ସାରଥିଙ୍କ ଜାମିନ ଆବେଦନ ମାମଲା : ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

ଦିଲ୍ଲୀ: ସୁପ୍ରିମକୋର୍ଟରେ ସାରଥିଙ୍କ ଜାମିନ ଆବେଦନ ମାମଲା । ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । କାହିଁକି ସାରଥୀଙ୍କୁ ଜାମିନ ଗ୍ରହଣ କରାଯାଇପାରିବ ନାହିଁ ଜଣାଇବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ୪ ସପ୍ତାହ ମଧ୍ୟରେ ନୋଟିସର ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।ସାରଥିଙ୍କ ଓଡିକଲ ଡ.ସୁଶାନ୍ତ କୁମାର କାନୁନଗୋ ଏହି ସୂଚନା ଦେଇଛନ୍ତି । ଜଷ୍ଟିସ୍ ରମନା ଓ ଜଷ୍ଟିସ୍ ନାଜିର୍ଙ୍କ ଗଠିତ ଖଣ୍ଡପୀଠରେ ହେଉଥିଲା ଶୁଣାଣୀ ।

Leave A Reply

Your email address will not be published.