National ମୋ କୁଶପୁତଳିକାକୁ ଚପଲ ମାର, ନିଆଁ ଲଗାଇ ଦିଅ; ମାତ୍ର ଗରିବ ଲୋକଙ୍କ ଘର କିମ୍ବା ଗାଡି ପୋଡ ନାହିଁ: ମୋଦି OPA Dec 22, 2019 0 ନୂଆଦିଲ୍ଲୀ: ମୋ ଉପରେ ରାଗ ଅଛି ଯଦି ତେବେ ତା’ର କୁଶପୁତଳିକାକୁ ଚପଲ ମାର, ନିଆଁ ଲଗାଇ ଦିଅ । ମାତ୍ର ମୋ ଉପରେ ରାଗ ଶୁଝାଇବାକୁ ଯାଇ ଗରିବ ଲୋକଙ୍କ ଘର କିମ୍ବା ତାଙ୍କର ଗାଡି ପୋଡ ନାହିଁ । ଦେଶର ସମ୍ପତିକୁ ଏଭଳି ନଷ୍ଟ… Read More...
Corporate ବଲାଙ୍ଗିର ବିପିସିଏଲ ଏଲପିଜି ବଟଲିଙ୍ଗ ପ୍ଲାଣ୍ଟ ୨୭ରେ ହେବ ଲୋକାର୍ପଣ OPA Dec 22, 2019 0 ଭୁବନେଶ୍ବର : ବଲାଙ୍ଗିର ବିପିସିଏଲ ଏଲପିଜି ବଟଲିଙ୍ଗ ପ୍ଲାଣ୍ଟ ଆସନ୍ତା ୨୭ ତାରିଖରେ ଲୋକାର୍ପିତ ହେବ । ଉପ ରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ଏହାକୁ ରାଷ୍ଟ୍ର ଉଦ୍ୟେଶ୍ୟରେ ସମର୍ପଣ କରିବେ । ୧୦୩ କୋଟି ଟଙ୍କା… Read More...
National ସିଏଏକୁ ନେଇ ସର୍ଭେ ରିପୋର୍ଟ: ୬୨% ଲୋକଙ୍କ ସମର୍ଥନ OPA Dec 22, 2019 0 ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଚାରିଆଡେ ଆନ୍ଦୋଳନ ଲାଗି ରହିଛି । ତେବେ ଗୋଟିଏ ପଟେ ଆନ୍ଦୋଳନ ଚାଲିଥିବାବେଳେ ଅନ୍ୟପଟେ ଏହାକୁ ନେଇ ହୋଇଥିବା ସର୍ଭେ ପ୍ରକାଶ ପାଇଛି । ସର୍ଭେ ରିପୋର୍ଟରୁ ଜଣାପଡିଛି… Read More...
Odisha ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ୍ ଲଢ଼େଇ:ଟସ୍ ଭିତି ଫିଲ୍ଡିଂ ର ନିଷ୍ପତି ନେଲା ଭାରତ OPA Dec 22, 2019 0 କଟକ: ଆଜି ବାରବାଟୀରେ ଭାର-ୱେଷ୍ଟଇଣ୍ଡିଜ୍ ର ଲଢ଼େଇରେ ଟସ୍ ଜିତିଲା ଭାରତ । ଭାରତ ଟସ୍ ଜିତି ଫିଲ୍ଡିଂ ନିଷ୍ପତି ନେଇଥିବାବେଳେ ୱେଷ୍ଟଇଣ୍ଡିଜ୍ ପ୍ରଥମ ବ୍ୟାଟିଂ କରିବ । ଅନ୍ୟପଟେ ଦୀପକ ଜହରଙ୍କ ସ୍ଥାନରେ ନବଦୀପ ସୈନିକଙ୍କୁ… Read More...
Odisha ଖଳାରେ ନିଆଁ ଲାଗିବାରୁ ଜଳିଗଲା ୨ଶହ କ୍ୱିଂଟାଲ ଧାନ OPA Dec 22, 2019 0 ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଯୋଗିସୁର୍ଡା ଗାଁରେ ଖଳାରେ ନିଆଁ ଲାଗିବାରୁ ୨ ଶହ କ୍ୱିଂଟାଲ ଧାନ ପୋଡି ନଷ୍ଟ ହୋଇଯାଇଛି ।ପ୍ରକାଶ ଯେ, ଖଳାରେ ସଦାନନ୍ଦ ପଧାନ ତାଙ୍କ ନିଜ ସହ ୪ଜଣ ଚାଷୀଙ୍କ ଧାନ ବିଡା… Read More...
