କରୋନାକୁ ନ ଡରି ଲଢ଼ିବାକୁ କହିଲେ ସୁବ୍ରତ ବାଗଚୀ

ଭୁବନେଶ୍ୱର: କରୋନା ସମ୍ପର୍କରେ ଗୁଜବ ପ୍ରଚାରିତ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । କରୋନା କୁ ନେଇ ଭୟ ସୃଷ୍ଟି ନ କରିବାକୁ ଅପିଲ କରାଯାଇଥିଲା । ଏହା ସତ୍ୱେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରାଯାଉଛି । ଯେଉଁଥିପାଇଁ…
Read More...

ରାଜ୍ୟରେ ବଢ଼ିବ ଆହୁରି ତାତି

ଭୁବନେଶ୍ୱର: ରାଜ୍ୟର କିଛି ସ୍ଥାନରେ ଆଜି ପ୍ରବଳ ମାତ୍ରାରେ ଖରା ଅନୁଭୂତ ହୋଇଛି ।ଟିଟିଲାଗଡ଼, ମାଲକାନଗିରି ଓ ବଲାଙ୍ଗୀରରେ ତାପମାତ୍ରା ୪୦ ଡ୍ରିଗ୍ରି ସେଲସିୟସରୁ ଅଧିକ ରେକର୍ଡ କରାଯାଇଛି । ଭୁବନେଶ୍ୱରସ୍ଥିତ ଆଂଚଳିକ…
Read More...

ଶୃଙ୍ଖଳିତ ଓ ବ୍ୟବସ୍ଥିତ ରହି ଲକ୍ ଡାଉନର ଅବଶିଷ୍ଟ ସମୟକୁ ସଫଳ କରିବା: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଶୃଙ୍ଖଳିତ ଓ ବ୍ୟବସ୍ଥିତ ରହି ଲକ୍ ଡାଉନ୍‌ର ଅବଶିଷ୍ଟ ସମୟକୁ ସଫଳ କରିବା ପାଇଁ ଏକ ଭିଡିଓ ବାର୍ତାରେ ଦେଶର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଲକ୍ ଡାଉନର ପ୍ରଥମ…
Read More...

ଜମି ବିବାଦକୁ ନେଇ ସଂଘର୍ଷ; ୪ ମୃତ

ରାଉଲକେଲା: ସୁନ୍ଦରଗଡ ଜିଲ୍ଲାର ସୀମାବର୍ତୀ ଅଂଚଳରେ ୨ଗୋଷ୍ଠୀ ମଧ୍ୟରେ ସଂଘର୍ଷ କାରଣରୁ ୪ଜଣଙ୍କର ମୃତ୍ୟୁ ଘଟିଛି ।ସୂଚନାଯୋଗ୍ୟ, ଓଡିଶା ସୀମାନ୍ତରେ ଥିବା ବୀରମିତ୍ରପୁରଠାରୁ ପ୍ରାୟ ୪୦କି.ମି.ଦୂରସ୍ଥ ସୁନ୍ଦରଗଡ଼ ଜିଲ୍ଲାର…
Read More...

ପ୍ରଶାସନ କଥାକୁ ଅବମାନନା କରି ରାମ ନବମୀ କରି ଗିରଫ ହେଲେ ୭, ଲାଗିଲା ୧୪୪ ଧାରା

ବଲାଙ୍ଗୀର: ଆଜି ରାମ ନବମୀ । ତେବେ ରାମ ନବମୀ ପାଳନ କରିବାକୁ ଚାରିଆଡେ ମନା କରିବା ସତ୍ୱେ ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସଦାଇପାଲିଠାରେ ରାମ ନବମୀ ପାଳନ କରୁଥିଲେ । ପ୍ରଶାସନର କଥାକୁ ଅବମାନନା କରି ରାମ ନବମୀ କରୁଥିବାରୁ…
Read More...

କରୋନା ସଙ୍କଟ ଦୂର ହେବା ପର୍ଯ୍ୟନ୍ତ ଗରିବ ଅସହାୟ ବ୍ୟକ୍ତିଙ୍କୁ ଭୋକିଲା ନରଖିବାକୁ ବିଜେପି କାର୍ଯ୍ୟକର୍ତାମାନଙ୍କୁ…

ଭୁବନେଶ୍ୱର: ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ସାମାଜିକ ଦୁରତ୍ୱ ଏକମାତ୍ର ବିକଳ୍ପ ହୋଇଥିବା କାରଣରୁ ରାଜ୍ୟ ସମେତ ଦେଶବ୍ୟାପୀ ୨୧ ଦିନ ପାଇଁ ଲକ୍‌ଡାଉନ୍ ଘୋଷଣା ହୋଇଛି । କରୋନା ପ୍ରଭାବରେ ସାରା ବିଶ୍ୱ ଆଜି ଆର୍ଥୀକ…
Read More...

ମୁଖ୍ୟମାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନସିଙ୍ଗ ଜରିଆରେ କୋରୋନା ଭାଇରସ୍ ସମ୍ପର୍କରେ କଥାବାର୍ତା ହୋଇଛନ୍ତି । ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା…
Read More...

ନିଜାମୁଦ୍ଦିନ୍ ରୁ ଫେରିଥିବା ଯାଜପୁରରୁ ଆଉ ୨ ଚିହ୍ନଟ

ଯାଜପୁର: ଦିଲ୍ଲୀର ନିଜାମୁଦ୍ଦିନ୍ ରୁ ଫେରିଥିବା ଆଉ ୨ଜଣକୁ ଆଜି ଯାଜପୁରରୁ ଚିହ୍ନଟ କରାଯାଇଛି । ଗତକାଲି ଯାଜପୁର ଜିଲ୍ଲାରୁ ଜଣଙ୍କୁ ଚିହ୍ନଟ କରାଯାଇଥିଲା ।ଗତକାଲି ବିଞ୍ଝାରପୁର ଅଂଚଳର ଜଣେ ନିଜାମୁଦ୍ଦିନ ଫେରନ୍ତାଙ୍କୁ…
Read More...

ଗଣମାଧ୍ୟମକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: କରୋନା ଖବର ପ୍ରକାଶ କରିବା ସମୟରେ ସତର୍କତା ଅବଲମ୍ୱନ କରନ୍ତୁ

ନୂଆଦିଲ୍ଲୀ: ସମଗ୍ର ଦେଶରେ ମହାମାରୀ କରୋନାକୁ ନେଇ ଲାଗି ରହିଛି ଆତଙ୍କ । ଏଭଳି ମୂହୁର୍ତ୍ତରେ କରୋନା ଭାଇରସ୍‌ ସଂପର୍କରେ ଅତ୍ୟନ୍ତ ଦାୟିତ୍ୱ ସଂପନ୍ନ ଭାବେ ଖବର ପ୍ରସାରଣ କରିବା ଲାଗିି, ମୁଦ୍ରିତ, ବୈଦ୍ୟୁତିକ ଏବଂ…
Read More...

ଭିଡିଓ କନଫରେନସିଙ୍ଗ୍ ଜରିଆରେ ୬୫୦ ଶଯ୍ୟାବିଶିଷ୍ଟ କୋଭିଡ୍ ହସ୍ପିଟାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ୍-୧୯ ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ଓ କଟକ ସହରରେ ୬୫୦ ଶଯ୍ୟାବିଶିଷ୍ଟ ଦୁଇଟି  କୋଭିଡ୍ ହସ୍ପିଟାଲ କୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଙ୍ଗ୍ ଜରିଆରେ ଆଜି ଉଦଘାଟନ…
Read More...