ଏପ୍ରିଲରେ ଓଡିଶା ଆସିବେ ଅମିତ ଶାହ

ଭୁବନେଶ୍ବର: ଏପ୍ରିଲରେ ଓଡିଶା ଆସିବେ ବିଜେପିର ରାଷ୍ଟ୍ରିୟ ଅଧ¥କ୍ଷ ଅମିତ ଶାହ । ଏପ୍ରିଲ ପ୍ରଥମ କିମ୍ବା ଦ୍ବିତୀୟ ସପ୍ରାହରେ ଆସିବେ ସେ ନେଇ ତାରିଖ ସ୍ପଷ୍ଟ ହୋଇନି । ହେଲେ ଏଥର ଅମିତଙ୍କ ଲକ୍ଷ¥ ରହିଛି ପଶ୍ଚିମ ଓଡିଶା । ଏନେଇ ବିଜେପି ରାଜ¥ ସଭାପତି ବସନ୍ତ ପଣ୍ଡା ସୂଚନା ଦେଇଛନ୍ତି । ଏମିତ ଶାହ ପଶ୍ଚିମ ଓଡିଶାରେ ଏକ ବିଶାଳ ଯୁବ ସାମାବେଶରେ ଉଦବୋଧନ ଦେବେ । ପଶ୍ଚିମ ଓଡିଶାରେ ଦଳର ସ୍ଥିତି ମଜଭୁତ କରିବା ଲାଗି ଏଭଳି ରଣନୀତି ଆପଣାଇଛି ବିଜେପି । ଏହାସହ ରାଜ¥ର ସାଙ୍ଗଛନିକ ସ୍ଥିତି ନେଇ ବି ମାନସ ମନ୍ଥନ ହେବ । ବିଜେପୁର ଉପ ନିର୍ବାଚନରେ ବିଜେପିର ପରାଜୟ ଦଳୀୟ କର୍ମୀଙ୍କ ମନରେ ନିରାଶା ଦେଇଥିବାରୁ ପୁଣି ଥରେ କର୍ମୀଓ ନେତାଙ୍କ ମନରେ ଶକ୍ତି ଭରିବାକୁ ଶାହ ଆସୁଥିବା ନେଇ କୁହାଯାଉଛି ।

Leave A Reply

Your email address will not be published.