କାଲି ଠୁ ଓଡିଶାରେ ଆରମ୍ଭ ହେବ ବିଜେପିର ନାଗରିକତା ସଂଶୋଧନ ଆଇନ ଉପରେ ବ୍ୟାପକ ଜନଜାଗରଣ

ଭୁବନେଶ୍ୱର : ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁଣ୍ଣ ହେବନି । ବରଂ ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା…
Read More...

ଅବସର ନେଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟବିଚାରପତି ଜଷ୍ଟିସ କେଏସ ଜାଭେରୀ,

ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ.ଜାଭେରୀ ଶନିବାର ଦିନ ଅବସର ଗ୍ରହଣ କରିଛନ୍ତି । ଅ‌ାଜି ଜଷ୍ଟିସ ସଂଜୁ ପଣ୍ଡାଙ୍କୁ ଅନ୍ତରୀଣ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ଏ…
Read More...

ଉଚ୍ଚଶିକ୍ଷା କ୍ଷେତ୍ରରେ ଅଧିକରୁ ଅଧିକ ସଫଳତା ହାସଲ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ : ମନ୍ତ୍ରୀ ଡ. ସାହୁ

ଭୁବନେଶ୍ୱର : ଉଚ୍ଚଶିକ୍ଷା କ୍ଷେତ୍ରରେ ଅଧିକରୁ ଅଧିକ ସଫଳତା ହାସଲ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଏ ଦିଗରେ ଅଧ୍ୟାପକମାନଙ୍କର ନିଷ୍ଠା ଓ ଆନ୍ତରିକତା ଉଚ୍ଚଶିକ୍ଷାକୁ ଉଚ୍ଚତମ ସେପାନକୁ ନେଇଯାଇ ପାରିବ ବୋଲି କୃଷି ଓ କୃଷକ…
Read More...

ପୌର ଟିକସ ବୃଦ୍ଧି ଲାଗି ମ୍ୟୁନିସିପାଲ ପ୍ରିମିୟର ଲିଗ୍‍

ଭୁବନେଶ୍ୱର :  ପୌରସଂସ୍ଥା ଗୁଡିକର ରାଜସ୍ୱ ବୃଦ୍ଧି ସହିତ ସେଗୁଡିକୁ ଆତ୍ମନିର୍ଭରଶୀଳ କରିବାପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ‘ମ୍ୟୁନିସିପାଲ ପ୍ରିମିୟର ଲିଗ୍‍ (ଏମ୍‍ପିଏଲ୍‍) ଆୟୋଜନ ପାଇଁ ସ୍ଥିର ହୋଇଛି । ଏଥିରେ…
Read More...

ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଲା ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଲୋକ ସଂପର୍କ ଦାୟୀତ୍ବ

ନୂଆଦିଲ୍ଲୀ : କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦଳୀୟ କାର୍ଯ୍ୟରେ ଗୁରୁତ୍ବ ପୂର୍ଣ୍ଣ ଦାୟୀତ୍ବ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ମଣ୍ଡଳୀରେ ଘର ଘର ବୁଲି ସଂପର୍କ ଅଭିଯାନ…
Read More...

ଶୀତରେ ଥରୁଛି ସାରା ଓଡିଶା : ଆଉ ଦୁଇଦିନ ମେଘୁଆ ପାଗ,୫ରୁ ବଢ଼ିବ ଥଣ୍ଡା

ଭୁବନେଶ୍ୱର  : ସବୁଠି ମେଘୁଆ ଓ କୋହଲା ପାଗ । ରାତି ତାପମାତ୍ରା ବଢ଼ିଥିବାବେଳେ ଦିନରେ ପାରଦ ଖସିଛି । ପାଣିପାଗ ପୂର୍ବାନୁମାନ ହେଲା, ଆଉ ୨ ଦିନ ପାଗ ମେଘୁଆ ରହିବ । କେତେକ ଜାଗାରେ ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇପାରେ ।…
Read More...

ଜାନୁୟାରୀ ୫-୨୦ ରାଜଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ

ଭୁବନେଶ୍ୱର : ଆସନ୍ତା ୫ତାରିଖରୁ ରାଜଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଜାନୁୟାରୀ ୨୦ତାରିଖ ପର‌୍ୟ୍ୟନ୍ତ ଅପରାହ୍ନ ସାଢ଼େ ୨ଟାରୁ ୫ଟା ପର‌୍ୟ୍ୟନ୍ତ ରାଜଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରଖିବାକୁ…
Read More...

ସଡ଼କ ଦୁର୍ଘଟଣା: ୨ ମୃତ ୨୭ ଯାତ୍ରୀ ଆହତ

ଭଦ୍ରକ: ଭଦ୍ରକ ଜିଲ୍ଲା ବନ୍ତ ଛକଠାରେ ଏକ ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୭ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୭ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ବଡ଼ଡାକ୍ତରଖାନା…
Read More...

୧୩୯ ନମ୍ବର ରେଳଯାତ୍ରୀଙ୍କୁ ଦେବ ସହାୟତା

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ସୁବିଧା ପାଇଁ ଟେଲିଫୋନ ସହାୟତା ନମ୍ବରକୁ ଏକତ୍ରତି କରଯାଇଛି । ଯାତ୍ରୀମାନେ ୧୩୯ନମ୍ବରକୁ ଡାଏଲ କରି ରେଳବାଇର ଯେକୌଣସି ସମୟରେ ସହାୟତା, ଅନୁସନ୍ଧାନ ଏବଂ ଅଭିଯୋଗ ଶୁଣାଣି ପାଇଁ ବ୍ୟବହାର…
Read More...