ସୁନା ବେଡା : ହିନ୍ଦୁସ୍ଥାନ ଏରୋନେଟିକ ଲିମି଼ଟେଡ ହାଲ ସୁନା ବେଡା ପରିସରେ ଆସମାକ ଓ ହାଲ ପକ୍ଷରୁ ଏକ ଫିଟର ଲାବ ଉଦଘାଟିତ ହୋଇଯାଇଛି । ହାଲର ଇଡି ଦେବାଶିଷ ଦେବ,ବିଡିଓ ତ୍ରୀନାଥ ମାଝୀ ଓ ଆସମାକ୍ ପକ୍ଷରୁ ପିଆରଓ ଜଳଧ ଦାସ ଏବ ସେଣଅଟର ମ୍ୟାମେଜର ରାଜେନ୍ଦ୍ର ମହାରଣା ଯୋଗଦେଇ ଏହି ଫିଟର ସେଣ୍ଟରକୁ ଉଦଘାଟନ କରିଛନ୍ତି । ହାଲ ଗ୍ରହଣ କରିଥିବା ୧୩ ପୋଷ୍ୟଗ୍ରାମ ଅଂଛଳରୁ ଯୁବକ ଯୁବତୀ ମାନଙଅକୁ ଏହି ସେଣ୍ଟରରେ ପ୍ରଶିକ୍ଷଣ ଦିଆଯିବ ଓ ପରେ ସେମାନଙଅକୁ ଦେଶ ବିଦେଶରେ ନିଯୁକ୍ତି ଦିଆଯିବ ବୋଲି ଆସମାର୍କ ପକ୍ଷରୁ ସୂଚନା ଦିଆଯାଇଛି ।
