Corporate ଏଥର ବିନା କାର୍ଡରେ ଏଟିଏମରୁ ଟଙ୍କା ଉଠାଇ ପାରିବେ ଗ୍ରାହକ OPA Apr 8, 2022 0 ଏବେ ଏଟିଏମରୁ ଟଙ୍କା ଉଠାଣ ସହଜ ହେବ । ଆଉ ଏଟିଏମ୍ କାର୍ଡ ବ୍ୟବହାର ନକରି ୟୁପିଆଇ ମାଧ୍ୟମରେ ଟଙ୍କା ଉଠାଇ ହେବ । ପୂର୍ବରୁ କିଛି ବ୍ୟାଙ୍କ ପକ୍ଷରୁ ଏହି ବ୍ୟବସ୍ଥା ଉପଲବ୍ଧ ହେଉଥିବା ବେଳେ ଏବେ ସାରା ଦେଶରେ ସବୁ ଏଟିଏମରେ… Read More...
Bignews ଗ୍ୟାସ୍ ସିଲିଣ୍ଡର ପିଛା ବଢିଲା ୨୫୦ ଟଙ୍କା OPA Apr 1, 2022 0 ଇନ୍ଧନ ତେଲ ପରେ ଏବେ ପୁଣି ଦେଶରେ ବଢିଲା ଗ୍ୟାସ୍ ସିଲିଣ୍ଡର ଦର। ତୈଳ କମ୍ପାନୀମାନେ ଆଜି ଠାରୁ ବ୍ୟବସାୟିକ ରୋଷେଇ ଗ୍ୟାସ୍ ଦାମ୍ ସିଲିଣ୍ଡର ପ୍ରତି ୨୫୦ ଟଙ୍କା ବୃଦ୍ଧି କରିଛନ୍ତି। ୨ ମାସ ମଧ୍ୟରେ ଲଗାତାର ୩୪୬ ଟଙ୍କା… Read More...
Corporate ଲିଟର ପିଛା ୨୫ ଟଙ୍କା ବୃଦ୍ଧି ପାଇଲା ଡିଜେଲର ମୂଲ୍ୟ OPA Mar 20, 2022 0 ବହୁ ମାତ୍ରାରେ ଡିଜେଲ ବ୍ଯବହାର କରୁଥିବା କମ୍ପାନୀମାନଙ୍କ ପାଇଁ ତୈଳ ମାର୍କେଟିଂ କମ୍ପାନୀଗୁଡିକ ଡିଜେଲର ମୂଲ୍ୟ ଲିଟର ପିଛା ୨୫ ଟଙ୍କା ବୃଦ୍ଧି କରିଛନ୍ତି। ହେଲେ ସାଧାରଣ ଗ୍ରାହକଙ୍କ ପାଇଁ ଡିଜେଲ ଦର ଅପରିବର୍ତ୍ତିତ ରହିଛି… Read More...
Corporate ଏଲନ୍ ମସ୍କ ଓ ଜେଫ୍ ବେଜୋସଙ୍କୁ ପଛରେ ପକାଇଲେ ଗୌତମ ଆଦାନୀ OPA Mar 16, 2022 0 ଏସିଆର ଦ୍ବିତୀୟ ସବୁଠାରୁ ଧନୀ ବ୍ୟକ୍ତି ଗୌତମ ଆଦାନୀଙ୍କ ସମ୍ପତ୍ତି ପରିମାଣ କ୍ରମାଗତ ଭାବେ ବୃଦ୍ଧିପାଇବାରେ ଲାଗିଛି । କେବଳ ୨୦୨୧ରେ ଆଦାନୀଙ୍କ ସମ୍ପତ୍ତି ପରିମାଣ ୪୯ ବିଲିୟନ ଡଲାର ବୃଦ୍ଧିପାଇଛି । ଆଦାନୀଙ୍କ ଗୋଟିଏ… Read More...
Corporate ଟାଟା ସନ୍ସର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ୍ ହେଲେ ଏୟାର ଇଣ୍ଡିଆର ଅଧ୍ୟକ୍ଷ OPA Mar 14, 2022 0 ଟାଟା ସନ୍ସର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ୍ଙ୍କୁ ଏୟାର ଇଣ୍ଡିଆର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ସୋମବାର ବେସାମରିକ ବିମାନ ଚଳାଚଳର ନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି। ଚନ୍ଦ୍ରଶେଖରନ୍ ଅକ୍ଟୋବର ୨୦୧୬ରେ ଟାଟା ସନ୍ସ… Read More...
Corporate ଇପିଏଫ ସୁଧହାରକୁ ହ୍ରାସ କଲେ କେନ୍ଦ୍ର ସରକାର OPA Mar 12, 2022 0 କର୍ମଚାରୀ ଭବଷ୍ୟନିଧି ପାଣ୍ଠି(ଇପିଏଫ) ଉପରେ ମିଳୁଥିବା ସୁଧହାରକୁ ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ପୂର୍ବରୁ ଇପିଏଫ ଉପରେ ୮.୫% ସୁଧ ମିଳୁଥିବା ବେଳେ ଏବେ ଏହାକୁ ୮.୧%କୁ ହ୍ରାସ କରାଯାଇଛି। ୨୦୨୧-୨୨ ବର୍ଷ ପାଇଁ ଏହି… Read More...
Corporate ୧ ଏପ୍ରିଲ ରେ ଲାଗୁ ହେବ ପିଏଫର ନୂଆ ନିୟମ OPA Mar 11, 2022 0 ୧ ଏପ୍ରିଲ ରେ ଲାଗୁ ହେବ ପିଏଫର ନୂଆ ନିୟମ । ଏହି ନିୟମ ଅନୁଯାୟୀ ୧.୨୩ ଲକ୍ଷ ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିବ । ଟାକ୍ସ କାରବାରକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ହାଇ ଇନକମ ଇଣ୍ଡିଭିଜୁଆଲ ମାନେ ଧନି ଶ୍ରେଣୀର… Read More...