Odisha ଆହାର କେନ୍ଦ୍ରରେ ଭୋଜନ କଲେ ଗୃହ ସଚିବ ସଞ୍ଜୀବ ଚୋପ୍ରା OPA Dec 10, 2019 0 ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଦାୟିତ୍ୱରେ ଥିବା ନୋଡାଲ ଆଇଏଏସ୍ ଅଫିସର କଥା ଗୃହ ସଚିବ ସଞ୍ଜୀବ ଚୋପ୍ରା ଘୁ.ଉଦୟଗିରି ଅପରାହ୍ନରେ ଆହାର କେନ୍ଦ୍ରରେ ପହଂଚିଥିଲେ । ସେଠାରେ ପହଂଚି ଗୃହ ସଚିବ ଆହାର କେନ୍ଦ୍ରରେ ମିଳୁଥିବା ୫… Read More...
Entertainment କପିଲଙ୍କ ଘରକୁ ଆସିଲା ନୂଆ ଅତିଥି OPA Dec 10, 2019 0 ମୁମ୍ବାଇ: କପିଲଙ୍କ ଘରକୁ ଜଣେ ନୂଆ ଅତିଥିଙ୍କ ଆଗମନ ହୋଇଛି । ଅର୍ଥାତ୍ କପିଲ ଆଜି ବାପା ହୋଇଛନ୍ତି । ତାଙ୍କ ପତ୍ନୀ ଗିନ୍ନି ଚତରଥ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଏନେଇ ନିଜେ କପିଲ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି… Read More...
Odisha ଜାନୁୟାରୀ ୧୫ ସୁଦ୍ଧା ବକେୟା ବିଦ୍ୟୁତ୍ ବିଲ କର ପୈଠ; ନହେଲେ କଟାଯିବ ଲାଇନ୍ OPA Dec 10, 2019 0 ଭୁବନେଶ୍ୱର: ଆଗାମୀ ଜାନୁୟାରୀ ୧୫ ସୁଦ୍ଧା ବକେୟା ବିଦ୍ୟୁତ୍ ବିଲ ପୈଠ ନ କଲେ ଲାଇନ୍ କଟାଯିବ ବୋଲି ସେସୁ ସିଇଓ ଅରୁଣ ବୋଥ୍ରା ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସେସୁର ବର୍ତ୍ତମାନ… Read More...
National ନାଗରିକତ୍ୱ ବିଲକୁ ନେଇ ଆସାମରେ ଅଶାନ୍ତି OPA Dec 10, 2019 0 ଗୌହାଟୀ: ନାଗରିକତ୍ୱ ବିଲକୁ ନେଇ ଆସାମରେ ଅଶାନ୍ତି ଦେଖିବାକୁ ମିଳିଛି । ଏହି ବିଲକୁ ବିରୋଧ କରି ଆସାମର ବିଭିନ୍ନ ଅଂଚଳରେ ବିଭିନ୍ନ ସଂସ୍ଥାର ଲୋକେ ଏକାଠି ହୋଇ ବିରୋଧ ପ୍ରଦର୍ଶନ କରିଛନ୍ତି । ଏଥିସହ ଏହି ବିଲକୁ ବିରୋଧ କରି… Read More...
Odisha ଆଜି ବିଶ୍ୱ ମାନବାଧିକାର ଦିବସ OPA Dec 10, 2019 0 ଭୁବନେଶ୍ୱର : ଆଜି ବିଶ୍ୱ ମାନବାଧିକାର ଦିବସ। ମାନବାଧିକାରର ସୁରକ୍ଷା ପ୍ରତି ଲୋକମାନଙ୍କୁ ସଚେତନ କରାଇବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ୧୯୪୮ ମସିହାରେ ମିଳିତ ଜାତସିଂଘ ପକ୍ଷରୁ ମାନବାଧିକାର ନେଇ… Read More...
