Entertainment ଟ୍ରୋଲ୍ ହେଲେ ଅଜୟ ଦେବଗନ୍ OPA Apr 20, 2022 0 ଅଜୟ ଦେବଗନ୍ ଏବଂ ଶାହାରୁଖ ଖାନ୍ ବର୍ତ୍ତମାନ ପର୍ଯ୍ୟନ୍ତ ବିମଲ୍ ଇଲାୟିଚିଙ୍କ ବିଜ୍ଞାପନରେ ନଜର ଆସିଛନ୍ତି । ବର୍ତ୍ତମାନ ଏହି ବିଜ୍ଞାପନରେ ଅକ୍ଷୟ କୁମାର ମଧ୍ୟ ନଜର ଆସିଛନ୍ତି। ଏହି ସବୁ ବିଷୟରେ, ଲୋକମାନେ ଅତୀତରେ ସୋସିଆଲ… Read More...
Entertainment ଚାଲିଗଲେ ପ୍ରଖ୍ୟାତ ଫିଲ୍ମ ନିର୍ମାତା ଟି ରାମା ରାଓ OPA Apr 20, 2022 0 ପ୍ରଖ୍ୟାତ ଫିଲ୍ମ ନିର୍ମାତା ଟି ରାମା ରାଓ ଆଉ ନାହାନ୍ତି। ଏନଟି ରାମା ରାଓ, ରଜନୀକାନ୍ତ ଓ ଅମିତାଭ ବଚ୍ଚନଙ୍କ ଭଳି ଅଭନେତାଙ୍କୁ ନେଇ ଫିଲ୍ମ କରିଥିବା ଟି ରାମା ରାଓ ଆଜି ୮୪ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।… Read More...
Entertainment ମା’ ହେଲେ କାଜଲ ଅଗ୍ରୱାଲ OPA Apr 19, 2022 0 ସାଉଥ ଏବଂ ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ଘରେ ଖୁସିର ଲହରୀ। କାରଣ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି। ଏ ନେଇ ବେଶ ଖୁସି ଅଛନ୍ତି ସ୍ୱାମୀ ଗୌତମ କିଚଲୁ | କାଜଲ ମା' ହେବାର ଖବର ସୋସିଆଲ ମିଡିଆରେ ପ୍ରଚାର ହେବା… Read More...
Entertainment ଚାଲିଗଲେ ବିଶିଷ୍ଟ ସଂଗୀତଜ୍ଞ ପ୍ରଫୁଲ କର OPA Apr 18, 2022 0 ଚାଲିଗଲେ ବିଶିଶ୍ଟ ସଂଗୀତଜ୍ଞ ପ୍ରଫୁଲ କର। ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ରବିବାର ରାତିରେ ଆଖି ବୁଜିଛନ୍ତି ଏହି ସଙ୍ଗୀତ ଯାଦୁକର । ଶହ ଶହ ସୁମଧୁର ଗୀତରେ ଓଡ଼ିଆ ଦର୍ଶକଙ୍କୁ ବାନ୍ଧି ରଖିଥିବା ଏହି… Read More...
Entertainment ବିଜ୍ଞାପନ କରି ଫଶିଲେ ଅକ୍ଷୟ କୁମାର OPA Apr 17, 2022 0 ବିମଲ ଅଳେଇଚର ନୂଆ ବିଜ୍ଞାପନ ଏବେ ପ୍ରସାରଣ ହେଉଛି। ପୂର୍ବରୁ ଏହି ବିଜ୍ଞାପନ ଚିତ୍ରରେ ଶାହରୁଖ ଖାନ ଓ ଅଜୟ ଦେବଗନ ଅଭିନୟ କରୁଥିବା ବେଳେ ଏବେ ଅକ୍ଷୟ କୁମାରଙ୍କୁ ଦେଖା ଯାଉଛି। ଏହି ଆଡ ପ୍ରସାରଣ ପରେ ସୋସିଆଲ… Read More...
Entertainment ‘ଦ କଶ୍ମୀର ଫାଇଲ୍ସ’ ପରେ ବିବେକ ଅଗ୍ନିହୋତ୍ରୀ ନିର୍ମାଣ କରିବେ “ଦିଲ୍ଲୀ ଫାଇଲ୍ସ” OPA Apr 15, 2022 0 'ଦ କଶ୍ମୀର ଫାଇଲ୍ସ' ସକସେସ୍ ପରେ ଏବେ ମୁଭି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏକ ବଡ ଘୋଷଣା କରିଛନ୍ତି । ସେ ତାଙ୍କ ଟ୍ୱିଟରରେ ତାଙ୍କ ଅପକମିଂ ଫିଲ୍ମରେ ପ୍ଲାନ ବିଷୟରେ କିଛି କଥା ସେୟାର କରିଛନ୍ତି । ଏବେ "ଦିଲ୍ଲୀ… Read More...
Entertainment ବିବାହ ବନ୍ଧନରେ ବାନ୍ଧି ହେଲେ ରଣବୀର-ଆଲିଆ OPA Apr 14, 2022 0 ବହୁ ବର୍ଷ ଅପେକ୍ଷାର ଅନ୍ତ ଘଟିଲା। ଶେଷରେ ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟ। କିଛି ବର୍ଷ ହେଲା ପ୍ରେମ ସଂପର୍କରେ ଥିବା ରଣବୀର ଓ ଆଲିଆ ଶେଷରେ ବିବାହ କରିଛନ୍ତି।… Read More...
