ଖରାପ ମାଟ୍ରିକ୍ ରେଜଲ୍ଟ କରିଥିବା ସ୍କୁଲର ଶିକ୍ଷକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ- ଗଣଶିକ୍ଷା ସଚିବ

କଟକ : ମାଟ୍ରିକ ପରୀକ୍ଷାରେ ଖରାପ ରେଜଲ୍ଟ କୁ ନେଇ କାର୍ଯ୍ୟନୁଷ୍ଠାନ ନେବେ ସରକାର ।  ମାଟ୍ରିକ ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଥିବା ସ୍କୁଲ ଗୁଡିକ ଉପରେ କଡ଼ା ପଦକ୍ଷେପ ନେବାକୁ କହିଛନ୍ତି ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର। ଯେଉଁ ସ୍କୁଲ ଗୁଡ଼ିକର ଶହେ ପ୍ରତିଶତ ଛାତ୍ର ଫେଲ୍‌ ହୋଇଛନ୍ତି, ସେହି ସ୍କୁଲର ଶିକ୍ଷକମାନେ ଉତ୍ତରଦାୟୀ ହେବେ। ରେଜଲ୍ଟ କାହଁକି ଖରାପ ହେଲା, ସେଥିପ୍ରତି ଶିକ୍ଷକମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି କହିଛନ୍ତି ବିଭାଗୀୟ ସଚିବ।

Leave A Reply

Your email address will not be published.