Odisha ସିଂହଦ୍ୱାର ଗୁମୁଟରୁ ଡେଇଁ କିନ୍ନର ମୃତ OPA May 1, 2022 0 ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଅଭାବନୀୟ ଘଟଣା । ସିଂହଦ୍ୱାର ଗୁମୁଟ ଉପରୁ ଡେଇଁ କିନ୍ନରଙ୍କ ଆତ୍ମହତ୍ୟା। ଆତ୍ମହତ୍ୟା କରିଥିବା କିନ୍ନର ଜଣକ ହେଉଛନ୍ତି ନିମାପଡା ଗଡଇଟା ପୋଖରୀ ଗ୍ରାମର ବଳରାମ ରାଉତ । ଆଜି ମଧ୍ୟାହ୍ନ… Read More...
Odisha ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ; ମୁଣ୍ଡ ଉପରେ ଥିଲା ୫ଲକ୍ଷ ଟଙ୍କାର ପୁରସ୍କାର ରାଶି OPA May 1, 2022 0 କଳାହାଣ୍ଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ଆଉ ଜଣେ ହାର୍ଡକୋର ମାଓବାଦୀ । ତା ନାଁ ଲାଲସୁ ଓରଫ ଲକ୍ଷ୍ମଣ ଆପକା । ଆଜି ଏହି ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛି । ଦୀର୍ଘ ୧୩ ବର୍ଷ ଧରି ଛତିଶଗଡ଼ ଏବଂ ଓଡିଶା ମାଓ… Read More...
Odisha ହଠାତ ଅସୁସ୍ଥ ହୋଇପଡିଲେ ବିଧାୟକ ସୁବାସ ପାଣିଗ୍ରାହୀ OPA May 1, 2022 0 ହଠାତ ଅସୁସ୍ଥ ହୋଇପଡିଲେ ବିଧାୟକ ସୁବାସ ପାଣିଗ୍ରାହୀ । ଭୁବନେଶ୍ୱରରୁ ଦେବଗଡ କୋର୍ଟକୁ ସ୍ଥାନାନ୍ତର କରୁଥିଲା ପୋଲିସ । ଗିରଫ ପରେ ବିଧାୟକଙ୍କୁ ଦେବଗଡ କୋର୍ଟକୁ ନିଆଯାଉଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ବେଳେ ଅସୁସ୍ଥ ଅନୁଭବ… Read More...
Bignews ବଦଳିଲା ସ୍କୁଲ ଖୋଲିବା ସମୟ, ସକାଳ ୬ ଟାରୁ ୯ଟା ଯାଏ ହେବ ପାଠପଢ଼ା OPA Apr 30, 2022 0 ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ଖୋଲିବା ଓ ପାଠପଢ଼ା ସମୟରେ ପରିବର୍ତ୍ତନ କରିଛନ୍ତି । ନୂଆ ନିର୍ଦ୍ଦେଶ ଅନୁଯାୟୀ ସ୍କୁଲଗୁଡ଼ିକ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ଚାଲିବ । ଏ ନେଇ ସ୍କୁଲ ଓ… Read More...
Bignews ବଢ଼ିଲା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ OPA Apr 30, 2022 0 ବୃଦ୍ଧି ପାଇଲା ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ, ଅତି କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ । ୮୯ଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ପାରିଶ୍ରମିକ ବୃଦ୍ଧି କରାଯାଇଛି । ଏନେଇ ଶ୍ରମ… Read More...
Odisha ୩ ମାସ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ OPA Apr 30, 2022 0 ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ୩ ମାସ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ବଉଳା କୁମ୍ଭୀର ମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ବନବିଭାଗ ପକ୍ଷରୁ ଏପରି… Read More...
Odisha ଏଥର ଶିକ୍ଷାନୁଷ୍ଠାନରେ ଓଡ଼ିଆରେ ଲେଖାଯିବ ନାମଫଳକ OPA Apr 30, 2022 0 ରାଜ୍ୟର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ନାମଫଳକ ଓଡ଼ିଆ ଭାଷାରେ ଲେଖାଯିବାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏନେଇ ଉନ୍ନୟନ କମିଶନର ତଥା ଅତିରିକ୍ତ… Read More...
Odisha ପୁଣି ଦାନା ବାନ୍ଧିଲାଣି ବାତ୍ୟା OPA Apr 30, 2022 0 ମାଡ଼ି ଆସୁଛି ବାତ୍ୟା । ଆକଳନ ଯଦି ଠିକ୍ ରହେ, ତେବେ ଆସନ୍ତା ୧୦ ବେଳକୁ ଆସିପାରେ ବଡ଼ ଧରଣର ବାତ୍ୟା । ପ୍ରତିଥର ପ୍ରାକୃତିକ ଦୁର୍ବିପାକ ଭୋଗୁଥିବା ଉପକୂଳ ରାଜ୍ୟ ଓଡ଼ିଶା ଏବେ ଲଗାତାର ବାତ୍ୟା ଆକଳନ ଶୁଣି ରାଜ୍ୟ ବାସୀ… Read More...
