ନିର୍ଭୟା ମାମଲା: ଦୋଷୀଙ୍କୁ ୭ଦିନର ସମୟ ଦେଲେ କୋର୍ଟ

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ଯାଚିକାକୁ ଖାରଜ କରିଦେଇଛନ୍ତି । ଏହାସହ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦିଆଯିବ ନାହିଁ ବୋଲି କହିଛନ୍ତି । ଏହାସହ ଦୋଷୀଙ୍କୁ ୭ ଦିନର ସମୟ ଦିଆଯାଇଛି ।…
Read More...

ବସଷ୍ଟାଣ୍ଡରେ ହେବ ସପିଂ ମଲ୍‌, ମଲ୍ଟିପ୍ଲେକ୍ସ;ପ୍ରତାପ ଜେନା

ଭୁବନେଶ୍ୱର:ବସଷ୍ଟାଣ୍ଡରେ ନିର୍ମାଣ ହେବ ସପିଂ ମଲ ଓ ଆବଶ୍ୟକସ୍ଥଳରେ ବଡ଼ ବସଷ୍ଟାଣ୍ଡରେ ମଲ୍ଟିପ୍ଲେକ୍ସର ବ୍ୟବସ୍ଥା କରାଯିବ ବୋଲି ଆଜି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ରାଜ୍ୟର ବସଷ୍ଟାଣ୍ଡରେ ଜନସାଧାରଣ…
Read More...

ମଧୁବାବୁଙ୍କ ଆଦର୍ଶରେ ଆଜିର ପିଢ଼ି ଅନୁପ୍ରାଣୀତ ହୁଅନ୍ତୁ:ମାନସ ମଙ୍ଗରାଜ

ଭୁବନେଶ୍ୱର: ଓଡ଼ିଆ ଜାତି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ପ୍ରାଣଭରି ଭଲ ପାଏ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ଭିତ୍ତି ମାନଚିତ୍ର ତାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । ସେ ତତ୍କାଳୀନ ଭାଇସ୍‌ରାୟ ଲର୍ଡ କର୍ଜନଙ୍କୁ ସିମଳାରେ…
Read More...

କମବ୍ୟାକ୍ ରିଚା

ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା କଙ୍ଗନା ରଣାୱତଙ୍କ ଚର୍ଚ୍ଚିତ ଫିଲ୍ମ ‘ପଙ୍ଗା’ରେ ସେକ୍ସୀ ଆକ୍ଟର ରିଚା ଚଡ୍ଡା କବାଡି କୋଚ ଭୂମିକାରେ ନଜର ଆସିଥିଲେ । ଅଶ୍ବିନୀ ଆୟାର ତିୱାରୀ ନିର୍ଦ୍ଦେଶିତ ଏହି ଫିଲ୍ମରେ ରିଚାଙ୍କ…
Read More...

ଆଜି ନିର୍ଭୟା ମାମଲାର ଶୁଣାଣି କରିବେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ହାଇକୋର୍ଟ ନିର୍ଭୟା ମାମଲାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଆବେଦନର ଶୁଣାଣି କରିବେ। ପୂର୍ବରୁ ପଟିଆଲା ହାଉସ୍‌ କୋର୍ଟ ୪ ନିର୍ଭାୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କ ଫାଶୀ…
Read More...

ଲାଂଚ ମାଗି ବହିଷ୍କୃତ ହେଲେ ସ୍କୁଲ ଅଧ୍ୟକ୍ଷ ଓ ପିଇଟି ଶିକ୍ଷକ

ସୁନ୍ଦରଗଡ: ଲାଂଚ ମାଗି ଚାକିରୀରୁ ବହିଷ୍କୃତ ହେଲେ ସ୍କୁଲ ଅଧ୍ୟକ୍ଷ ଓ ପିଇଟି ଶିକ୍ଷକ । ଏଭଳି ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲାରେ ।ସୁନ୍ଦରଗଡ଼ ଜିଲ୍ଲା ଭବାନୀପୁର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ପାଚିକା ଚାକିରୀ…
Read More...

ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଗଠନ ହୋଇଛି “ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର” ଟ୍ରଷ୍ଟ

ନୂଆଦିଲ୍ଲୀ: ଉତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ନିର୍ମାଣ ହୋଇଥିବା ଟ୍ରଷ୍ଟ କଥା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଲୋକସଭାରେ ମୋଦି କହିଛନ୍ତି ଯେ, ରାମ ମନ୍ଦିର ନିର୍ମାଣ ପାଇଁ…
Read More...

ପୁଣି ଆସୁଛି ବର୍ଷା; ଭିଜିବ ଓଡ଼ିଶା

ଭୁବନେଶ୍ବର: ଆସନ୍ତା ୨୪ ଘଂଟାରେ ଓଡ଼ିଶାର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ବଲାଙ୍ଗୀର,ଗଜପତି,ବରଗଡ଼, ସୋନପୁର, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, କଟକ,କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା,…
Read More...

କୋରୋନା ଭାଇରସ: ମୃତ୍ୟୁ ସଂଖ୍ୟା ୪୯୨କୁ ବୃଦ୍ଧି

ବେଜିଂ: ଚୀନରେ ବ୍ୟାପିଥିବା ମାରାତ୍ମକ କୋରୋନା ଭାଇରସ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା କ୍ରମାଗତ ଭାବରେ ବଢିବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ଏହି ଭାଇରସ ଜନିତ ମୃତ୍ୟୁର ୬୫ଟି ନୂଆ ମାମଲା ସାମ୍ନାକୁ ଆସିଥିବା ଚୀନ…
Read More...

“ସୂରଜ ଯୋଜନା” ରେ ପ୍ରିୟଙ୍କାଙ୍କ ପରିବାରକୁ କରାଯିବ ସମ୍ମାନିତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୃତ୍ୟୁବରଣ କରିବା ପରେ ନିଜ କିଡନୀ ଦାନ କରି ୨ଜଣ ରୋଗୀଙ୍କୁ ନୂତନ ଜୀବନ ଦେଇଥିବା ଦିଂବଗତ ପ୍ରିୟଙ୍କାରାଣୀ ପାତ୍ରଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଭୂୟସୀ ପ୍ରଂଶସା କରିଛନ୍ତି । ଏଥିସହ ତାଙ୍କ ପରିବାରକୁ “ସୂରଜ…
Read More...