Bignews ନକ୍ସଲ-ପୋଲିସ ମୁହାଁମୁହିଁ; ୭ ନକ୍ସଲ ମୃତ OPA May 23, 2024 0 ଛତିଶଗଡ ନାରାୟଣପୁର ଜିଲ୍ଲାର ନକ୍ସଲ-ପୋଲିସ ମୁହାଁମୁହିଁ । ନାରାୟଣପୁର, ବିଜାପୁର ଏବଂ ଦନ୍ତେୱାଡାରେ ପୋଲିସ ନକ୍ସଲଙ୍କୁ ଘେରି ରହିଛନ୍ତି । ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିଲା ଯେଉଁଥିରେ ୭ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି ।… Read More...