National ଏହି କାରଣରୁ ସ୍ପାଇସ ଜେଟ୍ ବିରୋଧରେ ଅଭିଯୋଗ ଆଣିଲେ ସ୍ୱାଧୀ ପ୍ରଜ୍ଞା OPA Dec 22, 2019 0 ନୂଆଦିଲ୍ଲୀ: ଏୟାରଲାଇନ୍ ସ୍ପାଇସ୍ ଜେଟ୍ ବିରୋଧରେ ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ପ୍ରଜ୍ଞା ଠାକୁର । ଖବର ଅନୁଯାୟୀ, ମଧ୍ୟପ୍ରଦେଶର ଭୋପାଳରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବା ପାଇଁ ସ୍ୱାଧୀ ପ୍ରଜ୍ଞା ଟିକେଟ କରିଥିଲେ ।… Read More...
National ସିଏଏକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ଆସାମର ହଜାର ହଜାର ମହିଳା OPA Dec 22, 2019 0 ଗୌହାଟୀ: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଆସାମର ହଜାର ହଜାର ମହିଳା ରାଜରାସ୍ତାକୁ ଓହ୍ଲାଇଛନ୍ତି । ‘ଅଲ୍ ଆସାମ ଷ୍ଟୁଡେଣ୍ଟ୍ସ୍ ୟୁନିୟନ୍’ ଏବଂ ଅନ୍ୟ ୩୦ଟି ସ୍ଥାନୀୟ ସଙ୍ଗଠନଙ୍କ ଆହ୍ଵାନକ୍ରମେ ଏଭଳି… Read More...
Corporate ବଜାରକୁ ପ୍ରବେଶ କଲା ଏଲଜିର ପ୍ରଥମ ଡୁଆଲ ଡିସପ୍ଲେ ସ୍ମାର୍ଟଫୋନ OPA Dec 22, 2019 0 ନୂଆଦିଲ୍ଲୀ:ଭାରତୀୟ ବଜାରରେ ଏଲଜିର ପ୍ରଥମ ଡୁଆଲ ଡିସପ୍ଲେ ସ୍ମାଟଫୋନ ଏଲଜି ଜିଏଇଟଏକ୍ସ ଥିନକ୍ୱୁ ( LG G8X ThinQ)ଲଂଚ କରାଯାଇଛି । ଏହି ଫୋନରେ ୨ଟି ସ୍କ୍ରିନ ରହିଛି ।ଏହି ଫୋନ୍ଟିର ମୂଲ୍ୟ ୪୯ ହଜାର ଟଙ୍କା। ଡୁଆଲ… Read More...
Odisha ପୁରୀରେ ଘନକୁହୁଡି ଯୋଗୁଁ ନୀଳଚକ୍ର ଦର୍ଶନରୁ ବଂଚିତ ହେଲେ ଶ୍ରଦ୍ଧାଳୁ OPA Dec 22, 2019 0 ପୁରୀ: ପୁରୀରେ ଆଜି ସକାଳୁ ଘନ କୁହୁଡି ପରିମାଣ ଏତେ ମାତ୍ରାରେ ରହିଥିଲା ଯେ, ଶ୍ର୍ରୀମନ୍ଦିର ସମ୍ପୂର୍ଣ୍ଣ ଭାବେ ଦୃଶ୍ୟମାନ ହେଉ ନଥିଲା । ଫଳରେ ରାଜ୍ୟ ତଥା ଦେଶ ବାହାରୁ ଆସିଥିବା ଶ୍ରଦ୍ଧାଳୁମାନେ ନୀଳଚକ୍ର ଦର୍ଶନରୁ ବଂଚିତ… Read More...
National ଆଜି ରାମଲୀଳା ମୈଦାନରେ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ରାଲି: ସୁରକ୍ଷା ବ୍ୟବସ୍ଥା କଡାକଡି OPA Dec 22, 2019 0 ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ରାମଲୀଳା ମୈଦାନରେ ଧନ୍ୟବାଦ ରାଲି କରିବେ । ଏହି ରାଲିରେ ଅତି କମରେ ୫ଶହରୁ ଅଧିକ ଲୋକ ସାମିଲ ହୋଇପାରନ୍ତି । ଏଥିରେ ବିଜେପିର ୭ ସାଂସଦ, ୨୮୧ ମଣ୍ଡଳ ଅଧ୍ୟକ୍ଷ,… Read More...