Bignews ୧୫୦ ଫୁଟ ଖାଇକୁ ଖସିଲା ବସ୍; ୧୫ ମୃତ, ୩୦ରୁ ଅଧିକ ଯାତ୍ରୀ ଆହତ OPA May 30, 2024 0 ଜମ୍ମୁ-କାଶ୍ମୀରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଜମ୍ମୁର ଅଖନୁରରେ ଘାଟିରୁ ପ୍ରାୟ ୧୫୦ ଫୁଟ ତଳ ଖାଇକୁ ବସଟି ଖସିପଡ଼ିବାରୁ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।ସୂଚନା… Read More...