Entertainment ରିଲିଜ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ କେଜିଏଫ୍-୨ OPA Apr 14, 2022 0 କନ୍ନଡ଼ ସୁପରଷ୍ଟାର୍ ୟଶଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର କେଜିଏଫ୍-୨ ଆଜି ରିଲିଜ୍ ହୋଇଛି। ୟଶଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନ୍ ଓ ସଞ୍ଜୟ ଦତ୍ତଙ୍କୁ ବି ଦେଖିବାକୁ ମିଳିଛି।… Read More...
Entertainment ଆର୍ଯ୍ୟନଙ୍କ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲା; ତଦନ୍ତ କରୁଥିବା ୨ ଏନ୍ସିବି ଅଧିକାରୀ ନିଲମ୍ବିତ OPA Apr 13, 2022 0 ଗତବର୍ଷ ଚର୍ଚ୍ଚାରେ ରହିଥିଲେ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ । ଆର୍ଯ୍ୟନଙ୍କୁ କ୍ରୁଜ ଡ୍ରଗ୍ସ ପାର୍ଟିରୁ ଗିରଫ କରି ଜେଲ ପଠାଇଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) । ଏବେ ଆର୍ଯ୍ୟନଙ୍କ… Read More...
Entertainment ରୋମାଣ୍ଟିକ ଲୁକରେ ରଣବୀର-ଆଲିଆ OPA Apr 10, 2022 0 ବଲିଉଡ କପୁଲ ରଣବୀର କପୁର ଓ ଆଲିଆ ଭଟ୍ଟ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ବିବାହକୁ ନେଇ ଏମାନେ ଏବେ ଖୁବ୍ ଚର୍ଚ୍ଚାରେ । ଏହାରି ଭିତରେ ରିଲିଜ୍ ହୋଇଛି ଉଭୟଙ୍କ ଅଭିନୀତ ତଥା ବହୁ ପ୍ରତିକ୍ଷିତ ଫିଲ୍ମ… Read More...
Entertainment ହନୀ ସିଂଙ୍କୁ ମାରପିଟ; ଥାନାରେ ମାମଲା ରୁଜୁ OPA Apr 7, 2022 0 ର୍ୟାପର ହନୀ ସିଂଙ୍କୁ ୫ଜଣ ଅଜ୍ଞାତ ଲୋକ ମାରପିଟ କରିଛନ୍ତି । ଏ ନେଇ ହନୀ ସିଂ ଥାନାରେ ମାମଲା ରୁଜୁ କରିଛନ୍ତି । ସେ ଏକ ସ୍ଥାନରେ ତାଙ୍କ ଶୋ କରୁଥିବା ବେଳେ ଏହି ବ୍ୟକ୍ତିମାନେ ଷ୍ଟେଜ ଉପରେ ଚଢ଼ି ବିୟର ବୋତଲ ଦେଖାଇବା ସହ… Read More...
Entertainment ସଲମାନ ଖାନଙ୍କୁ ବମ୍ବେ ହାଇକୋର୍ଟରୁ ଆଶ୍ୱସ୍ତି OPA Apr 5, 2022 0 ଅଭିନେତା ସଲମାନ ଖାନଙ୍କୁ ଆଜି ବମ୍ବେ ହାଇକୋର୍ଟରୁ ମିଳିଛି ବଡ଼ ଆଶ୍ୱସ୍ତି। ଗୋଟିଏ ନୁହେଁ ବରଂ ଦୁଇ ଦୁଇଟି ଅଦାଲତି ମାମଲାରେ ସଲମାନ ଆଶ୍ୱସ୍ତି ପାଇଛନ୍ତି। ଗୋଟିଏ ମାମଲାରେ ବମ୍ବେ ହାଇକୋର୍ଟ ମଙ୍ଗଳବାର ସଲମାନଙ୍କୁ ଆଶ୍ୱସ୍ତି… Read More...
Entertainment ହର୍ଷ-ଭାରତୀଙ୍କ ଘରକୁ ଆସିଲା ନୂଆ ଅତିଥି OPA Apr 3, 2022 0 ବହୁଦିନର ପ୍ରତୀକ୍ଷା ପରେ ଭାରତୀ ତାଙ୍କ ପ୍ରଶଂସକମାନଙ୍କୁ ଖୁସି ଖବର ଦେଇଛନ୍ତି | ହର୍ଷ-ଭାରତୀଙ୍କ ଔରସରୁ ଆଜି ପୁତ୍ର ସନ୍ତାନ ଜନ୍ମ ହୋଇଛି | କମେଡି କୁଇନ୍ ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟା ସୋସିଆଲ ମିଡିଆ ପ୍ଲାଟଫର୍ମ… Read More...
Entertainment ଅଫ ଏୟାର୍ ହେବ ଦ କପିଲ ଶର୍ମା ଶୋ’ OPA Mar 25, 2022 0 ନିକଟରେ ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଡେରା ପକାଇଥିଲେ କମେଡି କିଙ୍ଗ୍ କପିଲ ଶର୍ମା । ଚାଲିଥିଲା ନନ୍ଦିତା ଦାସଙ୍କ ଫିଲ୍ମର ସୁଟିଂ । କପିଲଙ୍କ ନୂଆ ଫିଲ୍ମ ଆସୁଥିବା ନେଇ ଅନେକ ଲୋକ ଖୁସି ଥିବାବେଳେ ଏବେ କପିଲଙ୍କ ଶୋ'କୁ… Read More...