Bignews ପୁରୀ ବଡ଼ଦାଣ୍ଡରୁ ହଟିଲା ଏସି ଟନେଲ୍ OPA Jun 10, 2024 0 ଜୁନ ୨୨ ତାରିଖରେ ପଡ଼ୁଛି ଦେବସ୍ନାନ ପୂର୍ଣ୍ଣିମା। ଆଉ ଜୁଲାଇ ୭ ତାରିଖ ପଡ଼ିବ ମହାପ୍ରଭୁଙ୍କ ଘୋଷଯାତ୍ରା। ସେଥିପାଇଁ ପୁରୀ ବଡ଼ଦାଣ୍ଡରେ ନିର୍ମାଣ ହୋଇଥିବା ଏସି ଟନେଲ୍ ସେଡକୁ ହଟା ଯାଉଛି। ଏଥିରେ ଲାଗିଥିବା ଏୟାରକଣ୍ଡିସନ୍… Read More...