Browsing Tag

odisha news

ଶୁଭାରମ୍ଭ ହେଲା ବିଧାନସଭା ବିବରଣୀର ଡିଜିଟାଇଜେସନ୍‌

ଇତିହାସକୁ ସୁରକ୍ଷା ଦେବା ଆମର ପ୍ରମୁଖ କର୍ତ୍ତବ୍ୟ । ଓଡ଼ିଶା ବିଧାନସଭାର ବହୁ ମୂଲ୍ୟବାନ ବିବରଣୀ, ତଥ୍ୟ, ଦସ୍ତାବିଜ୍‌, ନଥିପତ୍ର ଓ ଗ୍ରନ୍ଥଗୁଡ଼ିକର ଡିଜିଟାଇଜେସନ୍‌ କାର୍ଯ୍ୟର ଶୁଭାରମ୍ଭ କରି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ…
Read More...

ଅନୁଗୁଳରୁ ସମ୍ବଲପୁର ଆସୁଥିବା ବସ ଦୁର୍ଘଟଣାଗ୍ରସ୍ତ; ୨୦ରୁ ୩୦ ଜଣ ଯାତ୍ରୀ ଆହତ ହୋଇଥିବାର ସୂଚନା

ଅନୁଗୁଳରୁ ସମ୍ବଲପୁର ଆସୁଥିବାବେଳେ ଆଜି ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି | ଏଥିରେ ୨୦ରୁ ୩୦ ଜଣ ଯାତ୍ରୀ ଆହତ ହୋଇଥିବାର ସୂଚନା ମିଳିଛି | ମିଳିଥିବା ସୂଚନା ମୁତାବକ ଆଜି ଅନୁଗୁଳରୁ ସମ୍ବଲପୁର ଆସୁଥିବା ଗରୁଡ(ଓଆର ୧୫ ଏଚ…
Read More...

ଜେଲ ଗଲେ ଅବସରପ୍ରାପ୍ତ ଓଆଇଏସ ଅଧିକାରୀ ନିରଞ୍ଜନ ସେଠୀ

ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ଅବସରପ୍ରାପ୍ତ ଓଆଇଏସ ଅଧିକାରୀ ନିରଞ୍ଜନ ସେଠୀଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି | ଆଉ ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ୧୪ ଦିନିଆ ବିଚାରବିଭାଗୀୟ…
Read More...

ନିଶାମୁକ୍ତ ଅଭିଯାନରେ ବାର୍ତାବହ ହୁଅନ୍ତୁ ସୋଆ ଛାତ୍ରଛାତ୍ରୀ: ପୋଲିସ୍ କମିଶନର

ଭୁବନେଶ୍ୱର: ଧଳା ଜହର ବଳୟରେ ସମାଜ କଳୁଷିତ ହେବାରେ ଲାଗିଛି । ଅନେକ ପରିବାର ଧ୍ୱଂସ ହୋଇଯାଉଛି । ତେବେ ସମାଜକୁ ନିଶାମୁକ୍ତ କରିବାରେ ଯୁବଗୋଷ୍ଠୀଙ୍କର ଅନେକ ଆବଶ୍ୟକତା ରହିଛି । ସେମାନେ ହିଁ ନିଶା କବଳରୁ ସମାଜକୁ…
Read More...

ସମ ଅଲ୍ଟିମେଟ୍ ମେଡିକେୟାର ଓ ସମ୍ କୋଭିଡକୁ “ସିକ୍ସ ସିଗମା ହେଲ୍‌ଥ କେୟାର ଏକ୍ସିଲେନ୍ସ’ ସମ୍ମାନ

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉତ୍କର୍ଷତା ଓ ପୁରସ୍କୃତ ହେବା ଧାରାରେ ଆଉ ଏକ ପାଦ ଆଗେଇଛି ସମ୍‌ ଅଲ୍ଟିମେଟ୍ ମେଡିକେୟାର (ସମମ୍‌)। ଶ୍ରେଷ୍ଠ ହସ୍ପିଟାଲ ଏବଂ ଶ୍ରେଷ୍ଠ ରୋଗୀ ସେବା ପ୍ରଦାନକାରୀ ଭାବେ ସମ୍ ଅଲ୍ଟିମେଟ୍‌…
Read More...

ବିଶିଷ୍ଟ ଓଡ଼ିଆଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ

ବିଶିଷ୍ଟ ଓଡ଼ିଆଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ। ବାବା ବଳିଆ, ଶାସ୍ତ୍ରୀୟ ସଂଗୀତ ଗାୟିକା ଶ୍ୟାମାମଣି ଦେବୀ, ସାହିତ୍ୟିକ ନରସିଂହ ପ୍ରସାଦ ଗୁରୁଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ସ୍ୱତନ୍ତ୍ର…
Read More...

