ଭାରତ ସହ ସାମରିକ ସହଯୋଗ ସଂପର୍କୀତ ବିଲ୍ ଆମେରିକା ପ୍ରତିନିଧି ସଭାରେ ଗୃହୀତ

ଓ୍ବାସିଂଟନ:ଭାରତ ସହ ସାମରିକ ସହଯୋଗ ସଂପର୍କୀତ ବିଲ୍ ଆମେରିକା ପ୍ରତିନିଧି ସଭାରେ ଗୃହୀତ ହୋଇଛି । ୬୨୧ . ୫ ବିଲିୟନ ଡଲାରର ଏହି ପ୍ରତିରକ୍ଷା ନୀତି ବିଲ୍ରେ ଭାରତ- ଆମେରିକା ଆଡଭାନ୍ସ ଡିଫେନ୍ସ କୋ- ଅପରେସନ ସଂମ୍ପର୍କୀତ ପ୍ରସ୍ତାବ ରହିଛି । ତେବେ ଦୁଇ ଦେଶଙ୍କ ଆଗରେ ରହିଥିବା ସମାନପ୍ରକାରର ସୁରକ୍ଷା ଚ୍ୟାଲେଞ୍ଜର ମୁକାବିଲା ଲାଗି ରଣନୀତି ପ୍ରସ୍ତୁତ କରିବେ ଆମେରିକାର ବୈଦେଶିକ ବିଭାଗ ଏବଂ ସର୍ବୋଚ୍ଚ ସାମରିକ ସଂସ୍ଥାନ ପେଣ୍ଟାଗନ । ଏଥିନେଇ, ନ୍ୟାସନାଲ ଡିଫେନ୍ସ ଅଥରାଇଜେସନ ଆକ୍ଟ ୨୦୧୮ ରେ କୁହାଯାଇଛି ।

Leave A Reply

Your email address will not be published.