କଲେଜ ପଢୁଆ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ

ସୋର  : ସୋରରେ ଜଣେ କଲେଜ ପଢୁଆ ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । କଲେଜ ପଢୁଆ ଛାତ୍ରୀ ଜଣଙ୍କ ନାବାଳିକା । ଦିଗ ଭଅଁରା ଗାଁର ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିବା ଆରୋପ ଆଣିଛନ୍ତି ଛାତ୍ରୀ । ଏନେଇ ଥାନାରେ ଏତଲା ଦିଆଯାଇଛି । ମାମଲା ରୁଜ୍ଜୁ କରି ତଦନ୍ତ କରୁଛି ପୋଲିସ ।

 

Leave A Reply

Your email address will not be published.