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା; ପୂର୍ବତନ ପ୍ରଶାସନିକ ଅଧିକାରୀ ନିରଞ୍ଜନ ସେଠୀ ଗିରଫ

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ବଡ଼ ଖୁଲାସା । ହତ୍ୟାଘଟଣାରେ ଆସିଲା ନୂଆ ମୋଡ଼ । ଗିରଫ ହେଲେ ପୂର୍ବତନ ପ୍ରଶାସନିକ ଅଧିକାରୀ ନିରଞ୍ଜନ ସେଠୀ । ଖାଲି ନିରଞ୍ଜନ ସେଠୀ ନୁହେଁ ଅନ୍ୟ ଜଣେ ଅଭିଯୁକ୍ତ…
Read More...

ପଖାଳ ଖାଇ ପଖାଳ ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ; ଦେଖନ୍ତୁ ଭିଡ଼ିଓ

ପଖାଳ ଦିବସରେ ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପାରମ୍ପରିକ ଓଡ଼ିଆ ବାସନରେ ପଖାଳ ସହ ନାନା ବ୍ୟଞ୍ଜନ ଖାଇଛନ୍ତି ନବୀନ। ପଖାଳ ମୋର ପସନ୍ଦ ବୋଲି ସେ କହିଛନ୍ତି। ଏହା ସହ ସମସ୍ତଙ୍କୁ ପଖାଳ ଦିବସର ଶୁଭେଚ୍ଛା…
Read More...

ହୋଲିଖେଳକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ; ୩୦ରୁ ଅଧିକ ବୋମା ମାଡ଼

ଝିମିଟି ଖେଳରୁ ମହାଭାରତ ପରି ହୋଲି ଖେଳରୁ ହୋଇଛି ବୋମା ମାଡ଼। ଗାଁରେ ଫୁଟିଛି ୩୦ରୁ ଅଧିକ ବୋମା ମାଡ଼। ଗୁଳି ମଧ୍ୟ ଫୁଟିଛି। ଆଜି ଏପରି ଚିତ୍ର ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଞ୍ଚଳରେ ଘଟିଛି।ଆଜି ଥିଲା ରଙ୍ଗର ପର୍ବ…
Read More...

୨୧ରୁ ବର୍ଷା ହେବାର ସମ୍ଭାବନା

ଖରାରୁ ମିଳିବ ତ୍ରାହି । ଆସନ୍ତା ୨୧ରୁ ବର୍ଷା ସମ୍ଭାବନା । ୨୧ରୁ ୨୩ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ…
Read More...

ରାଜ୍ୟବାସୀଙ୍କୁ ହୋଲି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଆଜି ଭାଇଚାରା ଓ ରଙ୍ଗର ପର୍ବ ହୋଲି । ଗାଁ ଠୁ ସହର ସବୁଠି ଉତ୍ସବମୁଖର ପରିବେଶ । ରଙ୍ଗର ପର୍ବ ହୋଲି ଅବସରରେ ରାଜ୍ୟବାସୀଙ୍କୁ ଏକ ଭିଡିଓ ବାର୍ତ୍ତାରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମସ୍ତ କୋଭିଡ…
Read More...

ସିଂହଦ୍ୱାର ବ୍ୟାରିକେଟ ଠେଲି ଧସେଇ ପଶିଲେ ଭକ୍ତ

ଆଜି ଦୋଳପୂର୍ଣ୍ଣିମା ହୋଇଥିବାରୁ ପୁରୀ ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି ଖୁବ ଧୁମଧାମରେ ଅନୁଷ୍ଠିତ ହୋଇଥାଏ । ଆଜି ମହାପ୍ରଭୁଙ୍କ ସୁନାବେଶ ହୋଇଥାଏ । ଯାହାକୁ ଦର୍ଶନ କରିବା ନିମନ୍ତେ ବଡଦାଣ୍ଡରେ ଭକ୍ତଙ୍କ ପ୍ରବଳ ଗହଳି…
Read More...

ଭାସିଗଲେ ୭ ଯୁବକ

ରଙ୍ଗ ଖେଳିବା ପରେ ନଦୀରେ ଗାଧୋଇବାକୁ ଯାଇ ଖରସ୍ରୋତାରେ ନିଖୋଜ ହୋଇଯାଇଛନ୍ତି ଯାଜପୁରର ୭ ଯୁବକ । ନିଖୋଜମାନଙ୍କୁ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ଖୋଜାଖୋଜି ଚଳାଇଛନ୍ତି । ହେଲେ ଯେଉଁ ସ୍ଥାନରେ ଯୁବକମାନେ ନିଖୋଜ…
Read More...

ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର କାର୍ଯ୍ୟର ତଦାରଖ କଲେ ମୁଖ୍ୟ ଶାସନ ସଚିବ ଓ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫ଟି ସଚିବ ଭି.କେ. ପାଣ୍ଡିଆନ୍ ରାଉରକେଲା ଗସ୍ତରେ ଆସି ବିପିୟୁଟି କ୍ୟାମ୍ପସରେ ନିର୍ମାଣାଧୀନ ବିର୍ସା ମୁଣ୍ଡା…
Read More...