National ଟ୍ୱିଟରରେ ମୋଦିଙ୍କୁ ‘ଗୋଲ୍ଡେନ୍ ଟ୍ୱିଟ୍’ OPA Dec 10, 2019 0 ନୂଆଦିଲ୍ଲୀ: ୨୦୧୯ ମସିହାରେ ବିଜେପିର ବିଜୟ ପରେ ସେ କରିଥିବା ଟ୍ୱିଟ୍ ବର୍ଷର ସବୁଠାରୁ ଅଧିକ ଲାଇକ୍ ପାଇଥିବା ଏବଂ ଅଧିକ ରିଟ୍ୱିଟ୍ ପାଇଥିବା ଟ୍ୱିଟ୍ର ମାନ୍ୟତା ପାଇଛି। ଫଳରେ ସୋଶାଲ ମିଡିଆରେ ଆଉ ଏକ ମାଇଲ ଖୁଣ୍ଟ… Read More...
National ନିର୍ଭୟା ଗଣଦୁଷ୍କର୍ମ ଘଟଣା: ଅଭିଯୁକ୍ତ ଅକ୍ଷୟ ସୁପ୍ରିମକୋର୍ଟ ପୁନର୍ବିଚାର ପାଇଁ ଦାଖଲ କଲା ଯାଚିକା OPA Dec 10, 2019 0 ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ଅକ୍ଷୟ କୁମାର ସିଂହ ଦଣ୍ଡରୁ କୋହଳ ହେବା ପାଇଁ ସୁପ୍ରିମକୋର୍ଟରେ ପୁନର୍ବିଚାର ପାଇଁ ଯାଚିକା ଦାୟର କରିଛି । ଏହାପୂର୍ବରୁ ଅଭିଯୁକ୍ତ ବିନୟ,… Read More...
Odisha ଲିଙ୍ଗରାଜ ମନ୍ଦିର ଚାରିପାଖ ଜବରଦଖଲ ଉଚ୍ଛେଦ ଘଟଣା: ଅସନ୍ତୋଷ ବୃଦ୍ଧି ପାଇବାରୁ ବନ୍ଦ ହେଲା କାର୍ଯ୍ୟ OPA Dec 10, 2019 0 ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ଚାରିପାଖ ଜବରଦଖଲ ଉଚ୍ଛେଦ ଆରମ୍ଭରୁ ଦେଖାଦେଇଛି ଅସନ୍ତୋଷ । ତେବେ ଏହି ଅସନ୍ତୋଷ ବୃଦ୍ଧି ପାଇବାରୁ ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ବନ୍ଦ କରାଯାଇଥିବା ଜଣାପଡିଛି । ତେବେ ଏହାକୁ ନେଇ… Read More...
Odisha ବରିଷ୍ଠ ଓଏଏସ୍ ସ୍ତରରେ ଅଦଳବଦଳ OPA Dec 10, 2019 0 ଭୁବନେଶ୍ୱର: ବରିଷ୍ଠ ଓଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟସରକାର । କଟକ ରାଜସ୍ୱ ପରିଷଦ ସଦସ୍ୟଙ୍କ ଅଧୀନରେ ଥିବା ସ୍ୱତନ୍ତ୍ର ଶାସନ ସଚିବ ପାହ୍ୟାର ବରିଷ୍ଠ ଓଏଏସ ଅଧିକାରୀ ତଥା ଭୁବନେଶ୍ୱର ଅତିରିକ୍ତ ରିଭିଜନାଲ କୋର୍ଟର… Read More...
Entertainment ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୧୮ ଘୋଷଣା: ଶ୍ରେଷ୍ଠ ଅଭିନେତା ମିହିର ଦାସ, ଅର୍ଚ୍ଚିତା ଶ୍ରେଷ୍ଠ ଅଭିନେତ୍ରୀ OPA Dec 10, 2019 0 ଭୁବନେଶ୍ୱର: ୨୦୧୮ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଆଜି ନାମ ଘୋଷଣା କରାଯାଇଛି । ଏଥିରେ ମିହିର ଦାସଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ ଅଚ୍ଚିତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କାର ଦେବା ପାଇଁ ବିବେଚିତ… Read More...