Bignews ବାରିପଦାରେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଓ ହଣାକଟା ଘଟଣା; ବସ୍ ଚଳାଚଳ ବନ୍ଦ, ଲୋକେ ହନ୍ତସନ୍ତ OPA Jun 22, 2024 0 ବାରିପଦା ବସଷ୍ଟାଣ୍ଡରେ ହଣାକଟା ଘଟଣା। ଆଜି ବସ୍ ଚଳାଚଳ ବନ୍ଦ ରହିଛି । ଯାହାକୁ ନେଇ ଦୂରଦୂରାନ୍ତରୁ ଆସିଥିବା ଯାତ୍ରୀମାନେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ଅଭିଯୁକ୍ତକୁ ଗିରଫ କରିବା ନେଇ ଦାବି କରାଯାଇଛି। ତେବେ… Read More...