ପୁଣିଥରେ ଜଣେ ନାବାଳିକା ଗର୍ଭବତୀ

ମାଲକାନଗିରି: ପୁଣିଥରେ ଜଣେ ସେବାଶ୍ରମର ନାବାଳିକା ଛାତ୍ରୀ ଗର୍ଭବତୀ । ମାଲକାନଗିରି ଜିଲ୍ଲାର ଜଣେ ନବମ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡିଛି ।ଛାତ୍ରୀ ଜଣକ ନବରଙ୍ଗପୁର ଜିଲ୍ଲା ତାରାଗାଁ ଅଞ୍ଚଳର ଗୋଟିଏ ସେବାଶ୍ରମରେ…
Read More...

କାରାଗାରରେ ସେଲଫି ଉଠାଉଛନ୍ତି କଏଦୀ; ଫଟୋ ଭାଇରାଲ

କଟକ: କାରାଗାରରେ ଜେଲ ଦଣ୍ଡ ଭୋଗୁଥିବା କଏଦୀମାନେ ଫଟୋ ଉଠାଉଛନ୍ତି । ତେବେ ସେମାନଙ୍କର ସେଲଫି ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଚୌଦ୍ୱାର ସର୍କଲ ଜେଲରେ ଥିବା କଏଦୀଙ୍କ କ୍ଷେତ୍ରରେ ।…
Read More...

ହରିଦ୍ୱାର-ଋଷିକେଶକୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରୁ ଭିଡିଓ କନଫରେନସିଂ ଯୋଗେ ବାଲେଶ୍ୱର ଷ୍ଟେସନରୁ ହରିଦ୍ୱାର-ଋଷିକେଶକୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ରାଜ୍ୟ…
Read More...

୩୦ ଫୁଟ ମୃତ ତିମି ଉଦ୍ଧାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବଟେଶ୍ୱର ବେଳାଭୂମିରୁ ଆଜି ସକାଳେ ଏକ ତିମିର ମୃତଦେହ ଉଦ୍ଧାର କରାଯାଇଛି । ତେବେ ଏହି ମୃତ ତିମିର ଲମ୍ବ ୩୦ ଫୁଟ ଥିବା ଜଣାପଡିଛି ।ଖବର ଅନୁସାରେ, ଗଞ୍ଜାମ ଜିଲ୍ଲାର ଖଲିକୋଟ ବନ ବିଭାଗ…
Read More...

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ୧୭ରେ ପୁନର୍ବିଚାର ଆବେଦନର ଶୁଣାଣି

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ଅକ୍ଷୟ ଠାକୁର ଦେଇଥିବା ପୁନର୍ବିଚାର ଆବେଦନର ଶୁଣାଣି ୧୭ ତାରିଖରେ ହେବ । ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠରେ ଏହି ଶୁଣାଣି କରାଯିବ । ଏହି ମାମଲାରେ ଜେଲ…
Read More...

ସଂସଦରେ ରାହୁଲଙ୍କ “ରେପ୍ ଇନ୍ ଇଣ୍ଡିଆ” ମନ୍ତବ୍ୟକୁ ନେଇ ଝଡ଼

ନୂଆଦିଲ୍ଲୀ: କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ “ରେପ୍ ଇନ୍ ଇଣ୍ଡିଆ” ମନ୍ତବ୍ୟକୁ ନେଇ ସଂସଦରେ ଝଡ ସୃଷ୍ଟି ହୋଇଛି । ସଂସଦରେ ସ୍ଥିତି ଅସମ୍ଭାଳ ହେବାରୁ ବାଚସ୍ପତି ଓମ୍ ବିର୍ଲା ୧୨ଟା ଯାଏଁ ମୁଲତବୀ ରଖିଥିଲେ ।…
Read More...

ପ୍ରତ୍ୟେକ ଶୁକ୍ରବାର ସାଇକେଲରେ ଅଫିସ ଯିବେ ସରକାରୀ କର୍ମଚାରୀ

ଭୁବନେଶ୍ୱର: ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଏକ ନୂଆ ପ୍ରୟାସ ଆରମ୍ଭ ହୋଇଛି । ଭୁବନେଶ୍ୱରର ୩ଟି ସରକାରୀ ଅନୁଷ୍ଠାନ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍(ବିଏମଏସିଏଲ), ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ(ବିଡିଏ) ଏବଂ…
Read More...

୧୫ରୁ ଚତୁର୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଚଳିତ ବର୍ଷ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା-୨୦୧୯ ଅନୁଷ୍ଠିତ ହେବାକୁ ଯାଉଛି । ଏହି ମେଳା ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଚଳିତ ମାସ ୧୫…
Read More...

ଲିଙ୍ଗରାଜ ମନ୍ଦିରର ପାରିପାଶ୍ୱିର୍କ ଅଂଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା

ଭୁବନେଶ୍ୱର: ୬୬ ଏକର ପରିବ୍ୟାପ୍ତ ଲିଙ୍ଗରାଜ ମନ୍ଦିରର ବିକାଶ ପାଇଁ ରାଜ୍ୟ ସରକାର ଆଜି ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ତେବେ ଏହି ପ୍ୟାଜେକ୍ ଜରିଆରେ ଲିଙ୍ଗରାଜ ମନ୍ଦିରର ପ୍ରବେଶ ପଥ, ବିନ୍ଦୁସାଗର ପୁନରୁଦ୍ଧାର,…
Read More...

ସୋଆର କୁଳପତି ଭାବେ ପ୍ରଫେସର ଆର୍.କେ. ଚୌହାନଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର: ବିଶିଷ୍ଟ ଶିକ୍ଷାବିତ୍ ତଥା ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ବିଶ୍ୱବିଦ୍ୟାଳୟ) ପରିଚାଳନା ବୋର୍ଡର ସଦସ୍ୟ ପ୍ରଫେସର ଆର୍.କେ. ଚୌହାନ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ବୁଧବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି…
Read More...