଶରେ ବଢିଲା ଲକଡାଉନ ଅବଧି। ପ୍ରଧାନମନ୍ତ୍ରୀ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବାସହ ଲକଡାଉନ ଅବଧିକୁ ମେ' ୩ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ମୋଦି ତାଙ୍କ କରୋନା ମୁକାବିଲା ନେଇ ଦେଶବାସୀଙ୍କୁ ଚତୁର୍ଥ… Read More...
Odisha ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସନାତନ ବିଶିଙ୍କ ବିୟୋଗରେ ବିଜୁ ଜନତା ଦଳର ଶୋକ OPA Apr 14, 2020 0 ଭୁବନେଶ୍ୱର: ଓଡିଶାର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ, ପ୍ରାକ୍ତନ ରାଜ୍ୟସଭା ସଦସ୍ୟ, କ୍ରୀଡାବିତ, କ୍ରୀଡ଼ା ସଙ୍ଗଠକ ତଥା ପଶ୍ଚିମ ଓଡିଶାର ବର୍ଷିଆନ ରାଜନେତା ସନାତନ ବିସିଙ୍କର ମଙ୍ଗଳବାର ସକାଳେ ପରଲୋକ ଘଟିଛି।… Read More...
Odisha ଆଜି ବି.ଆର ଆମ୍ବେଦକରଙ୍କ ଜୟନ୍ତୀ OPA Apr 14, 2020 0 ଭୁବନେଶ୍ୱର: ଆଜି ବି.ଆର ଆମ୍ବେଦରକଙ୍କ ୧୨୯ତମ ଜନ୍ମ ଜୟନ୍ତୀ । ଭାରତର ସମ୍ବିଧାନ ନିର୍ମାତା ,ସମାଜସେବୀ ଡ.ଭିମରାଓ ଆମ୍ବେଦକର ଜନ୍ମ ମଧ୍ୟପ୍ରଦେଶର ମହୁ ଗ୍ରାମରେ ଏପ୍ରିଲ୍ ୧୪ ତାରିଖ ୧୮୯୧ ରେ ହୋଇଥିଲା । ତାଙ୍କ ବାପାଙ୍କ… Read More...
Odisha ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସନାତନ ବିଶିଙ୍କ ପରଲୋକ OPA Apr 14, 2020 0 ସମ୍ବଲପୁର: ବରିଷ୍ଠ ବିଜେଡି ନେତା ତଥା ପୂର୍ବତନସ୍ୱାସ୍ଥ୍ୟମନ୍ତ୍ରୀ ସନାତନ ବିଶିଙ୍କ ପରଲୋକ। ୭୯ ବର୍ଷ ବୟସରେ ସମ୍ବଲପୁର ହୀରାକୁଦ କଲୋନୀସ୍ଥିତ ବାସଭବନରେ ଦେହାନ୍ତ । ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ପୂର୍ବତନ… Read More...