Bignews ଗାଡ଼ିରୁ ଜବତ ହେଲା ୧୫ କେଜିରୁ ଅଧିକ ସୁନା OPA May 14, 2024 0 ଗାଡ଼ିରୁ ଜବତ ହେଲା ୧୫ କେଜିରୁ ଅଧିକ ସୁନା । ଫ୍ଳାଇଙ୍ଗ ସ୍କ୍ୱାର୍ଡ ହାତରେ ଲାଗିଛି ଓଡିଶାକୁ ସୁନା ଆଣୁଥିବା ଗାଡି । ଏହି ଘଟଣାରେ CT AND GST ଟିମ୍ ର ତଦନ୍ତ ଜାରି ରହିଛି । ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସୁଥିଲା ଗାଡ଼ି ।… Read More...