Browsing Tag

national news

ସାହାରା ଗ୍ରୁପର ଚେୟାରମ୍ୟାନ ସୁବ୍ରତ ରାୟଙ୍କ ବିରୋଧରେ ଗିରଫ ୱାରେଣ୍ଟ

ସାହାରା ଗ୍ରୁପର ଚେୟାରମ୍ୟାନ ସୁବ୍ରତ ରାୟଙ୍କ ବିରୋଧରେ ଗିରଫ ୱାରେଣ୍ଟ । ତେବେ କୋର୍ଟରେ ହାଜର ହେବା ପାଇଁ ତାଙ୍କ ବାରମ୍ବାର ନୋଟିସ ପଠାଯାଇଥିଲା କିନ୍ତୁ ସେ ଏହାକୁ ପ୍ରତ୍ୟାଖାନ କରିଆସୁଥିଲେ । ଫଳରେ ତାଙ୍କ ବିରୋଧରେ ଗିରଫ…
Read More...

ଫିନଲାଣ୍ଡକୁ ଋଷର ଚେତାବନୀ; ନାଟୋରେ ସାମିଲ ହେଲେ ପଡିବ ମହଙ୍ଗା

ୟୁକ୍ରେନ ପରେ ଋଷ ଟାର୍ଗେଟରେ ଉତ୍ତର ୟୁରୋପ । ନାଟୋ ମେମ୍ବରସିପକୁ ନେଇ ଫିନଲାଣ୍ଡକୁ ଚେତାବନୀ ଦେଇଛି ଋଷ। ଫିନଲାଣ୍ଡ ନାଟୋରେ ସାମିଲ ହେଲେ ଏହା ଋଷ-ଫିନଲାଣ୍ଡ ସମ୍ପର୍କକୁ ପ୍ରଭାବିତ କରିବ ଓ ଏହାଦ୍ୱାରା ଉତ୍ତର ୟୁରୋପରେ…
Read More...

ଆସନ୍ତା ୨୭ରେ କେରଳ ଛୁଇଁବ ମୌସୁମୀ

ଚାଷୀଙ୍କ ପାଇଁ ଭଲ ଖବର। ପୂର୍ବବର୍ଷ ଗୁଡ଼ିକ ତୁଳନାରେ ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶୀଘ୍ର କେରଳ ଛୁଇଁବ। ଆସନ୍ତା ୨୭ ତାରିଖରେ ମୌସୁମୀ କେରଳ ଛୁଇଁବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ…
Read More...

ୟୁଏଇର ରାଷ୍ଟ୍ରପତିଙ୍କ ପରଲୋକ

ୟୁଏଇର ରାଷ୍ଟ୍ରପତି ସେଖ ଖଲିଫା ବିନ ଜାୟଦ ଅଲ ନାହୟାନଙ୍କ ପରଲୋକ । ଏନେଇ ଦେଶର ନ୍ୟୁଜ ଏଜେନ୍ସି ଡବ୍ଲୁଏଏମ ସୂଚନା ଦେଇଛି । ଶୁକ୍ରବାର ତାଙ୍କର ଦେହାନ୍ତ ହୋଇଛି । ଶେଖ ଖଲିଫା ୨୦୦୪ ନଭେମ୍ବର ୩ରେ ୟୁନାଇଡେଟ ଆରବ ଏମିରେଟସରର…
Read More...

ଅଟକିଲା ଏଲନ ମସ୍କଙ୍କ ଟ୍ୱିଟର ଡିଲ୍‌

ଏଲନ ମସ୍କ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ଡିଲ୍‌କୁ ବର୍ତ୍ତମାନ ପାଇଁ ହୋଲ୍ଡରେ ରଖିଛନ୍ତି । ମସ୍କ ଏହାର ସୂଚନା ନିଜର ଟ୍ୱିଟର ହାଣ୍ଡଲ ମାଧ୍ୟମରେ ଦେଇଛନ୍ତି । ଏଲନ ମସ୍କଙ୍କର କହିବା ହେଲା କି ଟ୍ୱିଟରରେ ସ୍ପାମ୍‌ ବା…
Read More...

ଘୁଞ୍ଚିବନି ନିଟ ପରୀକ୍ଷା

ଘୁଞ୍ଚିବନି ନିଟ ପରୀକ୍ଷା । ମେ’ ୨୧ରେ ହେବ ନିଟ ପରୀକ୍ଷା । ସେପଟେ ସୁପ୍ରିମ୍ କୋର୍ଟ ‘ନିଟ୍-ପିଜି ୨୦୨୨’ ପରୀକ୍ଷା ସ୍ଥଗିତ କରାଇବା ପାଇଁ ଦାଏର ହୋଇଥିବା ଆବେଦନକୁ ଖାରଜ କରିଛନ୍ତି। ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ…
Read More...

କେଦାରନାଥରେ ଭିଆଇପି ଦର୍ଶନ ଉପରେ ଲାଗିଲା ରୋକ

ଚାରଧାମ ଯାତ୍ରାରେ କେଦାରନାଥ ପୋଲିସ ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତି ନିଆଯାଇଛି । ଭକ୍ତ ଙ୍କ ପାଇଁ ଦୀର୍ଘ ଦୁଇ ବର୍ଷ ପରେ ଚାରଧାମ ଯାତ୍ରା ପାଇଁ ନିୟମ କୋହଳ ହୋଇଥିବା ବେଳେ ତୀର୍ଥକ୍ଷେତ୍ରରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ…
Read More...

