Bignews ପୁରୀ ଗସ୍ତରେ 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ OPA Mar 2, 2024 0 ଆଜି ସକାଳୁ ସକାଳୁ ପୁରୀ ଗସ୍ତରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶିଷ ଲାଭ କରିଛନ୍ତି । ଏଥିସହ ବିଭିନ୍ନ ଉନ୍ନତିମୂଳକ କାମର କରିଛନ୍ତି ସମୀକ୍ଷା ।… Read More...