ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଇସ୍ପାତ୍ କ୍ଷେତ୍ର ଏବଂ କର୍ମଚାରୀ ଦାନ କଲେ ୫୧୫ କୋଟି: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର,: ବିଶ୍ୱ ମହାମାରୀ କରୋନାର ମୁକାବିଲା ପାଇଁ ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ଓ କର୍ମଚାରୀମାନେ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଏକକାଳୀନ ସର୍ବାଧିକ ଟଙ୍କା ଦାନ କରିବା ପରେ ଇସ୍ପାତ କ୍ଷେତ୍ରର ପିଏସୟୁ…
Read More...

କୋରୋନା: ଭାରତରେ ସଂକ୍ରମଣଙ୍କ ସଂଖ୍ୟା ୧୩୯୭, ମୃତ୍ୟୁ ସଂଖ୍ୟା ୩୫

ନୂଆଦିଲ୍ଲୀ: ଦେଶର ବର୍ତମାନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁସାରେ,ବର୍ତମାନ ଦେଶରେ ମୋଟ ୧୩୯୭ ଜଣ ସଂକ୍ରମଣର ଶିକାର ହୋଇଥିବା ବେଳେ ମୃତ୍ୟସଂଖ୍ୟା ୩୫ରେ…
Read More...

କୋରୋନା ପାଇଁ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ପରିବାରକୁ ମିଳିବ ୧ ହଜାର ଟଙ୍କା

ଭୁବନେଶ୍ୱର: କୋରୋନାକୁ ଦୃଷ୍ଟିରେ ରଖି ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ପରିବାରକୁ ୧ ହଜାର ଟଙ୍କା ଲେଖାଏଁ ସହାୟତା ମିଳିବ । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ।କରୋନା ପାଇଁ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ…
Read More...

ଆମେରିକା ପାଇଁ ଆଗାମୀ ଦୁଇ ସପ୍ତାହ ଅତ୍ୟନ୍ତ ଯନ୍ତ୍ରଣାଦାୟକ: ଟ୍ରମ୍ପ

ୱାସିଂଟନ୍: କୋରୋନା ମହାମାରୀରେ ସର୍ବାଧିକ କ୍ଷତି ସହୁଛି ଇଟାଲି, ସ୍ପେନ୍‌, ଇରାକ୍‌ ଓ ଆମେରିକା ।  ମଙ୍ଗଳବାର ଆମେରିକାରେ କୋରାନା ଭାଇରସରେ ମୃତ୍ୟୁ ସଂଖ୍ୟା ୩, ୪୧୬ରେ ପହଂଚିଛି । ଏହା ପରେ ରାଷ୍ଟ୍ରପତି ଟ୍ରମ୍ପ୍…
Read More...

ନିଜାମୁଦ୍ଦିନ୍ ଧାର୍ମିକ ସମ୍ମିଳନୀରେ ଯୋଗ ଦେଇଥିଲେ ଯାଜପୁରର ଜଣେ ବ୍ୟକ୍ତି; ହେଲା ଚିହ୍ନଟ

ଯାଜପୁର: ଦିଲ୍ଲୀସ୍ଥିତ ନିଜାମୁଦ୍ଦିନ୍ ଧାର୍ମିକ ସମ୍ମିଳନୀକୁ ନେଇ ଏବେ ଚିନ୍ତାର କାରଣ ପାଲଟିଥିବାବେଳେ ଏଥିରେ ସାମିଲ ଥିବା ବ୍ୟକ୍ତିଙ୍କର ଚିହ୍ନଟ ପାଇଁ ରାଜ୍ୟ ସରକାର ଜୋରସୋରରେ ପ୍ରସ୍ତୁତି ଜାରି ରଖିଛନ୍ତି । ଏହି ମଧ୍ୟରେ…
Read More...