ଖଣି ସଚିବ ପୂଜା ସିଂଘଲ ସସପେଣ୍ଡ

ଝାଡଖଣ୍ଡର ବିବାଦୀୟ ଆଇଏଏସ ତଥା ଖଣି ସଚିବ ପୂଜା ସିଂଘଲ ସସପେଣ୍ଡ ହୋଇଛନ୍ତି । ତାଙ୍କୁ ନିଲମ୍ବନ କରାଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ମନରେଗା ସହ ବିଭିନ୍ନ ଦୁର୍ନୀତି ଅଭିଯୋଗରେ ଗତକାଲି ପୂଜାଙ୍କୁ…
Read More...

ଏଥର ସଂସ୍କୃତ ସମେତ ୮ ଭାରତୀୟ ଭାଷାକୁ Googleରେ କରିପାରିବେ ଅନୁବାଦ

ସର୍ଚ୍ଚ ଇଞ୍ଜିନ 'ଗୁଗଲ' ତାଙ୍କ ଅନୁବାଦ ପ୍ଲାଟଫର୍ମରେ ସଂସ୍କୃତ ସମେତ ୮ ଭାରତୀୟ ଭାଷାଙ୍କୁ ସଂଯୁକ୍ତ କରିଛନ୍ତି। ୩୦ କୋଟିରୁ ଅଧିକ ଲୋକେ କହୁଥିବା ୨୪ ନୂଆ ଭାଷାଙ୍କୁ ଗୁଗଲ ଅନୁବାଦ ପ୍ଲାଟଫର୍ମରେ ସଂଯୁକ୍ତ କରାଯାଇଛି। ଏ…
Read More...

ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ହେବେ ରାନିଲ ବିକ୍ରମସିଙ୍ଘେ

ଶ୍ରୀଲଙ୍କାର ସଙ୍କଟ ଭିତରେ ୟୁନାଇଟେଡ୍ ନ୍ୟାସନାଲ୍ ପାର୍ଟିର ନେତା ରାନିଲ ବିକ୍ରମସିଙ୍ଘେ ଆଜି ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ଆଜି ସନ୍ଧ୍ୟା ୬ଟା ୩୦ ବେଳକୁ ରାନିଲ ବିକ୍ରମସିଙ୍ଘେ ଶପଥ ନେବେ। ରାନିଲ୍…
Read More...

ତାଜମହଲର ୨୨ କୋଠରୀ ଖୋଲିବା ମାମଲା; ଆବେଦନକାରୀଙ୍କୁ ଆହ୍ଲାବାଦ ହାଇକୋର୍ଟଙ୍କ ଶକ୍ତ ଝଟ୍‌କା

ତାଜମହଲରେ ବନ୍ଦ ଥିବା ୨୨ଟି କୋଠରୀକୁ ଖୋଲିବା ଲାଗି ହୋଇଥିବା ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଦେଇଛନ୍ତି। ତାଜମହଲର ଇତିହାସ ସମ୍ପର୍କରେ ଯାଞ୍ଚ କରିବାକୁ ୨୨ଟି କୋଠରି ଖୋଲିବା ପାଇଁ ଏକ ତଥ୍ୟ ଅନ୍ୱେଷଣକାରୀ ଟିମ୍…
Read More...

ପୁଣି ଜଣେ କାଶ୍ମୀର ପଣ୍ଡିତଙ୍କୁ ଗୁଳିମାଡ

ଜମ୍ମୁ କାଶ୍ମୀରରେ ପୁଣି ଜଣେ କାଶ୍ମୀର ପଣ୍ଡିତଙ୍କୁ ଗୁଳିମାଡ ହୋଇଛି । ଆତଙ୍କବାଦୀ ତହସିଲଦାରଙ୍କ ଅଫିସରେ ପସି ଗୁଳି କରିଛନ୍ତି । ରାଜସ୍ୱ ବିଭାଗର ଅଧିକାରୀ ଭାବେ କାମ କରୁଥିବା ରାହୁଲ ଭଟ୍ଟଙ୍କୁ ନିଶାନା କରିଥିଲେ…
Read More...

ମଦ୍ରାସାରେ ଜାତୀୟସଙ୍ଗୀତ ଗାନକୁ ବାଧ୍ୟତାମୂଳକ

ଉତ୍ତର ପ୍ରଦେଶର ସମସ୍ତ ମଦ୍ରାସାରେ ଗୁରୁବାରଠାରୁ ଜାତୀୟ ସଙ୍ଗୀତ ଗାନକୁ ବାଧ୍ୟତାମୂଳକ କରାଯାଇଛି । ଉତ୍ତର ପ୍ରଦେଶ ମଦ୍ରାସା ଶିକ୍ଷା ବୋର୍ଡର ରେଜିଷ୍ଟ୍ରାର ଏସ ଏନ ପାଣ୍ଡେ ସମସ୍ତ ଜିଲା ଅଳ୍ପସଂଖ୍ୟକ କଲ୍ୟାଣ ଅଧିକାରୀଙ୍କୁ…
Read More...

ଚିତ୍ରା ରାମକୃଷ୍ଣଙ୍କ ଜାମିନ ଆବେଦନ ଖାରଜ

ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ ଗୁରୁବାର ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ପୂର୍ବତନ ମୁଖ୍ୟ ଚିତ୍ରା ରାମକୃଷ୍ଣ ଏବଂ ଗ୍ରୁପ୍‌ ଅପରେଟିଂ ଅଫିସର ଆନନ୍ଦ ସୁବ୍ରମଣ୍ୟମଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି।…
Read More...