ନିର୍ଭୟା ମାମଲା: ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି କେନ୍ଦ୍ର ସରକାର । ହାଇକୋର୍ଟଙ୍କ ଆଦେଶ ବିରୋଧରେ ସରକାର ସୁପ୍ରିମକୋର୍ଟରେ ଯାଚିକା ଦାଖଲ…
Read More...

ଏସସିବିରେ କେନ୍ଦ୍ରୀୟ ଟିମ୍‌; କୋରୋନା ସ୍ଥିତି କଲେ ଅନୁଧ୍ୟାନ

କଟକ: ଆଜି ଓଡ଼ିଶା ଆସିଛନ୍ତି କେନ୍ଦ୍ରୀୟ ଟିମ୍ । ଏହି ଟିମ୍ ଓଡ଼ିଶା ଆସି କୋରୋନା ଭାଇରସ୍ ସଂକ୍ରମଣ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆସିଛନ୍ତି । ଏହି ଟିମ୍‌ ସ୍ୱାସ୍ଥ୍ୟ ସଚିବ, ଡିଏମ୍‌ଇଟି ଓ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ…
Read More...

ମଦ୍ୟପ ସବ୍ ଇନ୍ସପେକ୍ଟରଙ୍କୁ ନିଲମ୍ବନ କଲେ ଏସପି

ମୟୂରଭଞ୍ଜ: ମଦ୍ୟପ ପୋଲିସ ଅଫିସରଙ୍କୁ କଡା ଦଣ୍ଡ । ନିଶାସକ୍ତ ଅବସ୍ଥାରେ ଭିଡିଓ ଭାଇରାଲ ପରେ ବିଦା ହେଲେ ସବ୍ ଇନ୍ସପେକ୍ଟର । ମଦ ନିଶାରେ ବେହୋସ ସବ ଇନ୍ସପେକ୍ଟରଙ୍କୁ ହୋସ ଉଡାଇଦେଲା ବହିଷ୍କାର ନିର୍ଦ୍ଦେଶ । ମୟୂରଭଞ୍ଜ…
Read More...

ୟେଦୁରପ୍ପାଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରିତ; ସାମିଲ ହେଲେ ୧୦ ନୂଆ ମନ୍ତ୍ରୀ

ବେଙ୍ଗାଲୁରୁ: ଆଜି ନିଜ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା । ୟେଦୁରପ୍ପାଙ୍କ କ୍ୟାବିନେଟରେ ୧୦ ନୂଆ ମନ୍ତ୍ରୀ ସାମିଲ ହୋଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ୧୦ ଜଣ…
Read More...

ସମୁଦ୍ରରେ ଗାଧୋଉଥିବାବେଳେ ଭାସିଯାଉଥିଲେ ୪ଜଣ, ବଂଚାଇଲେ ଲାଇଫଗାର୍ଡ

ପୁରୀ: ସମୁଦ୍ରରେ ଗାଧୋଉଥିବାବେଳେ ହଠାତ୍ ଲହଡି ଆସିବାକୁ ୪ ଜଣ ଲୋକ ଭାସିଯାଉଥିଲେ । ଠିକ୍ ସେହି ସମୟରେ ଲାଇଫ୍ ଗାର୍ଡ ଆସି ୪ଜଣଙ୍କ ଜୀବନ ବଂଚାଇଥିଲେ । ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ଚୈତନ୍ୟ ଛକ ସମୁଦ୍ର ବେଳାଭୂମି…
Read More...

ମାଟ୍ରିକ୍ ପ୍ରଶ୍ନପତ୍ର ଭଇରାଲ ହେଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ହେଲେ କଠୋର କାର୍ଯ୍ୟାନୁଷ୍ଠାନ । ସମ୍ପୃକ୍ତ ସେଂଟର ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ସୂଚନା ଦେଇଛନ୍ତି ସ୍କୁଲ ଓ…
Read More...

ସାଧାରଣ ଲୋକଙ୍କ ଠାରୁ ଜୋର ଜବରଦସ୍ତି ଟଙ୍କା ଆଦାୟର ଷଡଯନ୍ତ୍ର କରିଛନ୍ତି ରାଜ୍ୟ ସରକାର : ବିଜେପି

ଭୁବନେଶ୍ୱର: ଓଡିଶାର ଘରୋଇ ବିଜୁଳି ଉପଭୋକ୍ତାଙ୍କ ବିଜୁଳି ଟାରିଫ୍ ବଢିବା ନେଇ ଓଇଆରସିରେ ଚାଲୁଥିବା ଶୁଣାଣି ତଥା ବିଭିନ୍ନ ବିଜୁଳି ବିତରକ କମ୍ପାନୀ ମାନେ ଉପଭୋକ୍ତାଙ୍କ ବିଜୁଳି ସଂଯୋଗ କାଟିବା ଘଟଣାରେ ଦୃଢ ପ୍ରତିବାଦ…
Read More...

ଡିଜିଟାଲ ପ୍ଲାଟଫର୍ମରେ ଜଲୱା ଦେଖାଇବେ ସୁସ୍ମିତା

ମୁମ୍ବାଇ: ଫେମସ ଅଭିନେତ୍ରୀ ସୁସ୍ମିତା ସେନ ଦୀର୍ଘ ସମୟରୁ ଫିଲ୍ମ ଜଗତଠୁ ଦୂରେଇ ଅଛନ୍ତି । ହେଲେ ସୋସିଆଲ ମିଡିଆରେ ସେ ସବୁବେଳେ ସକ୍ରିୟ। ଫିଲ୍ମଠୁ ଅଧିକ ସେ ନିଜ ଲଭ ଲାଇଫକୁ ନେଇ ଚର୍ଚ୍ଚାରେ ରୁହନ୍ତି । ଇତିମଧ୍ୟରେ ତାଙ୍କୁ…
Read More...

ସିନେଟରେ ଟ୍ରମ୍ପଙ୍କୁ କ୍ଲିନଚିଟ, ଖାରଜ ହେଲା ମହାଭିଯୋଗ ପ୍ରସ୍ତାବ

ୱାଂଶିଟନ : ସମସ୍ତ ଅଭିଯୋଗକୁ ଖଣ୍ଡନ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କ୍ଲିନଚିଟ ପ୍ରଦାନ କରିଛନ୍ତି ଆମେରିକା ସିନେଟ । ନିଜ ଶକ୍ତିର ଦୁରୂପଯୋଗ କରୁଥିବା ନେଇ ଟ୍ରମ୍ପଙ୍କ ଉପରେ ଅଭିଯୋଗ ରହିଥଲା । ତେବେ…
Read More...

କୋରୋନା ଭୟ: ଗଲାଣି ୫୬୦ ଜୀବନ

ବେଜିଂ: ଚୀନ୍‌ରେ ଭୟଙ୍କର ରୂପ ଧାରଣ କରିଥିବା କୋରୋନା ଭାଇରସ ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏବେ ସୁଦ୍ଧା ଭାଇରସ୍ ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ୫୬୦କୁ ଛୁଇଁଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ…
Read More...