ଆଜି ଅଶୋକାଷ୍ଟମୀ: କୋରୋନା ଯୋଗୁଁ ଭଙ୍ଗ ହେଲା ପରମ୍ପରା

ଭୁବନେଶ୍ୱର: ଆଜି ଅଶୋକାଷ୍ଟମୀ । ଆଜିର ଦିନରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଖୁବ୍ ଧୁମଧାମରେ ପାଳନ କରାଯାଏ । ମାତ୍ର ଚଳିତ ବର୍ଷ ଏହି ପରମ୍ପରା ଭଙ୍ଗ ହୋଇଛି । କୋରୋନା ମହାମାରୀ ଯୋଗୁ ଦେଶବ୍ୟାପୀ ଲକ୍…
Read More...

ଓଡ଼ିଶାବାସୀଙ୍କୁ ଉତ୍କଳର ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

ଭୁବନେଶ୍ୱର: ଆଜି ଉତ୍କଳ ଦିବସ । ଏନେଇ ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳ ଦିବସର ଶୁଭେଚ୍ଛା ଓଡ଼ିଶାବାସୀଙ୍କୁ ଜଣାଇଛନ୍ତି ।ଓଡ଼ିଶା ଦିବସରେ ସମସ୍ତଙ୍କୁ ମୋର ଅଭିନନ୍ଦନ। ଆମେ…
Read More...

ଉତ୍କଳ ଦିବସରେ ଓଡ଼ିଆରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଆଜି ଉତ୍କଳ ଦିବସ । ମହାମାରୀ କୋରୋନା ପାଇଁ ଏହି ପବିତ୍ର ଦିବସ ଫିକା ପଡିଥିବାବେଳେ ଅନ୍ୟପଟେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଏକ ନିଆରା ଢ଼ଙ୍ଗରେ ଓଡ଼ିଶାବାସୀଙ୍କୁ ଜଣାଇଛନ୍ତି ଶୁଭେଚ୍ଛା । ଉଭୟ ରାଷ୍ଟ୍ରପତି…
Read More...

ନିଜାମୁଦ୍ଦିନ୍ ଧାର୍ମିକ ସମ୍ମିଳନୀ ସହ ଜଡିତ ଥିବା ଓଡ଼ିଶାରୁ ୧୮ ଏସସିବିରେ ଭର୍ତି

କଟକ: ନିଜାମୁଦ୍ଦିନ୍ ଧାର୍ମିକ ସମ୍ମିଳନୀ ସହ ଜଡିତ ଥିବା କଟକର ବକ୍ସି ବଜାର ପେନସନ୍ ଲେନ୍ ର ଜଣେ ବ୍ୟକ୍ତିଙ୍କ ସମେତ ୧୮ଜଣ ଓଡ଼ିଆ ଏସସିବିରେ ଭର୍ତି ହୋଇଥିବା ସୂଚନା ମିଳିଛି । ପେନସନ୍ ଲେନ୍ ର ଉକ୍ତ ବ୍ୟକ୍ତି ଜଣଙ୍କ ୧୩ରେ…
Read More...

ନିଜାମୁଦ୍ଦିନ୍ ଧାର୍ମିକ ସମ୍ମିଳନୀ: ୯୦ ଜଣଙ୍କର କୋରୋନା ପଜିଟିଭ୍‌

ନୂଆଦିଲ୍ଲୀ: ନିଜାମୁଦ୍ଦିନ୍ ରେ ଆୟୋଜିତ ହୋଇଥିବା ଧାର୍ମିକ ସମ୍ମିଳନୀରେ ଯୋଗ ଦେଇଥିବା ଲୋକଙ୍କ ମଧ୍ୟରୁ ୯୦ଜଣ କୋରୋନାର ଶିକାର ହୋଇଥିବା ସାମ୍ନାକୁ ଆସିଛି । ଏହାବ୍ୟତୀତ ବର୍ତମାନ ସୁଦ୍ଧା ୭ଜଣଙ୍କ ପ୍ରାଣହାନୀ ହୋଇଥିବା ମଧ୍ୟ…
Read More...