Odisha ଓଡିଶାରେ ନାହିଁ କୋଇଲା ସଙ୍କଟ OPA Apr 30, 2022 0 ଦେଶର ଅନେକ ରାଜ୍ୟରେ ବର୍ତ୍ତମାନ କୋଇଲା ସଙ୍କଟ ଦେଖାଦେଇଛି । ଯାହାଫଳରେ ପ୍ରତ୍ୟେକ ଦିନ ଉକ୍ତ ରାଜ୍ୟମାନଙ୍କରେ ୧୦ ରୁ ୧୨ ଘଣ୍ଟା ବିଜୁଳି କାଟ ହେଉଛି । ଏହା ମଧ୍ୟରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କୋଇଲା… Read More...
Odisha ବଢ଼ିପାରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛୁଟି ଅବଧି OPA Apr 30, 2022 0 ବଢ଼ିପାରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛୁଟି ଅବଧି । ରାଜ୍ୟରେ ଗ୍ରୀଷ୍ମଲହରୀ ଜାରି ରହିଛି । ଟାଣ ଖରାରେ ସାଧାରଣ ଲୋକ ଅସ୍ତବ୍ୟସ୍ତ ହେବାରେ ଲାଗିଛନ୍ତି । ଏହା ମଧ୍ୟରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ବଡ଼ ବୟାନ… Read More...
Bignews ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ସନ୍ତୋଷ ଉପାଧ୍ୟାୟ OPA Apr 30, 2022 0 ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ସନ୍ତୋଷ ଉପାଧ୍ୟାୟ । ୧୯୮୮ ବ୍ୟାଚର ଆଇପିଏସ ଅଧକାରୀ ହେଉଛନ୍ତି ସନ୍ତୋଷ ଉପାଧ୍ୟୟ। ଗତକାଲି ଅଗ୍ନିଶମ ଡିଜି ଭାବରେ ସନ୍ତୋଷ ଉପାଧ୍ୟୟଙ୍କୁ ବଦଳି କରିଥିଲେ ସରକାର। ପୂର୍ବରୁ ଅରୁଣ… Read More...
Odisha ପୂର୍ବତନ ଆଇଏଫଏସ୍ ଅଧିକାରୀ ଅଭୟକାନ୍ତ ପାଠକଙ୍କ ସମ୍ପତ୍ତିକୁ ଜବତ କଲା ଇଡି OPA Apr 29, 2022 0 ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘନିଷ୍ଠ ତଥା ପୂର୍ବତନ ଆଇଏଫଏସ୍ ଅଧିକାରୀ ଅଭୟକାନ୍ତ ପାଠକଙ୍କ ୨୯.୮୩ ଲକ୍ଷ ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜବତ କରିଛି । ରାଜ୍ୟରେ ବୃକ୍ଷରୋପଣ ଓ ବନୀକରଣ… Read More...
Odisha ଏଥର ଅନଲାଇନରେ ହେବ ଏସସିବି ମେଡିକାଲର ଓପିଡି ଟିକେଟ ବୁକିଂ OPA Apr 29, 2022 0 ଅନଲାଇନରେ ଏସସିବି ଆଇଟଡୋର ଟିକେଟ ବ୍ୟବସ୍ଥା।କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଖୁବ୍ଶୀଘ୍ର ବର୍ହିବିଭାଗ ପାଇଁ ଅନ୍ଲାଇନ୍ ସ୍ଲଟ୍ ବୁକିଂ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି।ଧାଡିରେ ଛିଡା ନ… Read More...
Odisha ଶ୍ରଦ୍ଧାଳୁଙ୍କ ନିମନ୍ତେ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର OPA Apr 29, 2022 0 ଏପ୍ରିଲ ୨୯ ତାରିଖଠାରୁ ଶ୍ରଦ୍ଧାଳୁଙ୍କ ନିମନ୍ତେ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର। ଆଜିଠାରୁ ଉଭୟ ସିଂହଦ୍ଵାର ଏବଂ ପଶ୍ଚିମ ଦ୍ଵାର ଦେଇ ମନ୍ଦିର ମଧ୍ୟକୁ ପ୍ରବେଶ କରି ବଡ଼ଠାକୁରଙ୍କୁ ଦର୍ଶନ କରିଛନ୍ତି ଭକ୍ତ।… Read More...