Odisha ଆଜି ବିଶ୍ୱ କର୍କଟ ଦିବସ OPA Feb 4, 2020 0 ଭୁବନେଶ୍ୱର: ଆଜି ବିଶ୍ୱ କର୍କଟ ଦିବସ । କର୍କଟ ରୋଗର ଭୟାବହତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହ ସଚେତନତା କରାଇବା ପାଇଁ ବିଶ୍ୱବ୍ୟାପି ଏହି ଦିନଟିକୁ ପ୍ରତିବର୍ଷ ପାଳନ କରାଯାଉଛି ।ରାଜ୍ୟରେ ମଧ୍ୟ ଦିନକୁ ଦିନ… Read More...
Entertainment ପୁଣିଥରେ ହସ୍ପିଟାଲରେ ଭର୍ତି ହେଲେ ଋିଷି କପୁର OPA Feb 3, 2020 0 ନୂଆଦିଲ୍ଲୀ: ବଲିଉଡ ଅଭିନେତା ଋିଷି କପୁର ପୁଣି ଅସୁସ୍ଥ । ଦିଲ୍ଲୀର ଏକ ଡାକ୍ତରଖାନାରେ ତାଙ୍କୁ ଭର୍ତି କରାଯାଇଛି । ପ୍ରଦୂଷଣ କାରଣରୁ ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିବା ଜଣାପଡିଛି । ଏକ ଡାକ୍ତରୀ ଦଳ ତାଙ୍କ ଚିକିତ୍ସା… Read More...
Odisha ଆଇଏଏସ୍ ବିଜୟ କେତନଙ୍କୁ ମିଳିଲା ଜାମିନ OPA Feb 3, 2020 0 ଭୁବନେଶ୍ୱର: ଲାଂଚ ନେଇଥିବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଆଇଏଏସ୍ ବିଜୟ କେତନ ଉପାଧ୍ୟାୟଙ୍କୁ ମିଳିଲା ଜାମିନ । ତାଙ୍କୁ ଓଡ଼ିଶା ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । କିନ୍ତୁ ନିମ୍ନ ଅଦାଲତ ଜାମିନର ସର୍ତ… Read More...
Odisha ୧୯ରୁ ମାଟ୍ରିକ ପରୀକ୍ଷା: ଏଥର ପରୀକ୍ଷା ଦେବେ ୫ଲକ୍ଷ ୬୦ ହଜାର ୮୯୧ଜଣ ଛାତ୍ରଛାତ୍ରୀ OPA Feb 3, 2020 0 କଟକ: ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ୧୯ରୁ ଆରମ୍ଭ ହେବାକୁ ଯାଉଛି । ଯାହା ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ । ଏଥର ମାଟ୍ରିକ ପରୀକ୍ଷା ୮୮୮ଟି କେନ୍ଦ୍ରରେ ୫ ଲକ୍ଷ ୬୦ ହଜାର ୮୯୧ଜଣ ଛାତ୍ରଛାତ୍ରର ପରୀକ୍ଷା ଦେବେ । ଏଥିପାଇଁ… Read More...
Odisha ଓଏଏସ ସ୍ତରରେ ଅଦଳବଦଳ OPA Feb 3, 2020 0 ଭୁବନେଶ୍ବର: ଓଏଏସ ସ୍ତରରେ ଅଦଳବଦଳ । ରାଜ୍ୟ ସରକାର ବରିଷ୍ଠ ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ଅଭୟ କୁମାର ନାୟକଙ୍କୁ ଗୋପବନ୍ଧୁ ଏକାଡେମୀର… Read More...
Odisha ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗ: ସିଂହଦ୍ବାର ଥାନାରେ ଏତଲା OPA Feb 3, 2020 0 ପୁରୀ: ମୁମ୍ବାଇରେ ଅଦିନିଆ ରଥଯାତ୍ରାକୁ ନେଇ ତ୍ରୀବ ହେଉଛି ବିରୋଧ । ଏହି କ୍ରମରେ ଆଜି ପୁଣି ଥରେ ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି । ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରାକୁ ଇସ୍କନ… Read More...
Odisha ସହିଦ ନଗରର ଏକ କଲ୍ୟାଣ୍ଡ ମଣ୍ଡପ ହେଲା ସିଲ OPA Feb 3, 2020 0 ଭୁବନେଶ୍ୱର: ରାଜଧାନୀରେ ଆଜିଠ ଆରମ୍ଭ ହୋଇଛି ବେଆଇନ କଲ୍ୟାଣ ମଣ୍ଡପ ପ୍ରକ୍ରିୟା । ଆଜି ସହିଦ ନଗରର ଏକ କଲ୍ୟାଣ ମଣ୍ଡପକୁ ସିଲ୍ କରିଛନ୍ତି ବିଏମ୍ସି ଓ ବିଡିଏର ମିଳିତ ସ୍କ୍ୱାଡ। ବିଏମ୍ସି ଓ ବିଡିଏର ମିଳିତ ସ୍କ୍ୱାଡ… Read More...
National ଭାରତୀୟ ଆକାଶପଥ କରିବେନି ବ୍ୟବହାର; ହେଲେ ମାଲେସିଆ ଗସ୍ତ କରିବେ ପାକିସ୍ତାନ ପ୍ରଧାନମନ୍ତ୍ରୀ OPA Feb 3, 2020 0 ଇସଲାମାବାଦ: ମାଲେସିଆ ଗସ୍ତ କରିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଭାରତୀୟ ଆକାଶପଥ ବ୍ୟବହାର କରିିବେନି । ୨ଦିନିଆ ମାଲେସିଆ ଗସ୍ତରେ ଭାରତୀୟ ଆକାଶ ପଥ ଇମ୍ରାନ ଖାନ୍ ବ୍ୟବହାର କରିବେନି ବୋଲି ପାକିସ୍ତାନ… Read More...
Odisha ୨୪ ଘଂଟା ମଧ୍ୟରେ ଭିଜିବ ଦକ୍ଷିଣ ଓଡ଼ିଶା OPA Feb 3, 2020 0 ଭୁବନେଶ୍ୱର: ଆସନ୍ତା ୨୪ ଘଂଟା ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । ଦକ୍ଷିଣ ଓଡ଼ିଶାର ୯ଜିଲ୍ଲାରେ ଘଡଘଡି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ନେଇ ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା… Read More...
National କେରଳରେ ୩ୟ କୋରୋନା ରୋଗୀ ଚିହ୍ନଟ OPA Feb 3, 2020 0 ନୂଆଦିଲ୍ଲୀ: ଚୀନରେ ଆରମ୍ଭ ହୋଇଥିବା କୋରୋନା ଭାଇରସ୍ ର ପ୍ରଭାବ ଦିନକୁ ଦିନ କେରଳରେ ଦେଖିବାକୁ ମିଳିଛି । ଆଜି କେରଳରେ କୋରୋନା ଭାଇରସର ୩ୟ ରୋଗୀ ଚିହ୍ନଟ କରାଯାଇଛି । ସମ୍ପୃକ୍ତ ରୋଗୀଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି… Read More...