ଭୁବନେଶ୍ୱର : ଆସନ୍ତା ଅଗଷ୍ଟ ୧୮ ତାରିଖରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ । ଏହି ଅଧିବେଶନର ମୋଟ ୧୬ଟି କାର୍ଯ୍ୟଦିବସ ରହିବ । ତେଣୁ ସରକାର ଅଧିବେଶନରେ ୨୦୧୮-୧୯ ବର୍ଷ ପାଇଁ ଅତିରିକ୍ତ ବଜେଟ ଆଣିପାରନ୍ତି ।