ବଜେଟ ଆଗତ ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ ଆଗତ କରିବାକୁ ପ୍ରସ୍ତୁତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥ ମନ୍ତ୍ରାଣଳୟରୁ ବଜେଟ ସମ୍ପର୍କିତ ସମସ୍ତ ଦସ୍ତାବିଜ ନେଇ ସେ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ସେ କେନ୍ଦ୍ର ବ୍ୟାବିନେଟରେ ଯୋଗ ଦେବା ପାଇଁ ସଂସଦରେ ପହଂଚିବେ । ଏହା ପରେ ସଂସଦରେ ଦିନ ୧୧ଟାରେ ଚଳିତ ଆର୍ଥିକ ବର୍ଷର ଆୟବ୍ୟୟ ଅଟକଳର ହିସାବ ରଖିବେ ।

Leave A Reply

Your email address will not be published.