Bignews ପାଇପ ଲାଇନ କାମବେଳେ ଖସିଲା ମାଟି ଅତଡ଼ା; ୩ଜଣ ଶ୍ରମିକଙ୍କ ମୃତ୍ୟୁ OPA May 16, 2024 0 ଯାଜପୁର ଜିଲ୍ଲା ବିଞ୍ଝାରପୁର କପିଳା ରାହାଁସ ନିକଟରେ ଗତ ରାତିରେ ମାଟି ଅତଡ଼ା ଖସି ୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଲଏଣ୍ଡଟି ପାଇପ ଲାଇନ କାମ ବେଳେ ଏହି ଅଘଟଣ ଘଟିଛି। ମୃତ ୩ ଜଣ ତାମିଲନାଡ଼ୁ ଓ ବିହାରର ବୋଲି ଜଣାପଡ଼ିଛି।… Read More...